Browsing Category

ରାଜ୍ୟ

ପୋଲିସ ଡ଼ିଜି ଅଭୟଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ : କରୋନାର ସ୍ଥିତି ଓ ଅପରାଧ ଦୂରିକରଣ ନେଇ ସମୀକ୍ଷା

ଗଞ୍ଜାମ : ଓଡ଼ିଶା ପୋଲିସ ଡ଼ିଜି ଅଭୟ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଦକ୍ଷିଣାଚଂଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ପଦସ୍ଥ ଅଧିକାରୀ ମାନଙ୍କ ସହିତ କରୋନାର ସ୍ଥିତି ସମ୍ପର୍କରେ ଏବଂ ଅପରାଧ ଦୂରିକରଣ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦୋକାନରେ ଭିଡ଼ ନକରିବା ଓ ସମସ୍ତେ ମାସ୍କ ପରିଧାନ କରିବାକୁ ଜିଲ୍ଲାପାଳଙ୍କ…

ମାଲକାନଗିରି : ବର୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଯୁବପୀଢ଼ି ଅନେକାଂଶରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଅମାନିଆ ନହୋଇ ନିଜେ ସଚେତନ ହେବା ସହ ନିଜ ପରିବାର ସୁରକ୍ଷିତ ରଖିବା ଓ ଅନ୍ୟକୁ ଏ ଦିଗରେ ସଚେତନ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟ ଜିଲ୍ଲାବାସୀଙ୍କୁ…

ଭାରତ-ଇୟୁ ନେତୃବୃନ୍ଦ ବୈଠକ ଆଜି

ନୂଆଦିଲ୍ଲୀ : ୟୁରୋପୀୟ ପରିଷଦ ସଭାପତି ଶ୍ରୀ ଚାର୍ଲସ ମିସେଲଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଅଜି ୟୁରୋପୀୟ ପରିଷଦର ବୈଠକରେ ଯୋଗଦେବେ । ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ କୋଷ୍ଟା ଭାରତ-ଇୟୁ ନେତୃବୃନ୍ଦଙ୍କ…

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଟେଲିଫୋନ ବାର୍ତାଳାପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ କଥା ହୋଇଛନ୍ତି । କୋଭିଡ-୧୯ର ଦ୍ୱିତୀୟ ଲହରୀ ବିରୋଧରେ ଭାରତର ଲଢେଇ ପାଇଁ ଅଷ୍ଟ୍ରେଲିଆ ସରକାର ଏବଂ ଅଷ୍ଟ୍ରେଲିଆବାସୀଙ୍କ ଦ୍ୱାରା ଦିଆଯାଇଥିବା ତ୍ୱରିତ ତଥା ଉଦାର…

ତାଣ୍ଡବ ରଚୁଛି ଦ୍ୱିତୀୟ ଲହର ! ଦେଶରେ ଘଣ୍ଟାକୁ ଯାଉଛି ୧୫୦ ଜୀବନ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କୋଭିଡ୍ର ଦ୍ୱିତୀୟ ଲହରର ସଂକ୍ରମଣ ପିକ୍ରେ ପହଞ୍ôଚଛି ବୋଲି କୁହାଯାଇପାରେ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିହାର ରାୟ । ସେ କହିଛନ୍ତି ପୃଥିବୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଯେଉଁ ରେକର୍ଡ ଥିଲା, ତାହାକୁ ଏବେ ଭାରତ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସଓପି

-ୱେଟିଂ ଲିଷ୍ଟ ଯାତ୍ରୀଙ୍କୁ ଷ୍ଟେସନ୍ ମନା, ମିଳିବନି କ୍ୟାଟରିଂ ସେବା ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏଣିକି ୱେଟିଂ ଲିଷ୍ଟରେ ଥିବା…

୫-୬ ଦିନ ପରେ କମିବ ସଂକ୍ରମଣ !

ଭୁବନେଶ୍ୱର : ଆସନ୍ତା ୫/୬ ଦିନ ପରେ କମିପାରେ ସଂକ୍ରମଣ । ଏଭଳି ଅନୁମାନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଶୁକ୍ରବାର ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ନେଇ ସେ କହିଛନ୍ତି ଯେ ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି । ତେଣୁ ୩-୪ ଦିନ ଏଭଳି…

ଘରୋଇ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡି କୁ ଧକ୍କା ଦେଲା ଟ୍ରକ :୨ ମୃତ

ଭୁବନ : ଭୁବନରେ ଭାରତ ଗ୍ୟାସ ର ଅଧିକୃତ ବିକ୍ରେତା ମହାବୀର ଗ୍ୟାସ ସର୍ଭିସର ଘରୋଇ ସିଲିଣ୍ଡର ବୋଝେଇ ଅଟୋ କୁ ଏକ ୧୦ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ପଳାଇ ଆସୁଥିବା ବେଳେ ଅନ୍ୟ ଜଣଙ୍କୁ ଚାପି ଦେବା ଫଳରେ ତାଙ୍କର ମଧ୍ୟ ମୃତ୍ୟୁ…

ଟିକାକରଣ ଅଭିଯାନ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨୫ କୋଟିକୁ ଅତିକ୍ରମ କରିଛି

-ଏପ୍ରିଲ ମାସରେ ସାପ୍ତାହିକ ସୁସ୍ଥତା ୫୩ ହଜାରରୁ ୩ ଲକ୍ଷକୁ ବୃଦ୍ଧି ପାଇପାରିଛି ନୂଆଦିଲ୍ଲୀ : ଗତ କେଇ ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ…

ପାଂଚଟି ମୁଖ୍ୟ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଂଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ପାଂଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ । ଏହି…