Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମେ ୧୫ ଯାଏ ଜଗାଦର୍ଶନ ବନ୍ଦ
ପୁରୀ : ପୁଣି ଭଗବାନ-ଭକ୍ତଙ୍କ ବନ୍ଧନରେ ବାଧକ ସାଜିଲା ଭୂତାଣୁ । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମଇ ୧୫ ଯାଏ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂରେ ବସିଥିବା ବୈଠକରେ ଏନେଇ…
କାମଠଣା କୋଭିଡ଼୍ ହସ୍ପିଟାଲରେ ଭଙ୍ଗାରୁଜା ଘଟଣା : ୩ ଗିରଫ
ଭବାନୀପାଟଣା : ଭବାନୀପାଟଣା ନିକଟସ୍ଥ କାମଠଣା କୋଭିଡ଼୍ ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟ ମାନେ ମେଡ଼ିକାଲରେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଭବାନୀପାଟଣା ସଦର ଥାନା ପୋଲିସ । ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ…
ରାଉରକେଲା ଭବିଷ୍ୟନିଧି କଲୋନୀକୁ କଂଟେନମେଂଟ ଜୋନ୍ ଘୋଷଣା : ଗଳାବାଟ ଦେଇ ପଡ଼ୋଶୀ ରାଜ୍ୟରୁ ଆସୁଛନ୍ତି ସଂକ୍ରମିତ
ରାଉରକେଲା : ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ୫ ଦିନ ତଳେ ମାଇକ୍ରୋକଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ରାଉରକେଲାର ଭବିଷ୍ୟନିଧି କଲୋନୀକୁ ଆଜି କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି ରାଉରକେଲା ମହାନଗର ନିଗମ କମିଶନର । ଏହା…
ବାହୁଡିଲେ ଶ୍ରୀଲିଙ୍ଗରାଜ
ଭୁବନେଶ୍ୱର : ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ସପ୍ତାହାନ୍ତ ଶଟ୍ ଡାଉନ୍ ମଧ୍ୟରେ ସମ୍ପନ୍ନ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏଥର ବିନା ଭକ୍ତରେ କୋଭିଡ୍ କଟକଣାରେ ଯାତ୍ରା ହୋଇଛି । କୋଭିଡ ନେଗେଟିଭ ଥିବା ସେବାୟତ ଓ ପୋଲିସ୍ କର୍ମଚାରୀ ମାନେ ରଥ ଟାଣି ମନ୍ଦିର ନିକଟରେ…
ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଂଚଳରେ ଜଳ ଅମଳ ପ୍ରକଳ୍ପ ୟୁଡବ୍ଲୁ୍ୟଇଆଇ ଯୋଜନାରେ କରିବାକୁ ସରକାରଙ୍କ ନିଷ୍ପତି
ଭୁବନେଶ୍ୱର : ସହରାଂଚଳ ମଜୁରୀ ନିଯୁକ୍ତି ପଦକ୍ଷେପ(ୟୁଡବ୍ଲୁ୍ୟଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଂଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ପୌରାଂଚଳରେ ଥିବା ପାର୍କ, ଖେଳପଡିଆ ଭଳି…
ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ରୁଗତ ୩ ଦିନ ତଳେ ମାଓବାଦୀମାନେ ଅପହରଣ କରିନେଇଥିବା ପୋଲିସ ଏସ ଆଇ ମୁରଲୀ ତାତିକୁ ମାଓବାଦୀ ମାନେ ପ୍ରଜାକୋର୍ଟ କରି ହତ୍ୟା କରିଥିବା ଜଣାପଡିଛି । ଆଜି ତାଙ୍କ ମୃତଦେହ ଗଙ୍ଗାଲୁର ଥାନା ଅନ୍ତର୍ଗତ କୁସୁମପାରା…
ଅପରେସନ ପ୍ରହାରକୁ ବିରୋଧ କରି ପାସେଞ୍ଜର ଟ୍ରେନ ଅଟକାଇଲେ ମାଓବାଦୀ
ମାଲକାନଗିରି : ଅପରେସନ ପ୍ରହାରକୁ ବିରୋଧ କରି ମାଓବାଦୀ ସଂଗଠନ ୨୬ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ପୂର୍ବରୁ ମାଓବାଦୀ ମାନେ ବିଶାଖାପାଟଣା ଠାରୁ ଛତିଶଗଡ଼ ରାଜ୍ୟ ଦନ୍ତେବାଡ଼ା ଜିଲ୍ଲା କିରଣ୍ଡୁଲକୁ ଯାଉଥିବା ପାସେଞ୍ଜର ଟ୍ରେନକୁ କିରଣ୍ଡୁଲ ଠାରୁ ୩0 କିଲୋମିଟର ପୂର୍ବରୁ…
କରୋନା ଔଷଧ କଳାବଜାରୀ ରୋକିବାକୁ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ର ଯାଂଚ ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ କରୋନା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ରୋକିବାକୁ ଗଠିତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଯାଂଚ ଆରମ୍ଭ କରିଛି । ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଡ୍ରଗ୍ ଇନ୍ସପେକ୍ଟର, କ୍ରାଇମ ବ୍ରାଂଚର ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ ପୁଲିସ…
ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ – ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବା ରହିଛି । ଟ୍ରିପଲ ମ୍ୟୁଟାଂଟ…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ
ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହେଉଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ, ଛତିଶାନିଯୋଗ ସଦସ୍ୟ ସାମିଲ ଅଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହି ବୈଠକରେ ନୂଆ ଏସଓପି…