Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜମିସ୍ତ୍ରୀ ହତ୍ୟା ଘଟଣା : ୬ ଗିରଫ
ବଲାଙ୍ଗିର: ରାଜମିସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ମଦ ଓ ମାଂସକୁ ନେଇ ପ୍ରଥମେ ବଚସା ଓ ପରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକ ଓ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଂଚଳର ହୋଇଥିବା ଜଣାପଡିଛି । ଟାଉନ୍ ଥାନା…
କନ୍ୟାଶ୍ରମରୁ ନିଖୋଜ ଦୁଇ ଝିଅ ବାଲେଶ୍ୱର ବସଷ୍ଟାଣ୍ଡରୁ ଉଦ୍ଧାର : କନ୍ୟାଶ୍ରମ କର୍ତୃପକ୍ଷଙ୍କ ବିରୋଧରେ ଆଣିଲେ…
ବାଲେଶ୍ୱର: ସୋରର ଏକ କନ୍ୟାଶ୍ରମରୁ ନିଖୋଜ ଦୁଇ ଝିଅଙ୍କୁ ବାଲେଶ୍ୱର ବସଷ୍ଟାଣ୍ଡରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ପରେ ଦୁଇ ଝିଅଙ୍କୁ ସହଦେବଖୁଂଟା ଥାନା ପୋଲିସର ଜିମା ଦିଆଯାଇଛି । ଉଦ୍ଧାର ଦୁଇ ଝିଅଙ୍କ ମଧ୍ୟରୁ ଜଣେ ନାବାଳିକା ଓ ଜଣେ ସାବାଳିକା ରହିଛନ୍ତି ।
ତେବେ…
ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା : ପୁତ୍ରର ମୃତ୍ୟୁ, ୪ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ନିକଟରେ ଆଜି ପ୍ରତ୍ୟୁଷରେ ଛିଡ଼ା ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା ସ୍ୱିଫ୍ଟ କାର୍ । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା…
ଜଲାପୁଟ ବିଏସଫ କ୍ୟାମ୍ପ ରେ ଯବାନ ଙ୍କ ଆତ୍ମହତ୍ୟା
କୋରାପୁଟ: ନନ୍ଦପୁର ଜଲାପୁଟ ସ୍ଥିତ ୧୫ ବାଟାଲିଆନ ବିଏସଫ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି. ଯବାନ ଜଣକ ବନ୍ଧୁକରେ ନିଜ ବେକକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣକ ଇନ୍ଦ୍ର ସିଂ. ସେ ରାଜସ୍ଥାନର ଜାନିବାଦି ଗାଁର ବୋଲି ଜଣାପଡିଛି । ମୃତ ଯବାନ ଜଣକ ଏକ ମାସ…
ଗଣମାଧ୍ୟମ ର ପ୍ରଭାବ :ମୁନିଗୁଡାରେ ପୋଲିସ୍ ପକ୍ଷରୁ ନୋ ଏଣ୍ଟ୍ରି ,ଏସ୍ ଡି ପି ଓ ଙ୍କୁ ଵିଭିନ୍ନ ସଙ୍ଗଠନ ତରଫରୁ ବଧାଇ
ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଏକ ଵ୍ୟଵସାୟୀ ସ୍ଥଳ ଏଠାକୁ ଭୂବନେଶ୍ବର, ସମ୍ବଲପୁର, କୋରାପୁଟ, ଫୁଲବାଣୀ, ବ୍ରହ୍ମପୁର, ରାୟପୁର ଓ ଵିଶାଖାପାଟଣା ଆଦି ସ୍ଥାନକୁ ଯାତାୟତର ସୁବିଧା ରହିଛି । ଏହି ମୁନିଗୁଡା ବଜାର ଦେଇ ଦୈନିକ ଶହଶହ ଭାରିଯାନ ଚଳାଚଳ ହେଉଛି। ଫଳରେ ଟ୍ରକ,…
‘ନିର୍ଭୟ’ର ସପ୍ତମ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ
-ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ନିର୍ଭୟ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ସମାଜରେ ନିର୍ଭୟ ହେବା ଦରକାର । ବିଶେଷଭାବରେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣକ ନିର୍ଭୟ ହେବା ଦରକାର । ନିର୍ଭୟ…
ଆଜି ଠାରୁ ହିନ୍ଦୁ ଜାଗରଣ ମଂଚର ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ
ଭୁବନେଶ୍ୱର: ହିନ୍ଦୁ ଜାଗରଣ ମଂଚ, ଭୁବନେଶ୍ୱର ତରଫରୁ ଶନିବାର ଠାରୁ ଏକ ମାସ ଧରି ଭୁବନେଶ୍ୱରର ସମସ୍ତ ଅଂଚଳ ତଥା ମହାବିଦ୍ୟାଳୟ ମାନଙ୍କରେ ଏହି ଭଳି ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ଆଗାମୀ ଏପ୍ରିଲ୍ ୨୧ ତାରିଖରେ ଶ୍ରୀରାମ ନବମୀ ଶୋଭାଯାତ୍ରା ଉତ୍ସବ ଆୟୋଜିତ…
ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ମହାସ୍ନାନ
ପୁରୀ: ଶ୍ରୀମନ୍ଦିର ଭିତରେ ଥିବା ଧୁକୁଡ଼ି ଦ୍ୱାର ପଶ୍ଚିମ ପାଶ୍ୱର୍ରେ ରକ୍ତ ଛିଟା ପଡିଥିବା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା । ତେବେ ଏହା କିପରି ଓ କାହିଁକି ପଡିଲା, ସେ ସମ୍ପର୍କରେ ସଠିକ୍ ଖବର ଜଣାପଡିନାହିଁ । ଶ୍ରୀମନ୍ଦିର ନୀତି ଅନୁଯାୟୀ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି ।…
ଗୋଟିଏ ଦିନରେ ରାଜ୍ୟରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୭୪
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୭୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୪୯୦୨ ରୋଗୀ!-->…
କୂଅରୁ ମାଆ ଓ ୪ ବର୍ଷିୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର
ମାଲକାନଗିରି: କୂଅ ଭିତରୁ ମାଆ ଓ ୪ ବର୍ଷିୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଆଜି ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କାଉଡ଼ିଗୁଡ଼ା ଗ୍ରାମରେ । ଆଜି ସକାଳ ଠାରୁ ମା ଓ ୪ ବର୍ଷର ଏହି ଶିଶୁକନ୍ୟା ଘରୁ ନିଖୋଜ ଥିଲେ । ପରେ ଉଭୟଙ୍କ…