Browsing Category

ରାଜ୍ୟ

ରୋଗରେ ପୀଡିତ ପରିବାରର ୭ ଜଣ

କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାର ଗୁରୁତୁଲି ଗାଁର ଅଜଣା ରୋଗରେ ଗୋଟିଏ ପରିବାରର ୭ଜଣ ମଧ୍ୟରୁ ୪ଜଣ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ବାପା ମୋହନ କାଶୀ ଓ ସମ୍ପର୍କ କହିବା ଅନୁଯାୟୀ ଗୋଟିଏ ପରିବାରର ବାପା ମୋହନ…

ଗୋଟିଏ ଦିନରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୧୦୧

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୦୪୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୩୩୫୧ ରୋଗୀ ସୁସ୍ଥ ହୋଇ ସାରିଥିବା…

ଏକାମ୍ରକ୍ଷେତ୍ରର ୨ଟି ମନ୍ଦିର ଉପରୁ ବାଇ ଲ’ ପ୍ରତ୍ୟାହାର କରାଯିବାକୁ ନେଇ ବିଜେଡି ସାଂସଦ ମାନେ କେନ୍ଦ୍ର ମନ୍ତ୍ରୀ…

ଭୁବନେଶ୍ୱର: ଏକାମ୍ରକ୍ଷେତ୍ରର ୨ଟି ମନ୍ଦିର ଉପରୁ ବାଇ ଲ’ ପ୍ରତ୍ୟାହାର କରାଯିବାକୁ ନେଇ ବିଜେଡି ସାଂସଦ ମାନେ ଶନିବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ଭେଟିଥିବା ଜଣା ପଡିଛି । ଏହି ସାଂସଦମାନେ ଶ୍ରୀ ଜୋଶୀଙ୍କ ସହ ଆଲୋଚନା ବେଳେ ଏହି ପ୍ରସ୍ତାବିତ ବାଇ ଲ କୁ…

ଦିବ୍ୟାଙ୍ଗ ହୋଇବି ହାର ମାନିନାହାନ୍ତି ଅଜୟ

ମାଲକାନଗିରି: ଦୁର୍ଘଟଣା ସବୁ ଓଲଟପାଲଟ କରିଦିଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଲକାନଗିରି ଜିଲ୍ଲାର କ୍ରିଷ୍ଣା ନମୋଙ୍କ ବଡ ପୁଅ  ଅଜୟ ନମୋ । ମାଲକାନଗିରି ସଦର ଠାରୁ ମାତ୍ର ୪ କିମି ଦୂରରେ ଥିବା  ଏମଭି -୪୩ ଗ୍ରାମରେ ରୁହନ୍ତି  । ଜୀବନର ସଫଳତାର ପାହାଚ ଚଢିବା ଆରମ୍ଭ କଲାବେଳେ…

ଶ୍ରୀମନ୍ଦିର ଭିତର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଘଟଣା: ତଦନ୍ତ ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ଏନେଇ ସିଂହଦ୍ୱାର…

ପୁରୀ: ଶ୍ରୀମନ୍ଦିର ଭିତର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏନେଇ ସିଂହଦ୍ୱାର ଥାନାରେ ଏତଲା କରାଯିବ । ତଦନ୍ତ ପରେ…

ମଣ୍ଡି ସମସ୍ୟା ଓ ଧାନ କିଣାରେ ଅନିୟମିତତାର ପ୍ରତିବାଦ: ବିଜେପି ପକ୍ଷରୁ ପଶ୍ଚିମ ଓଡ଼ିଶାରେ ତିନି ଘଂଟିଆ ଚକାଜାମ୍…

ସମ୍ବଲପୁର: ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ କିଣାରେ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ  ଆଜି ପଶ୍ଚିମ ଓଡ଼ିଶାରେ ତିନି ଘଂଟିଆ ଚକାଜାମ୍ ଆନ୍ଦୋଳନ କରାଯାଇଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିଥିଲା । ପଶ୍ଚିମ ଓଡ଼ିଶାର ମୋଟ୍ ୩୭ଟି…

କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୪ ହାତୀଙ୍କ ମୃତ୍ୟୁ : ଘଟଣାସ୍ଥଳରେ ପହଂଚିଲା ବିଶେଷଜ୍ଞ ଟିମ୍

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି । ହାତୀ ମୃତ୍ୟୁର କାରଣ ଖୋଜି ବାହାର କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି । ସେହିପରି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀ ମଧ୍ୟ ଅସୁସ୍ଥ…

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ:ମୁଖ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ପାଇଲେ କାଳିଆ ଯୋଜନାରେସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କା…

ନାଁ ବଦଳାଇ ଗାଁ ଚୋରି: କୋଟିଆ ମାମଲା, ଆନ୍ଧ୍ରକୁ ନୋଟିସ୍

ନୂଆଦିଲ୍ଲୀ: କୋଟିଆ ପଞ୍ଚାୟତ ନିର୍ବାଚନ ମାମଲାରେ ଆନ୍ଧ୍ରକୁ ନୋଟିସ୍ । ଓଡ଼ିଶାର ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ ପାଇଁ ଏହି ନୋଟିସ୍ ଜାରି କରାଯାଇଛି । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ…

କରୋନାରେ ସମଗ୍ର ବିଶ୍ୱରେ ୨୧.୮୩ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ବରେ ଆଜି ଯାଏ ୧୦ କୋଟି ୮୭ ଲକ୍ଷ ୨ ହଜାର ୩୬୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୯୨ ହଜାର ୨୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୮ କୋଟି  ୮ ଲକ୍ଷ ୪୯ ହଜାର ୬୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୬୦ ହଜାର ୪୨୨ ଜଣ…