Browsing Category

ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୧୧୭୩୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୭୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୦୨୪୫୫ ରୋଗୀ ସୁସ୍ଥ ହୋଇ…

୧୮-୪୪ ବୟସ ବର୍ଗର ୪୨ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

-୧୮-୪୪ ବୟସ ବର୍ଗର ୪୨ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି -ଗତ ପାଂଚ ଦିନ ଧରି ଲଗାତର ଚତୁର୍ଥ ଥର ପାଇଁ ୨୪ ଘଂଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି -ଗତ ୨୪ ଘଂଟାରେ ସକ୍ରିୟ ମାମଲା ସଂଖ୍ୟା ୩୧,୦୯୧ ହ୍ରାସ ହୋଇଛି -କୋଭିଡ-୧୯ ବିରୋଧୀ ଲଢେଇ ପାଇଁ…

ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ

ସାଲେପୁର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ । କିରୋସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ମାରିଲେ ଶାଶୂଘର ଲୋକେ । ବାପଘର ଲୋକେ ଥାନାରେ କଲେ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି…

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ :ଡୋର୍ ଟୁ ଡୋର୍ ଟେଷ୍ଟିଂ ଉପରେ ଫୋକସ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀ ସାମିଲ ଥିଲେ । ଏହି ଅବସରରେ ଘରେ ଘରେ ଯାଇ ସର୍ଭେ ଏବଂ ଟେଷ୍ଟିଂ କରିବାକୁ…

କରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠିତ

-ଟିକାକରଣ , ଆଗାମୀ ଲହର ପାଇଁ ପ୍ରସ୍ତୁତି ଲାଗି ପରାମର୍ଶ ଦେବ କମିଟି : ମୁଖ୍ୟ ଶାସନ ସଚିବ -ଗ୍ଲୋବାଲ ଟେଣ୍ଡରରେ କିଣାଯିବ ୩.୮ କୋଟି ଟିକା ଭୁୁବନେଶ୍ୱର : କରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର…

କରୋନା ଲକ୍ଷଣ ଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବ ବିଏମସି

-ଟିକା ପାଇଁ ଘରୁ ଆଣିବା ଛାଡିବା ବ୍ୟବସ୍ଥା କରାଯିବ ଭୁବନେଶ୍ୱର : କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଭୁବନେଶ୍ୱର ଅଂଚଳରେ ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ…

ଆଜିଠୁ ଚନ୍ଦନ ଯାତ୍ରା

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ବିଶେଷ ତିଥିରେ ଆଜି ଅପରାହ୍ନରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ଠାରେ ଶୁଭାରମ୍ଭ ହେବ । ଏହି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପୀ ଚାଲିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ଯାଇ…

ନବୀକରଣ ପରେ ଲୋକାର୍ପିତ ହେଲା ସ୍ୱର୍ଗଦ୍ୱାର

ପୁରୀ : ଅକ୍ଷୟ ତୃତୀୟା ଅବସରରେ ନବୀକରଣ କରାଯାଇଥିବା ସ୍ୱର୍ଗଦ୍ୱାରକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ୬ ମାସ ଧରି ଦୃତ ଗତିରେ…

ପୋଲ ତଳକୁ ଖସିଲା କାର୍ : ତିନି ମୃତ, ୨ ଗୁରୁତର

ବାରିପଦା : ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍ ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବିର୍ଲା ଟାୟାର୍ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଛି । ଦୁର୍ଘଟଣାରେ କାର୍ ରେ ଯାତ୍ରା କରୁଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାର୍ ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ…

ଆର ଆଇ ଗଣିଲେ ଜୋରିମାନା

ଗଂଜାମ : ସାଧାରଣତଃ ସରକାରୀ କର୍ମଚାରୀ ଓ ଅଫିସରମାନେ କୋଭିଡ ନିୟମକୁ ନିଜେ ପାଳ ନ କରିବା ସହ ଜନ ସଚେତନତା ସୃଷ୍ଟି କରନ୍ତି ଓ ଅମାନିଆଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରନ୍ତି । କିନ୍ତୁ ହିଞ୍ଜଳିକାଟୁ ଅଂଚଳର ବୁରୁପଡା ଆର୍ ଆଇ କୋଭିଡ ନିୟମକୁ ଉଲ୍ଲଘଂନ କରି ସାଧାରଣରେ ମାସ୍କ ବ୍ୟବହାର ନ…