Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗୋଟିଏ ଦିନରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୭୧୨୦୦ ରୋଗୀ ସୁସ୍ଥ ହୋଇ…
୩ ଯୁବତୀଙ୍କୁ ଆକ୍ରମଣ ସହ ଅଫିସ ଭଙ୍ଗାରୁଜା, ୪ ଅଭିଯୁକ୍ତ ଫେରାର !
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫଣ୍ଡିଠାରୁ ଅନତି ଦୂରରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଖୋଲାଯାଇଥିବା ଏକ କାର୍ଯ୍ୟାଳୟ ଭିତରେ ଆଜି ବ୍ୟାପକ ଭଙ୍ଗାରୁଜା ହୋଇଛି । କେବଳ ସେତିକି ନୁହେଁ ଏହି ଅସାମାଜିକ ଯୁବକ ମାନେ ଘଟଣାସ୍ଥଳୀରେ ପହଂଚି ୩ ଜଣ ମହିଳା କର୍ମଚାରୀଙ୍କୁ…
ମୃତ୍ୟୁର ବିଭୀଷିକା: ଲିଭୁନି ଚିତା
ନୂଆଦିଲ୍ଲୀ : ମୃତ୍ୟୁର ତାଣ୍ଡବ ରଚୁଛି କରୋନା ମହାମାରୀ । ପୁଳା ପୁଳା ଜୀବନ ନେଉଛି ଏହି ଘାତକ ଭାଇରସ୍ । ଲିଭୁନି ଚିତା, ନିଅଣ୍ଟ ହେଉଛି ଶ୍ମଶାନ । କ୍ରମାଗତ ଷଷ୍ଠ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଉପରେ ରହିଥିବା ବେଳେ ୨ହଜାର ଉପରେ ରହିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ…
ଟିଟିଲାଗଡ ବିକାଶ ସେନା ତରଫରୁ ସଂକ୍ରମିତ ଲୋକଙ୍କ ଘରକୁ ଯାଇ କରୁଛନ୍ତି ନିଶୁଳ୍କ ସେନିଟାଇଯ
ଟିଟିଲାଗଡ : ଦୀନକୁ ଦିନ ଟିଟିଲାଗଡ଼ ସହରରେ କୋରୋନା କାୟା ବିସ୍ତାର କରୁଥୁବା ବେଳେ ପ୍ରତିଦିନ ବହୁତ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତେବେ ଏହି ପରିପେକ୍ଷୀରେ ଟିଟିଲାଗଡ ବିକାଶ ସେନା ତରଫରୁ ପ୍ରତିଦିନ ବିଭିନ୍ନ ୱାର୍ଡରେ ଆକ୍ରାନ୍ତଙ୍କ ଘରକୁ ଘର ଯାଇ ନିଃଶୁଳ୍କ ସେନିଟାଇଯ…
କରୋନା ପରୀକ୍ଷା ପାଇଁ ବ୍ରହ୍ମପୁର ସହରରେ ଖୋଲିଲା ଆଉ ଦୁଇଟି ନୂତନ ପରୀକ୍ଷା କେନ୍ଦ୍ର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ଲାଗି ଆଉ ଦୁଇଟି ନୂତନ ପରୀକ୍ଷା କେନ୍ଦ୍ର ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି । ନୂତନ କେନ୍ଦ୍ର ଗୁଡିକ ହେଲା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ଖୋଡ଼ାସିଙ୍ଗିର କଲ୍ୟାଣ ମଣ୍ଡପ । ସହର ବାସୀ ସକାଳ ୮ଟା ଠାରୁ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୨୩,୧୪୪ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୨୩,୧୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୭୭୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୬,୩୬,୩୦୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଡୋଭାଲଙ୍କ ହସ୍ତକ୍ଷେପ ପରେ କଞ୍ଚାମାଲ ପଠାଇବାକୁ ରାଜି ହେଲା ଆମେରିକା
ନୂଆଦିଲ୍ଲୀ : ଭାରତର ଦାବି ଶୁଣିଲା ଆମେରିକା । ମୋଦି ସରକାରଙ୍କ "ଜେମ୍ସ ବଣ୍ଡ' ତଥା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପରେ ଆମେରିକା ଯେଉଁ ପ୍ରସଙ୍ଗରେ ଭାରତର କଥା ଶୁଣିବାକୁ ରାଜି ହେଉନଥିଲା ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିଛି । ନିକଟରେ ସେରମ୍…
ରାଜ୍ୟରେ ଗୋଟିଏ ଦିନରେ ୬୦୭୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୦୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୬୭୧୧୧ ରୋଗୀ…
ନିର୍ବାଚନ ଆୟୋଗକୁ ମାଡ୍ରାସ୍ ହାଇକୋର୍ଟଙ୍କ ଛାଟ : ସଂକ୍ରମଣ ବୃଦ୍ଧି ପାଇଁ ଇସିଆଇ ଦାୟୀ, ରୁଜୁ ହେଉ ହତ୍ୟା ମାମଲା
ଚେନ୍ନାଇ : ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଡ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି । କେବଳ ଏତିକି ନୁହେଁ ଅଦାଲତ ତୀବ୍ର…
ଅକ୍ସିଜେନ୍ ହବ୍ ଓଡ଼ିଶା : ଜାତୀୟ ଗଣମାଧ୍ୟମରେ ପୁଣି ନବୀନଙ୍କୁ ପ୍ରଶଂସା
ଭୁବନେଶ୍ୱର : ଦେଶର ଅକ୍ସିଜେନ୍ ହବ୍ ପାଲଟିଛି ଓଡ଼ିଶା । ୭ଟି ରାଜ୍ୟକୁ ବିପଦ ସମୟରେ ସଞ୍ଜିବନୀ ପଠାଇ ମହନୀୟତାର ପରିଚୟ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ନବୀନଙ୍କୁ ଜାତୀୟ ଗଣମାଧ୍ୟମରେ ପୁଣିଥରେ ପ୍ରଶଂସା କରାଯାଇଛି । ଏବିପି…