Browsing Category

ରାଜ୍ୟ

ଆସନ୍ତା ୩୦ରୁ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରରେ ପାହାଡ଼ ଉପରେ ଅଧିଷ୍ଠିତା ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତା ୩୦ ତାରିଖ ମଙ୍ଗଳବାର ଠାରୁ ମୋଟ୍ ୫ଟି ମଙ୍ଗଳବାର ଅନୁଷ୍ଠିତ ହେବ । ସେଗୁଡିକ ହେଲା ମାର୍ଚ୍ଚ ୩୦, ଅପ୍ରେଲ ୬, ୧୩, ୨୦ ଓ ୨୭ ତାରିଖ । ଏହି ଦିନ ମାନଙ୍କରେ ମାଙ୍କ ଚୈତ୍ର ମେଳା…

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଫେରିଲା ଜଗା ; ଯତ୍ନ ନେଉଛନ୍ତି ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ

କନ୍ଧମାଳ: କଟକ ଏସସିବି ମେଡ଼ିକାଲରୁ ଡ଼ିସଚାର୍ଜ ହୋଇ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଫେରିଛି ୬ ବର୍ଷିୟ ଶିଶୁପୁତ୍ର ଜଗା । ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ତାକୁ ଏସସିବିରୁ ଫୁଲବାଣୀ ଆଣିଥିଲେ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ…

ମା ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଂଟି ସ୍ଥାପନ ; ଆସନ୍ତା ୯ରୁ ଯାତ୍ରା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନିମନ୍ତେ ଗତକାଲି ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି । ଏହା ପୂର୍ବରୁ ଯାତ୍ରା କମିଟିର ବୈଠକ ଅନୁଷ୍ଠିତ ହେବା ପରେ ଦେଶି ବେହେରା ପି. ଦୂର୍ଗାପ୍ରସାଦ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଠାକୁରାଣୀଙ୍କ…

ବାଲେଶ୍ୱରରେ ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ସମୀକ୍ଷା ଆଜି କରିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସ୍ଥିତ ନୋସି ବିଜିନେସ୍ ପାର୍କଠାରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ତିନୋଟି ଜିଲ୍ଲାର ଶିଳ୍ପ ଅଭିବୃଦ୍ଧି, ସମସ୍ୟା ଓ ତା’ର ପ୍ରତିକାର ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର…

ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଆଜିଠୁ

ମାଲକାନଗିରି / ଭୁବନେଶ୍ୱର: ଆଜିଠୁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେଠାକାର ଲୋକପ୍ରିୟ ପର୍ବ ବଡ ଯାତ୍ରାରେ…

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କ ସହ ସେ କରୋନା ସ୍ଥିତିର ସମୀକ୍ଷା କରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ…

ହୁସିଆର! ନହେଲେ ଲକ୍‌ଡାଉନ : ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

-ପୁଣି ସକ୍ରିୟ ହେବ ଗାଁର କୋଭିଡ୍ ପରିଚାଳନା କମିଟି: ଏସ୍‌ଆର୍‌ସି -କଟକଣା ନ ମାନିବା ଅର୍ଥ ଲକ୍‌ଡାଉନ୍‌କୁ ନିମନ୍ତ୍ରଣ କରିବା: ଡିଏମ୍‌ଇଟି ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ପୁଣି କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନାକୁ ମାତ୍ ଦେବାକୁ ହେଲେ…

ମିଶନଶକ୍ତି ସହାୟତାରେ ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ହଳଦୀ ଗୁଣ୍ଡ ପ୍ରସ୍ତୁତ କେନ୍ଦ୍ର ଉଦଘାଟିତ

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ପାଞ୍ଚ ଗୋଟି ପଞ୍ଚାୟତ ଯଥା-ପଣଷପୁଟ, ଯୋଡ଼ାମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡି ପଞ୍ଚାୟତର ବହୁ ଗ୍ରାମରେ ବହୁଳ ପରିମାଣରେ ମହିଳା ମାନେ ହଳଦୀ ଚାଷ କରି ବାହାର ବେପାରୀଙ୍କୁ ଶାଗ ମାଛ ମୂଲ୍ୟରେ…

ରାଜ୍ୟ ଉପରେ ବଢୁଛି ଋଣ ଭାର

- ୨୦୨୦-୨୧ ଆର୍ôଥକ ବର୍ଷ ସୁଦ୍ଧା ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା - ମୁଣ୍ଡ ପିଛା ଋଣ ଭାର ୨୩, ୫୨୪ ଟଙ୍କା ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଛି । ଯେଉଁଥିରେ ରହିଛି ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ…

ଏମକେସିଜିରେ ଖୋଲିବ ଗ୍ୟାଷ୍ଟ୍ରୋଂଟେରୋଲୋଜି

-୧୯ଟି ପଦବୀ କୁ ମଞ୍ଜୁର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଂଟେରୋଲୋଜି ବିଭାଗ ଖୋଲିବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସର୍ଜିକାଲ ଓ ମେଡିକାଲ…