ଗଂଜାମ : ସାଧାରଣତଃ ସରକାରୀ କର୍ମଚାରୀ ଓ ଅଫିସରମାନେ କୋଭିଡ ନିୟମକୁ ନିଜେ ପାଳ ନ କରିବା ସହ ଜନ ସଚେତନତା ସୃଷ୍ଟି କରନ୍ତି ଓ ଅମାନିଆଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରନ୍ତି । କିନ୍ତୁ ହିଞ୍ଜଳିକାଟୁ ଅଂଚଳର ବୁରୁପଡା ଆର୍ ଆଇ କୋଭିଡ ନିୟମକୁ ଉଲ୍ଲଘଂନ କରି ସାଧାରଣରେ ମାସ୍କ ବ୍ୟବହାର ନ କରି ଚଲାବୁଲା କରୁଥିବା ଭିଡିଓ ଭାଇରାଲ ହେବା ପରେ ଆର ଆଇ ସୁଧାଂଶୁ ପାଣିଗ୍ରାହୀ ଜୋରିମାନା ଗଣିବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣା ଗଂଜାମ ଜିଲ୍ଲା ଜନ ସାଧାରଣରେ ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.