Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୮୧,୪୬୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୮୧,୪୬୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୬୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୩,୦୩,୧୩୧ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଏପ୍ରିଲ ମାସରେ ବିଜ୍ଞପିତ ଛୁଟିଦିନକୁ ମିଶାଇ ସବୁ ଦିନ ଉଭୟ ସରକାରୀ ଓ ଘରୋଇ କୋଭିଡ଼ ଟିକାକରଣ କେନ୍ଦ୍ରରେ ଟିକାକରଣ…

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ସ୍ୱରୂପ ଏପ୍ରିଲ ମାସରେ ବିଜ୍ଞପିତ ଛୁଟିଦିନକୁ ମିଶାଇ ସବୁ ଦିନ (ଆଜି ଦିନକୁ ମିଶାଇ ଏପ୍ରିଲ…

ଓଡ଼ିଶାରେ ଜିଏସଟି ସଂଗ୍ରହ ୨୫% ବଢ଼ିଲା

-ସକଳ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୧.୨୩,୯୦୨ କୋଟି ଟଙ୍କାରେ ପହଂଚିିଲା ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୧ରେ ରେକର୍ଡ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି । ଚଳିତ ମାସ ୧.୨୩,୯୦୨ କୋଟି ଟଙ୍କାର ସକଳ ଜିଏସ୍ଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏଥିରେ ସିଜିଏସଟି ୨୨,୯୭୩ କୋଟି ଟଙ୍କା,…

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ । ଏହି ଗସ୍ତ ଅବସରରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ ତଥା ସମାବର୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାଛଡ଼ା ସେ କଟକସ୍ଥିତ ସାରଳା ସାହିତ୍ୟ…

ଆଜି ଗୁଡ୍ ଫ୍ରାଇଡେ, ବିଏମ୍‌ସି ପକ୍ଷରୁ କଟକଣା ଜାରି

ଭୁବନେଶ୍ୱର: ଆଜି ଗୁଡ୍ ଫ୍ରାଇଡେ ପାଳନ ପାଇଁ ଚର୍ଚ୍ଚ ଭିତରକୁ ପ୍ରବେଶ ନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି । ଏହି କଟକଣା ଅନୁଯାୟୀ ୬୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୦ବର୍ଷରୁ କମ୍ ଶିଶୁ ଚର୍ଚ୍ଚ ମଧ୍ୟକୁ ପ୍ରବେଶ ମନା । ସାରି ଏବଂ ଇଲି ଲକ୍ଷଣ ରହିଥିବା ବ୍ୟକ୍ତିମାନେ ମଧ୍ୟ ପ୍ରବେଶ…

କୃଷକ କଲ୍ୟାଣ କାର୍ଯ୍ୟକ୍ରମରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ : ଚାଷୀ ଆମ ଅର୍ଥନୀତିର ମହାଶକ୍ତି

-୩୪ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୬୯୩.୯୪ କୋଟି ଭୁବନେଶ୍ୱର: ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରବି ଋତୁ ପାଇଁ ଜମା କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପବିତ୍ର ଓଡ଼ିଶା…

‘ଉତ୍କଳ ଦିବସ’ରେ ଭର୍ଚୁଆଲ ଜରିଆରେ ଓଡ଼ିଆଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

-୨୦୩୬ ସୁଦ୍ଧା ଓଡିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ - ‘ଉତ୍କଳ ଦିବସ’ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବୀରପୂତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପଶ୍ଚିମବଙ୍ଗ/ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା…

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ଆସନ୍ତାକାଲି (ଶୁକ୍ରବାର) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ ତଥା ସମାବର୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାଛଡ଼ା ସେ…

ପିପିଲି ଉପନିର୍ବାଚନ ପାଇଁ ନବୀନ ଦଳୀୟ ନେତାଙ୍କୁ ଦେଲେ ବିଭିନ୍ନ ଅଞ୍ଚଳର ଦାୟିତ୍ବ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ…

ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ - ଉତ୍କଳ ଦିବସର ପବିତ୍ର ଅବସରରେ ଶୁଭକାମନା । ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ…