Browsing Category

ରାଜ୍ୟ

ଶିମିଳିପାଳ ସମେତ ୯୧୮ ଜଙ୍ଗଲରେ ନିଆଁ : ଗାଁମୁହାଁ ବନ୍ୟଜନ୍ତୁ: ଲୋକେ ଛାନିଆ

ଭୁବନେଶ୍ୱର: ଦୁଇ ସପ୍ତାହ ଜଳୁଛି ଶିମିଳିପାଳ । ଏପଟେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ତଥ୍ୟ କହୁଛି ଓଡ଼ିଶାର ୯୧୮ଟି ସ୍ଥାନରେ ଜଙ୍ଗଲ ଜଳୁଛି । ନିଆଁର ଆଁରେ ଭସ୍ମ ହେଲାଣି ହଜାର ହଜାର ହେକ୍ଟର ଜଙ୍ଗଲ । ଦାମୀ ଗଛ ପୋଡି ପାଉଁଶ ହୋଇଗଲାଣି । ଜୀବନ ବିକଳରେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ ।…

ଦିଶା ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାମାଜିକ ସଂଗଠନ ଦିଶା ଓଡ଼ିଶା ଆନୁକୂଲ୍ୟରେ ଉକ୍ରଳ ସାମ୍ବାଦିକ ସଂଘଠାରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଦିଶାର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପୂର୍ବତନ…

ମା ମାନେ ହେଉଛନ୍ତି ଜନ୍ମଜାତ ନେତା – ମୁଖ୍ୟମନ୍ତ୍ରୀ

-ବିଜେଡିର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଫୋକସରେ ଭୁବନେଶ୍ୱର: ମା ମାନଙ୍କୁ ଜନ୍ମଜାତ ନେତା ବୋଲି କହିବା ସହ ବିଜେଡିର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଫୋକସରେ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ମହିଳା ଦିବସ…

ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ଯୁବକ ଯୁବତୀଙ୍କ ମୃତ୍ୟୁ ଘଟଣା

ଗୁରାଣ୍ଡି: ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ଯୁବକ ଯୁବତୀଙ୍କ ମୃତ୍ୟୁ ଘଟଣା, ଏବେବି ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ପ୍ରେମି ଯୁଗଳଙ୍କ ଶବ, ଯୁବତୀଙ୍କ ଘର ଭିତରେ ପଡି ରହିଛି ଶବ, ଗୁରାଣ୍ଡି ଥାନା ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ…

ମାର୍ଚ୍ଚ ୯ ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର ଲେଫ୍ଟନାଣ୍ଟ…

ମାର୍ଚ୍ଚ ୯ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

-ତ୍ରିପୁରାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ସହିତ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ ମଧ୍ୟାହ୍ନ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ। ଏହି…

ଜନଔଷଧୀ ଯୋଜନା ଗରିବଙ୍କୁ ଉଚ୍ଚ ଚିକିତ୍ସା ଖର୍ଚ୍ଚରୁ ସୁରକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଜନଔଷଧୀ ଦିବସ ଉତ୍ସବ ପାଳନ ଅବସରରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଦେଶର ୭୫୦୦ତମ ଜନଔଷଧୀ କେନ୍ଦ୍ରକୁ ଶିଲଂର ନିଗ୍ରିହିମ୍ସ ଠାରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ…

“ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

-ଓଡ଼ିଶାର ଚିରନ୍ତନ ସଂସ୍କାରର ମୁଖପତ୍ର ହେଉ “ରାଷ୍ଟ୍ରଦୀପ”- ଧର୍ମେନ୍ଦ୍ର ପ୍ରଧାନ କଟକ: ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ ବୋଲି ରବିବାର କଟକ ଠାରେ…

ପ୍ରଣୟନ ହେବ ଷ୍ଟାର୍ଟ ଅପ୍ ନୀତିର ନୂତନ ସଂସ୍କରଣ ଓଡ଼ିଶା ଷ୍ଟାର୍ଟ ଅପ୍ ହବ୍ ନିର୍ମାଣ ହେଲେ ମଜବୁତ ହେବ ଏମ୍‌ଏସ୍‌ଏମ୍‌ଇ…

ଭୁବନେଶ୍ୱର: ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ତୃତୀୟ ଦିନରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ଆଲୋଚନାଚକ୍ର ସେମିନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଲୋଚନା ଚକ୍ରରେ…

ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ

କୋରାଇ: ସମାଜ ଦର୍ପଣ ହେଲ୍ପ ଗ୍ରୁପ ପକ୍ଷରୁ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଆଜି ଜଣେ ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ସୃଷ୍ଟି କରାଯାଇଛି । ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ କରଦା ପଂଚାୟତର ଗାନ୍ଧୀ ପୀଠ ନିକଟରେ ଏକ ଭଙ୍ଗା ଚାଳିଆରେ ସାଇକେଲ ମରାମତି ଦୋକାନ କରି ପରିବାର…