Browsing Category

ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୯୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୭୫୭୨୧ ରୋଗୀ ସୁସ୍ଥ ହୋଇ…

ହୁମ୍ମା ଆବାସିକ ବିଦ୍ୟାଳୟରେ କୋଭିଡ଼୍ ଡ଼ାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ହୁମ୍ମା ଆବାସିକ ବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ଼୍ ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି । ୨୦୦ ଶଯ୍ୟା ବିଶିଷ୍ଟ ଏହି ଡ଼ାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟରେ ୬୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତି ପରିସ୍ଥିତି ଦେଖି…

ଟୀକା ନଥିବାରୁ ବନ୍ଦ ହେଲା କେନ୍ଦ୍ର

କେନ୍ଦ୍ରାପଡା : କୋଭିଡ-୧୯ କରୋନା ସଂକ୍ରମଣ ଦିନକୁ ଦିନ କେନ୍ଦ୍ରାପଡାରେ ବଡୁ ଥିବାରୁ ସାଧାରଣ ଲୋକ ନିଜକୁ ସୁରକ୍ଷା ରଖିବା ପାଇଁ ଟୀକା ନେବା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭିଡ ଜମାଉଥିଲେ । ସମଗ୍ର ଜିଲ୍ଲାରେ ଦୈନିକ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟୀକା ନେଉଥିଭା ବେଳେ ଜିଲ୍ଲାରେ…

ଅକ୍ସିଜେନ ଅଭାବ ପୂରଣ ପାଇଁ ମୋଦୀଙ୍କ ବଡ଼ ପଦକ୍ଷେପ : ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ ୧ ଲକ୍ଷ କନ୍ସେନ୍ଟ୍ରେଟର

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାର୍ସ ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନ୍ସେନ୍ଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ…

ଜନ୍ମଜୟନ୍ତୀରେ ମନେପଡ଼ନ୍ତି ମଧୁବାବୁ

ସାଲେପୁର : ଉତ୍କଳଗୌରବ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରିଲ ୨୮ ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ମଧୁବାବୁଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ । ସେ ଗୃହର ଜ୍ୟେଷ୍ଠପୁତ୍ର…

ପୁରୀରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ

ପୁରୀ : ପିପିପି ମୋଡ଼୍ରେ ପୁରୀରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ । ଭୁବନେଶ୍ୱର ସମ୍ ହସ୍ପିଟାଲ ଏହି କୋଭିଡ଼୍ ହସ୍ପିଟାଲର ପରିଚାଳନା ଦାୟୀତ୍ୱ ନେବ । ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରି ବିବାହ କାର୍ଯ୍ୟ : ପୋଲିସର ଚଢ଼ଉ, ଆୟୋଜକଙ୍କୁ ୧୦ ହଜାର ଜରିମାନା

ସମ୍ବଲପୁର : ଆଜି ସ୍ଥାନୀୟ ମୁଦିପଡ଼ା ବିହାରୀପଡ଼ାରେ କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରି ଏକ ବିବାହ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ କରାଯାଇ ଆୟୋଜକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ସମ୍ପୃକ୍ତ ଅଂଚଳର ଜଣେ ବ୍ୟକ୍ତି ନିଜ ଝିଅର ବାହଘର ପାଇଁ ଏହି ଆୟୋଜନ…

ଅପରାହ୍ନ ୨ଟାରୁ ପରଦିନ ସକାଳ ୫ଟା ବନ୍ଦ ରହିବ ଦୋକାନ ବଜାର : ମଇ ୯ ତାରିଖ ଯାଏ ବଳବତର ରଖିବାକୁ ବ୍ୟବସାୟୀ ସଂଘକୁ…

ଗଞ୍ଜାମ : କରୋନା ଦ୍ୱିତୀୟ ଲହରରେ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱତଃପ୍ରବୃତ ଭାବେ ଗଞ୍ଜାମ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଅପରାହ୍ନ ୨ଟାରୁ ତା ପରଦିନ ସକାଳ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ବ୍ୟବସାୟୀ ସଂଘର…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୬୦,୯୬୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୬୦,୯୬୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୨୯୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୯୭,୨୬୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଆଞ୍ଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ : କୋଭିଡ୍ କେୟାର୍ ସେଣ୍ଟରକୁ ବିଦ୍ୟୁତ୍ ସରବରାହ ବନ୍ଦ ନ…

ଗଞ୍ଜାମ : ଗତ କିଛିଦିନ ମଧ୍ୟରେ ଜିଲ୍ଲାର ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟକରି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍ ଡାଉନ୍ ସପକ୍ଷରେ ସୋସିଆଲ୍ ମିଡିଆରେ ନିଜନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟୀକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ବତଃପ୍ରବୃତ ଭାବେ ନିଷ୍ପତି ଗ୍ରହଣ କରିଛନ୍ତି । ଏହା…