Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୩୪,୬୯୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୩୪,୬୯୨ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୩୪୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୨୬,୬୦୯ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଗୋଟିଏ ଦିନରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୪୫୯୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୪୩୫୨୨ ରୋଗୀ…
ଗ୍ୟାଙ୍ଗଷ୍ଟର ହାଇଦର୍ କରୋନା ପଜିଟିଭ୍ ଚିହ୍ନଟ : ରିମାଣ୍ଡ ସ୍ଥଗିତ, ଚୌଦ୍ୱାର ଜେଲ୍ ର ଆଇସୋଲେସନ ୱାର୍ଡ଼ରେ ରଖାଗଲା
କଟକ: କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର୍ ଗିରଫ ପରେ ଆଜି ଠାରୁ ମଙ୍ଗଳାବାଗ ପୋଲିସ ତାକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା । ହେଲେ ଏଥି ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ହାଇଦରର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ହାଇଦର କରୋନା…
ବିଜୁବାବୁଙ୍କ ସ୍ମୃତିରେ…
ଆଜି ହେଉଛି ପ୍ରବାଦପୁରୁଷ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ମହାପ୍ରୟାଣ ଦିବସ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଏହି ଯୋଗଜନ୍ମା ପୁରୁଷ ଆମ୍ଭକୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ତାଙ୍କ ଆବର୍ତ୍ତମାନର ୨୪ ବର୍ଷ ପରେ ବି ସେ ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ଆଜି ବି…
ହାଓଡ଼ାରୁ ଚାଲିବ ୨ଟି ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର : ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୭ ରୁ ୨୯ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ…
୧୯ରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ
-ପରୀକ୍ଷା ଓ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତି
ଭୁବନେଶ୍ୱର: ଆସନ୍ତା ୧୯ ତାରିଖ (ସୋମବାର) ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍ ପାଠପଢ଼ା ସ୍ଥଗିତ ରହିବ । ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ହେବ ଏବଂ ଖାଲି କରିବା…
ସରକାରଙ୍କ ତରଫରୁ ବିଦ୍ୟାଳୟ ଭିତ୍ତିଭୂମିକୁ ରୂପାନ୍ତରିତ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ଗସ୍ତ
ନିଶ୍ଚିନ୍ତକୋଇଲି : ସରକାରଙ୍କ ତରଫରୁ କିଛି ବିଦ୍ୟାଳୟ ଭିତିଭୂମିକୁ ରୂପାନ୍ତରିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ଶୁକ୍ରବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଅସୁରେଶ୍ୱର ଉଚ୍ଚବିଦ୍ୟାଳୟ…
ଭାରତରୁ ଠାବ ହେଲା ପାକିସ୍ତାନୀ ମୋବାଇଲ ନେଟୱର୍କ ସିଗ୍ନାଲ୍
ନୂଆଦିଲ୍ଲୀ :ହିମାଚଳପ୍ରଦେଶର ଧର୍ମଶାଳା ଅନ୍ତର୍ଗତ କଙ୍ଗ୍ରା ଜିଲ୍ଲାରୁ ଠାବ ହେଇଛି ପାକିସ୍ତାନୀ ସେଲୁଲାର ନେଟୱର୍କ ସିଗ୍ନାଲ୍ସ । କଙ୍ଗ୍ରା ଜିଲ୍ଲାର କାରେରି ଅଞ୍ଚଳରେ ପାକିସ୍ତାନୀ ମୋବାଇଲ ଫୋନ୍ ନେଟୱର୍କ ଉପଲବ୍ଧ ହେଉଥିବା କଥାକୁ ପ୍ରଶାସନ ଟେଲିକମ୍ୟୁନିକେସନ ବିଭାଗକୁ ଜଣାଇ ଦେଇଛି ।…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୧୭,୩୫୩ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୧୭,୩୫୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୧୮୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୨,୯୧,୯୧୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
କୁନି କୁନି ତାରକା କବିତା ସଂକଳନ ଲୋକାର୍ପିତ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତ ଆସର
ଭଦ୍ରକ : ଶିଶୁ ସାହିତି୍ୟକା ମମତା ରାଣୀ ଦାଶଙ୍କ ଶିଶୁ କବିତା ସଂକଳନ ‘କୁନି କୁନି ତାରକା’ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣୀନଗର ଠାରେ ଅନୁଷ୍ଠିତ ‘ସଂକ୍ରାନ୍ତି ଆସର’ ସାହିତ୍ୟ ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ…