Browsing Category

ରାଜ୍ୟ

ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ:  ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ  ଆରମ୍ଭ ହେଉଥିବାରୁ  ୩ ଦିନ ବନ୍ଦ ରହିବ କୋଭିଡ୍ ଟୀକାକରଣ ।  ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଟୀକାକରଣ ଚାଲିଛି  । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ସୁରୁଖୁରୁରେ ଟୀକାକରଣ ଚାଲିଛି । ପଲସ ପୋଲିଓ ଆଜିଠାରୁ ୩ ଦିନ ହେବ।  …

କରୋନାରେ ବିଶ୍ୱରେ ୧୦ କୋଟି ୩୧ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ:  କରୋନାରେ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୩୧ ଲକ୍ଷ ୧ ହଜାର ୧୦ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି ।  ସେହିପରି  ୨୨ ଲକ୍ଷ ୨୭ ହଜାର ୬୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ବେଳେ ୭ କୋଟି ୪୭ ଲକ୍ଷ ୩୫ ହଜାର ୯୭୬ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି…

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓରେ ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଆକାଶବାଣୀର ସମସ୍ତ କେନ୍ଦ୍ର ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ଟାରେ ମୋଦୀଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି…

ଫେବୃଆରୀ ମାସ ପାଇଁ କୋଭିଡ୍ ଗାଇଡ୍ ଲାଇନ୍

- ପହିଲାରୁ ଖୋଲିବ ଅଙ୍ଗନବାଡି - ସ୍କୁଲ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ କରିବ ଗଣଶିକ୍ଷା ବିଭାଗ - ବିବାହ , ଶୁଦ୍ଧି କାର୍ୟ୍ୟ ପାଇଁ ୫୦୦ ଜଣଙ୍କୁ ଅନୁମତି ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ କେଂଟନ୍…

୫ମ ଦିନରେ ଆଦିବାସୀ ମେଳା: ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀରେ ଦର୍ଶକଙ୍କ ଆଗ୍ରହ

ଭୁବନେଶ୍ୱର:  ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲାରେ ସବାଇ ଘାସ ରୋଜଗାରର ଏକ ମୁଖ୍ୟ ପନ୍ଥା ଭାବରେ ଗଣ୍ୟ ହୋଇଥାଏ । କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି । ମାତ୍ର ସବାଇ ଘାସରୁ ଖୁବ୍ ଉନ୍ନତ ଧରଣର ତଥା ଆକର୍ଷଣୀୟ ହସ୍ତଶିଳ୍ପଜାତ…

ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମାଜସେବା ପାଇଁ ବିନୋଦଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ

ମାଲକାନଗିରି:  ମାଲକାନଗିରି ଜିଲ୍ଲାର ସମାଜସେବୀ ଭାବେ ପରିଚିତ ବିନୋଦ ତାୱାରୀଙ୍କୁ ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମ୍ମାନୀତ କରାଯିବା ସହ ଡକ୍ଟରେଟ ଉପାଧୀ ପ୍ରଦାନ କରାଯାଇଛି । ଆନ୍ତର୍ଜାତିକ ପିସ୍ ୟୁନିଭରସିଟି ତରଫରୁ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସମାଜସେବା…

ମାଲବାହୀ ଟ୍ରେନ୍ ର ୬ ବଗି ଲାଇନଚ୍ୟୁତ

କେନ୍ଦୁଝର: ମାଲବାହୀ ଟ୍ରେନ୍ ର ୬ ବଗି ଲାଇନଚ୍ୟୁତ ହୋଇଛି । ବଡ଼ବିଲ ଜୁରୁଡ଼ିରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ ଆଜି ଅପରାହ୍ନରେ କେନ୍ଦୁଝର ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ସମ୍ପୃକ୍ତ ରୁଟ୍ ରେ ରେଳ ଚଳାଚଳ ବ୍ୟାହତ…

ଗୋଟିଏ ଦିନରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦

ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ ୧୦୮ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୩୪୯୫୮  କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା  ୩୩୧୮୨୪  ରୋଗୀ ସୁସ୍ଥ…

ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ: ୫୭ କ୍ୱିଂଟାଲ ଗଞ୍ଜେଇ ଜବତ

ଗଞ୍ଜାମ:  ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ସ୍କ୍ୱାଡ୍ ହାତରେ ଧରାପଡିଛି । ଯାଂଚ୍ ବେଳେ ଟ୍ରକ୍ ରୁ ୫୭ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ଅବକାରୀ ସ୍କ୍ୱାଡ୍ । ୧୬ ନଂ ଜାତୀୟ ରାଜପଥର କନିଷି ନିକଟରେ ଟ୍ରକ୍ ଯାଂଚ୍ ବେଳେ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

କନ୍ଧମାଳ:  କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଚାଂୟତର ଗୋଛାଗୁଡ଼ା ଗ୍ରାମରେ ମାଓବାଦୀ ମାନେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଦୁଇ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଜଣକୁ ଗଳା କାଟି ହତ୍ୟା କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁଳି…