କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୪ ହାତୀଙ୍କ ମୃତ୍ୟୁ : ଘଟଣାସ୍ଥଳରେ ପହଂଚିଲା ବିଶେଷଜ୍ଞ ଟିମ୍

166

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି । ହାତୀ ମୃତ୍ୟୁର କାରଣ ଖୋଜି ବାହାର କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି । ସେହିପରି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀ ମଧ୍ୟ ଅସୁସ୍ଥ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି  ।

Leave A Reply

Your email address will not be published.