Browsing Category

ରାଜ୍ୟ

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଆରମ୍ଭ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବନ ବିଭାଗର ୨୨ଟି ଟିମ୍ ଏହି କୁମ୍ଭୀର ଗଣନା କାର୍ଯ୍ୟରେ ସାମିଲ୍ ରହିଛନ୍ତି । ପ୍ରତି ଟିମ୍ ରେ ୫ ଜଣ…

ଡ୍ରଗ୍ସ ହବ୍ ପାଲଟିଛି ମାୟାନଗରୀ:ଧରା ପଡିବା ଭୟରେ କୋକେନ୍ ଗିଳିଦେଲେ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଆଜି ବିଭିତ୍ତ ସ୍ଥାନରେ ଚଢ଼ାଉ କରିଛି । ଗତକାଲି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏନସିବିର କେତେ ଗୁଡିଏ ଟିମ ବିଭିତ୍ତ ଜାଗାରେ ଚଢ଼ାଉ କରିଛି । ଏକ ଫାଇଭ୍ ଷ୍ଟାର ହୋଟେଲ ରେ…

ନୀତି ଆୟୋଗଙ୍କ ସୂଚନା: ବଜାରରେ ବିକ୍ରି ହେବନି କୋଭିଡ୍ ଟିକା

ନୂଆଦିଲ୍ଲୀ: କରୋନା ହାରିବ,ଭାରତ ଜିତିବ । କରୋନା ବିରୋଧରେ ଲଢେଇ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ ହୋଇସାରିଛି କୋଭିଡ୍ ଟିକା । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ଦେଶରେ କୋଭିଡ୍ ଟିକାକରଣ ଅଭିଯାନ…

ଉହାନ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ କୋଭିଡ୍ ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ କରିବାକୁ ଚୀନର ହୁବେଇ ପ୍ରଦେଶସ୍ଥିତ ଉହାନରେ ପହଞ୍ଚିଛନ୍ତି । ଏହି ଟିମ୍ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବେ ଓ ସେହି ସମୟରେ ଚୀନର ବୈଜ୍ଞାନିକମାନଙ୍କ ସହ ବିଚାରବିମର୍ଶ କରିବେ ।…

କିଡ୍ନୀ ଦେବାକୁ କହି ୧୮ଲକ୍ଷ ଠକେଇ

ଭୁବନେଶ୍ୱର: କିଡ୍ନୀ ଦେବା ନାଁରେ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଗିରଫ କରିଛି କମିସନରେଟ୍ ପୋଲିସ । ଏହି ଠକଜଣକ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ହିମାଂଶୁ ନନ୍ଦ । ଦେଖିବାକୁ ବେଶ୍ ନିରୀହ ଦେଖାଯାଉଥିଲେ ହେଁ ତାର କାରନାମା ଶୁଣିଲେ ଯେକେହିବି ତାଜୁବ୍ ହୋଇଯିବ । ତେବେଳେ…

ସେନା ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସେନା ଦିବସ ଅବସରରେ ସେନାରେ କାର୍ଯ୍ୟରତ ସାହସୀ ପୁରୁଷ ଓ ମହିଳା ମାନଙ୍କୁ ଅଭିନନ୍ଦନ ଜଣାଇଛି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକ ମାନଙ୍କୁ ଆମେ ସ୍ମରଣ…

ଶନିବାରରୁ ଆରମ୍ଭ ହେବ ଟିକାକରଣ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ: ଟିକା ନେବେ ୩ କୋଟି

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାନୁଆରୀ ୧୬ରୁ ଅର୍ଥାତ୍ ଶନିବାରଠାରୁ ଟିକାକରଣ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ । ସକାଳ ୯ରୁ ସନ୍ଧ୍ୟା ୫ଟା…

ବିକାଶପଥେ କଳାହାଣ୍ଡ: ଭୋକର ଭୂଗୋଳରୁ ଏବେ ଭାତହାଣ୍ଡି

ଭୁବନେଶ୍ୱର: କଳାହାଣ୍ଡି ଦେଶରେ ବିକାଶର ନୂଆ ମଡେଲ୍ । ଗରିବୀର ପରୀକ୍ଷାଗାର ନୁହେଁ । ଜିଲ୍ଲା ଆଜି ନୂଆ ପରିଚୟ ସୃଷ୍ଟି କରିବା ସହିତ ଭୋକର ଭୂଗୋଳ ନୁହେଁ, ଆଜି ଭାତହାଣ୍ଡି ହୋଇଛି । ଓଡ଼ିଶାକୁ ବିକାଶର ନୂଆ ବାଟ ଦେଖାଇଛି । ଜିଲ୍ଲା ବିକାଶର ଶ୍ରେୟ ଇନ୍ଦ୍ରାବତୀକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ହାତୀ ଦାନ୍ତ ର‌୍ୟାକେଟ୍ ଠାବ କଲା ଏସଟିଏଫ : ଦୁଇ ଗିରଫ

ସମ୍ବଲପୁର: ହାତୀ ଦାନ୍ତ କାରବାର ର‌୍ୟାକେଟକୁ ଠାବ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ସମ୍ବଲପୁରରୁ ଗିରଫ କରିଛି ଏସଟିଏଫ । ସେମାନେ ଦୁଇଟି ହାତୀ ଦାନ୍ତକୁ ୧୦ ଲକ୍ଷ ଟଙ୍କାରେ ବିକ୍ରୀ କରିବା ପାଇଁ ଡିଲ୍ କରୁଥିବା ବେଳେ ଧରାପଡିଛନ୍ତି…

ଦେଶୀ ମଦ ଭାଟି ଠାବ : ଶାଶୁ ଓ ଇଞ୍ଜିନିୟର୍ ବୋହୂ ଗିରଫ : ୧ ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ ଟଙ୍କା, ମଦ ପ୍ରସ୍ତୁତି…

ଭଦ୍ରକ: ଭଦ୍ରକ ଗ୍ରାମାଚଂଳ ଥାନା ଘୁଷୁରୀପୋଖରୀ ଗାଁରେ ଏକ ମଦ ଭାଟିକୁ ଠାବ କରିଛି ପୋଲିସ । ଦେଶୀ ମଦ ଭାଟି ଠାବ କରିବା ସହ ଘଟଣାରେ ଶାଶୁ ଓ ବୋହୂଙ୍କୁ ଗିରଫ କରିଛି ପୋଲିସ । ଗିରଫ ବୋହୂ ଜଣେ ସିଭିଲ୍ ଇଞ୍ଜିନିୟର୍ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୧ ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ…