Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଯଦି ନୋଟାକୁ ଅଧିକ ଭୋଟ୍ ମିଳୁଛି, ତେବେ କ’ଣ ପାଇଁ ପୁନର୍ବାର…
ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନରେ ନୋଟାକୁ ଅଧିକ ଭୋଟ୍ ମିଳୁଛି ତେବେ କ’ଣ ପାଇଁ ପୁନର୍ବାର ନିର୍ବାଚନ କରାଯିବ ନାହିଁ ? ଏଜ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଆଡଭୋକେଟ୍ ଅଶ୍ୱିନ ଉପାଧ୍ୟାୟଙ୍କ ପକ୍ଷରୁ ଏହି…
ପୁଣି ନାଲିଆଖି ଦେଖାଇଲାଣି କରୋନା
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ନୂଆ ନୂଆ ରେକର୍ଡ କରୁଛି । ୨୪ ଘଣ୍ଟାରେ ଦେଶରେ ୨୬ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ସୋମବାର ୨୬ ହଜାର ୨୯୧ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଆଉ ୧୧୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ଦେଶରେ କରୋନା…
ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଦ୍ୱିତୀୟ ଦିନରେ : ବ୍ୟାଙ୍କିଂ ସେବା ପ୍ରଭାବିତ
ଗଞ୍ଜାମ: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଚାଲିଥିବା ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟାଙ୍କ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ଏହି ଦୁଇଦିନିଆ ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା…
ଭିସୁଟରେ ଅଫ୍ ଲାଇନ୍ କ୍ଲାସ୍ ଆରମ୍ଭ
ସମ୍ବଲପୁର: ଆଜିଠୁୁ ବୁର୍ଲା ସ୍ଥିତ ଭିସୁଟରେ ଆରମ୍ଭ ହୋଇଛି ଅଫ୍ ଲାଇନ୍ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଅଫ୍ ଲାଇନ୍ ମାଧ୍ୟମରେ କ୍ଲାସ୍ କରୁଛନ୍ତି । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟାରରୁ ୧୦ ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତେ ପ୍ରାକ୍ଟିକାଲ୍,…
ଜାତୀୟ ଇସ୍ପାତ ନୀତି
ନୂଆଦିଲ୍ଲୀ: ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ । ଏହି ନୀତିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଯୁକ୍ତି ଦୃଷ୍ଟିରୁ ଅତ୍ୟାଧୁନିକ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଇସ୍ପାତ ଶିଳ୍ପର ବିକାଶ…
କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ…
ପୁରୀ ବସ୍ଷ୍ଟାଣ୍ଡରେ ଜଳିଗଲା ୩ ବସ୍
ପୁରୀ: ପୁରୀ ବସ୍ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ବସ୍ଷ୍ଟାଣ୍ଡରେ ଥିବା ୩ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ଭୁବନେଶ୍ୱରୀ…
କୃଷି ଓଡ଼ିଶା ୨୦୨୧ ଉଦଘାଟିତ: ଚାଷୀଙ୍କ ସହ ସବୁବେଳେ ଅଛି ଓ ରହିଥିବି
ଭୁବନେଶ୍ୱର: ଉଦଘାଟିତ ହେଲା କୃଷି ଓଡିଶା ୨୦୨୧ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ନ୍ତକୃଷି ଓଡିଶା'କୁ ଭର୍ଚୁଆଲ ମୋଡ୍ରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।
ଚାଷୀଙ୍କ ସାଥିରେ ରହିଛି,ସେମାନଙ୍କ ପାଇଁ କାମ କରୁଛି…
ଦିଲ୍ଲୀରେ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ : ଇଗଲ ପରି ଉଡ଼ିବା, ଝଡ଼ ପରି ଲଢ଼ିବା ଥିଲା ବିଜୁବାବୁଙ୍କ ନିଶା
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ କିମ୍ବଦନ୍ତୀ ଭାରତୀୟ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ୧୬ ମାର୍ଚ୍ଚ, ୨୦୨୧ରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।
ଭାରତ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାଧୀନତା…