Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍କୁଲରେ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଦେଶର କେତେକ ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଓଡ଼ିଶାରେ ବି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ିବାର ଆଶଙ୍କା ହେବା ପରେ ପ୍ରଶାସନ ଚିନ୍ତା ବଢ଼ିଯାଇଛି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୧୯୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୧୯୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୦୫,୮୫୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ପିଆରଏମ ମେଡ଼ିକାଲ କଲେଜ ବେଡ଼ରେ ରୋଗୀ ବଦଳରେ ଆରାମ କରୁଛି କୁକୁର
ବାରିପଦା: ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଗତକାଲି ଅପରାହ୍ନ ସମୟରେ ମେଡ଼ିକାଲର ପୁରୁଷ ମେଡ଼ିସିନ ୱାର୍ଡ଼ରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟ ଏକ ରୋଗୀ ନିକଟରେ ଥିବା ବେଡ଼ରେ ବୁଲା କୁକୁର…
ନୂଆ ମାମଲା ସଂଖ୍ୟା ବଢ଼ିବା ପରେ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ିବାକୁ ଲାଗିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି । ଭାରତର ମୋଟ ପଜିଟିଭ ମାମଲାର ଏହା ବର୍ତମାନ ୧.୩୨% ରହିଛି ।
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ…
ବିବାହ ଭୋଜିରେ ଅଘଟଣ: କାର୍ ମାଡିଗଲା, ୧୦ରୁ ଉର୍ଦ୍ଧ୍ୱ ଆହତ
କଟକ: ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ କାର୍ ଲୋକଙ୍କ ଉପରେ ମାଡିଗଲା । ଫଳରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ଼ ମେହିକାଲରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ଗତକାଲି ରାତିରେ ଏଭଳି ଏକ ଅଘଟଣ ଘଟିଯାଇଛି ଜଗତପୁର ଥାନା ଅଧିନ…
କୁକୁର ମୁହଁରୁ ରକ୍ଷା ପାଇଲା କୃଷ୍ଣସାର ମୃଗ
ବୁଗୁଡା: ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଲିପଦର ସେକ୍ସନର କନ୍ଧ ଚନ୍ଦନପେଢ଼ି ଗ୍ରାମରେ ଗ୍ରାମବାସୀଙ୍କ ତପ୍ତରତା ଯୋଗୁ ଏକ ବୁଲା କୁକୁର ମୁହଁରୁ ଏକ ମାଈ କୃଷ୍ଣସାର ମୃଗ ରକ୍ଷା ପାଇଥିବା ଜଣାପଡିଛି। ଫେବୃୟାରୀ ୨୧ ତାରିଖ ସନ୍ଧ୍ୟାରେ ଏକ ମାଈ କୃଷ୍ଣସାର ମୃଗ କନ୍ଧ ଚନ୍ଦନପେଢି ଗ୍ରାମ ନିକଟରେ…
କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ ଘଟଣା: ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି । ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍ ଆସି ଘଟଣାର ତଦନ୍ତ କରି ଫେରିଥିବା ବେଳେ କର୍ତବ୍ୟରେ ଅବହେଳା ପାଇଁ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ…
ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
-ପ୍ରଧାନମନ୍ତ୍ରୀ ୨୩ ଫେବୃଆରୀ ୨୦୨୧ ରେ ଆଇଆଇଟି ଖଡଗପୁରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ
-ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ…
ଓଡିଆ ଭାଷା ଓ ସୀମା ସଂପର୍କିତ ଚିନ୍ତନ ଚକ୍ର
ଭୁବନେଶ୍ୱର: ବିଶ୍ୱ ମାତୃଭାଷା ଦିବସ ଅବସରରେ ଓଡିଆ ଭାଷା ଓ ସୀମା ସୁରକ୍ଷା ଅଭିଯାନ, ଓଡିଶା ସୌଜନ୍ୟରୁ କବି ଶଙ୍କର୍ଷଣ ପରିଡାଙ୍କ ଆବାହକତ୍ୱରେ ଓଡିଆ ଭାଷା ଓ ସୀମା ସଂକଟ ସାଂପର୍କିତ ଏକ ବିଚାର ବିମର୍ଶ କର୍ମଶାଳା ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଭାଷା ଯେକୌଣସି ଜାତିର…
ଆଜି ସ୍ଫୁର୍ତି କ୍ଲଷ୍ଟରର ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲା ଗମେଇସ୍ଥିତ ଆବାହନ ଫ୍ରୁଟ୍ ଆଣ୍ଡ ଭିଲେଜ୍ ପ୍ରୋସେସିଂ କ୍ଲଷ୍ଟର ସମେତ ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗର ୫୨ଟି ସ୍ଫୁର୍ତି କ୍ଲଷ୍ଟରର ଉଦ୍ଘାଟନ କରିବେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କରି । ଭିଡିଓ କନ୍ଫରେନ୍ସିଂ ଜରିଆରେ ସନ୍ଧ୍ୟା ୫.୩୦ବେଳେ ଏହାକୁ…