Browsing Category

ରାଜ୍ୟ

ମୃତ ମାଓବାଦୀଙ୍କୁ ସହିଦ ଦର୍ଶାଇ ବ୍ୟାନର ଓ ପୋଷ୍ଟର ଲଗାଇଲା ମାଓ ସଂଗଠନ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଂକେର ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କସକୋଣ୍ଡା ଏରିଆ କମିଟି ଓ ଉତ୍ତର ବସ୍ତର ଡିଭିଜନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟର ଓ ବ୍ୟାନରରେ ମାଓ ସଂଗଠନ ମହିଳା ଦିବସ  ଉପଲକ୍ଷେ…

ଅଵକାରୀ ବିଭାଗର ସ୍ପେସାଲ ସ୍କ୍ୱାଡର ଚଢ଼ାଉ, ୧ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ

ସାଲେପୁର:ଆଜି ଅବକାରୀ ବିଭାଗର ସ୍ପେସାଲ ସ୍କ୍ୱାଡ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମପଞ୍ଚାୟତ ଏକରୁଖି ଗ୍ରାମର ଶରତ ଚନ୍ଦ୍ର ଲେଙ୍କା ଘରୁ ଜବତ ହୋଇଛି ୧ କୁଇଣ୍ଟାଲରୁ ଉର୍ଦ୍ଧ ହେବ ଗଞ୍ଜେଇ । ଏତେ ପରିପଣର ଗଞ୍ଜାଇ କୋଉଠୁ ଆସିଲା ସେ ସମ୍ପର୍କ ରେ ତଦନ୍ତ ଚାଲିଛି।

କଂଗ୍ରେସ ଭବନ ପାଲଟିଲା ରଣକ୍ଷେତ୍ର, ଦୁଇ ଗୋଷ୍ଠି ମୁହାଁମୁହିଁ ହେଲେ

ଭୁବନେଶ୍ୱର:  ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମନାକୁ ଆସିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ କଂଗ୍ରେସ କାର୍ଯ୍ୟାଳୟ ରଣକ୍ଷେତ୍ର ପାଲଟିଛି । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଆଜି ପ୍ରଦେଶ କଂଗ୍ରେସର…

ଲ୍ୟାଣ୍ଡମାଇନ ବିସ୍ଫୋରଣ ୨ ଯବାନ ସହିଦ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଆଜି ସକାଳୁ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି ।  ପୃଥକ ପୃଥକ ସ୍ଥାନରେ ହୋଇଥିବା ୨ ଟିଲ୍ୟାଣ୍ଡ ମାଇନ  ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁର ଜିଲ୍ଲା  ସୋନପୁରରେ ହୋଇଥିବା…

ଔଷଧ କ୍ଷେତ୍ର ପାଇଁ ପିଏଲ୍‍ଆଇ ସ୍କିମ୍‍ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧…

୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ

-ଯକ୍ଷ୍ମା ରୋଗ ବିରୁଦ୍ଧରେ ଜନଆନ୍ଦୋଳନ ଶୁଭାରମ୍ଭର ସମୀକ୍ଷା କରିବାକୁ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ନୂଆଦିଲ୍ଲୀ:କୌଣସି ପକ୍ଷର ସମର୍ଥନ (ଆଡଭୋକାସି), ଯୋଗାଯୋଗ ଏବଂ ସାମାଜିକ ପ୍ରସ୍ତୁତି (ଇଉଝଗ) ସହିତ ଯକ୍ଷ୍ମା ବିରୁଦ୍ଧରେ ଜନଆନ୍ଦୋଳନ ଆରମ୍ଭ କରିବାକୁ…

ପି.ଏମ୍‌-କିଷାନ ଯୋଜନା ପୂରଣ କଲା ଦୁଇବର୍ଷ

-ଆମ ଚାଷୀମାନଙ୍କ ଦୃଢ଼ତା ଓ ଆବେଗ ଉତ୍ସାହଜନକ-ପ୍ରଧାନମନ୍ତ୍ରୀ -ସରକାରଙ୍କ ଦ୍ୱାରା ଏମ.ଏସ.ପି.ରେ ଐତିହାସିକ ବୃଦ୍ଧି-ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: କୃଷକମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି ।…

ଫେବୃୟାରୀ ୨୫ରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ

-କୋଏମ୍ବାଟୁରରେ ୧୨୪୦୦ କୋଟିରୁ ଅଧିକ ଟଙ୍କାର ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଫେବୃୟାରୀ୨୫, ୨୦୨୧ରେ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ କରିବେ। ଦିନ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୬ ତମ ପ୍ରଗତି ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ୟ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି…

ଆର୍‌ଟିଇ ପାରଦର୍ଶୀ ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆର୍‌ଟିଇ (ରାଇଟ୍‌ ଟୁ ଏଜୁକେସନ୍‌) ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରି କହିଲେ ଯେ ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସରବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର…