Browsing Category

ରାଜ୍ୟ

ପୋଲିସ ଗାଡ଼ି ପୋଡ଼ିବା ସହ ଆକ୍ରମଣ ମାମଲା : ୬ ଗିରଫ

ଭଦ୍ରକ: ପୋଲିସ ଗାଡ଼ି ପୋଡ଼ିବା ସହ ଆକ୍ରମଣ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ତିହିଡ଼ି ପୋଲିସ । ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେହିପରି ଘଟଣାରେ ୧୦୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପକ୍ଷରେ ଭ୍ୟାନ୍ ପୋଡ଼ି ବେଳେ ଚମ୍ପଟ୍…

ଆସନ୍ତାକାଲିଠାରୁ କରୋନା ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲି (ଶନିବାର)ଠାର ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ…

ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ : ବ୍ୟାପକ ଧନ ଜୀବନ ନଷ୍ଟ

ଜାକର୍ତା: ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ଭୂକମ୍ପ ଝଟ୍‌କା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି। । ୭ ସେକେଣ୍ଡର ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆର…

ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇଟି ସୋୟାବିନ୍ ତେଲ ବୋଝେଇ ଟ୍ରକ୍ ଜବତ : ଦୁଇ ଲୁଟେରା ଅଟକ

କେନ୍ଦୁଝର: ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇଟି ସୋୟାବିନ୍ ତେଲ ବୋଝେଇ ଟ୍ରକ୍ ଜବତ ହୋଇଛି । ତେଲକୋଇରୁ ଡ଼୍ରାଇଭରଙ୍କୁ ମାଡ ମାରି ଟ୍ରକ୍ ଲୁଟିନେବା ବେଳେ ଏହାକୁ ଧରିଛନ୍ତି ରାଉରକେଲା ଜିଏସଟି ଅଧିକାରୀ ଓ କର୍ମଚାରୀ ମାନେ । ଜବତ ଦୁଇଟି ଟ୍ରକ୍ କୁ କୁଆଁରମୁଣ୍ଡା ଫାଣ୍ଡି ପୋଲିସକୁ ହସ୍ତାନ୍ତର…

କଟକରୁ ବିପୁଳ ପରିମାଣର ନକଲି ପାନମସଲା ଓ ଗୁଟଖା ଜବତ

କଟକ: ନକଲି ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଥିବା କଟକରୁ ପୁଣି ବିପୁଳ ପରିମାଣର ନକଲି ପାନମସଲା ଓ ଗୁଟଖା ଜବତ କରିଛି କମିଶନରେଟ ପୋଲିସ । ସଶୋଳ ଗ୍ରାମରୁ ୧୨ କ୍ୱିଂଟାଲରୁ ଉର୍ଦ୍ଧ୍ୱ ଗୁଣ୍ଡି ଜବତ ହୋଇଛି । ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ । କୌଣସି ସୂତ୍ରରୁ…

ଆସନ୍ତା ୧୯ରେ ପ୍ରସିଦ୍ଧ ଶୁଳିଆ ଯାତ୍ରା

ବଲାଙ୍ଗିର: ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା । ଜିଲ୍ଲା ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ଏହାର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏ ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି…

ବୋଲେରୋ ସହ ୧ କ୍ୱିଂଟାଲ ୩୫ କେଜି ଗଞ୍ଜେଇ ଜବତ

ଜୟପୁର: ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏକ ବୋଲେରୋରୁ ୧ କ୍ୱିଂଟାଲ ୩୫ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ବେଳେ ଗାଡିକୁ ଯାଂଚ୍ କରି ଏହାକୁ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଜବତ ଗଞ୍ଜେଇର…

ପେଟ୍ରୋଲ ପମ୍ପରେ ବୋମାମାଡ଼

ନୟାଗଡ଼: ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ । ତେଲ ପକାଇବାକୁ କେନ୍ଦ୍ର କରି ପେଟ୍ରୋଲ ପମ୍ପ କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ବୋମାମାଡ଼ କରିଥିଲେ । ଫଳରେ ପେଟ୍ରୋଲ…

ଗେଲ୍ ଇଣ୍ଡିଆ ପକ୍ଷରୁ ଜଙ୍ଗଲ ଜମି ଓ ଚାଷ ଜମିରେ ପାଇପ୍ ବିଛାଯିବା କାର୍ଯ୍ୟକୁ ବିରୋଧ : ଛେଣ୍ଡିପଦା ତହସିଲ…

ଅନୁଗୋଳ: ଗେଲ୍ ଇଣ୍ଡିଆ ପକ୍ଷରୁ ମନମୁଖୀ ଭାବେ ପାଇପ୍ ଲାଇନ୍ ବିଛାଯିବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛେଣ୍ଡିପଦା ଅଂଚଳବାସୀ । ପ୍ରତିବାଦରେ ଆଜି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଲୋକେ । ଗେଲ୍ ପକ୍ଷରୁ ଚାଷ ଜମି ଓ ଜଙ୍ଗଲ ଜମିରେ ମନମୁଖୀ ଭାବେ ପାଇପ୍ ଲାଇନ୍…

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଚାଷ ଜମି ନିକଟରୁ ଉଦ୍ଧାର : ପାରିବାରିକ କଳହରୁ ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହିଷଛାପଲରେ ଚାଷ ଜମି ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ସମ୍ପୃକ୍ତ ବ୍ୟକ୍ତି ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ । ମୃତକ ହେଲେ ମହିଷଛାପଲ ଗ୍ରାମର ବିଜୟ ଓରାମ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚରା…