Browsing Category

ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ହତ୍ୟାକାଣ୍ଡକୁ ନେଇ ୪ ଜଣ ସମେତ ଆଉ ଜଣକୁ ଗିରଫ କଲା ଗ୍ରାମଞ୍ଚଳ ପୋଲିସ

ମାହାଙ୍ଗା: ମାହାଙ୍ଗାରେ ଡବଲ ମର୍ଡର ହତ୍ୟାକାଣ୍ଡକୁ ନେଇ ବଢ଼ୁଛି ଅଭିଯୁକ୍ତଙ୍କ ସଂଖ୍ୟା । ଗତ କାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ଜଣେ ଅଭିଯୁକ୍ତଙ୍କୁ ଧରିଛି ଗ୍ରାମଞ୍ଚଳ ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ମୁଖ୍ୟଅଭିଯୁକ୍ତ ପଞ୍ଚାନନ ସେଠୀ ସହ ୪…

ଆଗାମୀ ଦୁଇମାସ ସତର୍କ ରୁହ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।…

ଟିକାକରଣ ପାଇଁ ଓଡ଼ିଶା ତୟାର

ଭୁବନେଶ୍ୱର: ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନୀରୁ ଆସିବ କରୋନା ଟିକା । ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖୁବ୍‌ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନୀରୁ କୋଭିଡ୍‌-୧୯ ଟିକା ଆସିବ ବୋଲି ବୁଧବାର…

ଜଳସେଚନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଲୋକାଭିମୁଖି କାଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନୀ ମଙ୍ଗଳବାର ଦିନ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜଳସେଚନ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ମାନ୍ୟବର ରଘୁ ନନ୍ଦନ ଦାଶ ଯୋଗ ଦେଇ…

ରାଜ୍ୟରେ ବାର୍ଡ ଫ୍ଳୁ ର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏ ଯାଏଁ ରାଜ୍ୟରେ ୧୧…

ଲିଙ୍ଗରାଜଙ୍କ ଦର୍ଶନରେ ବୟସସୀମା କଟକଣା ଉପରୁ ହଟିଲା ପ୍ରତିବନ୍ଧକ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ । ସକାଳୁ ସକାଳୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଲିଙ୍ଗରାଜ…

କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକରୁ ପୁଣି ନକଲି ଚା ପତି ଫ୍ୟାକ୍ଟ୍ରିଠାବ କରାଯାଇଛି । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଆଜି ଅପମିଶ୍ରିତ ଚା ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ। କଟକର ସଦର ଥାନା ମୁକାମେଶ୍ୱର ଗାଁରେ ଏହି ନକଲି ଚା ପତି ଫ୍ୟାକ୍ଟ୍ରି ଥିବା…

ଦେଶରେ ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା, ତଦାରଖ ପାଇଁ କେନ୍ଦ୍ର ନିୟନ୍ତ୍ରଣ କକ୍ଷ ସୃଷ୍ଟି ପାଇଁ ନିର୍ଦ୍ଧେଶ

ନୂଆଦିଲ୍ଲୀ: ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ କେରଳ ସରକାର ଏପର୍ଯ୍ୟନ୍ତ ପକ୍ଷୀ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବାଲାନ ବୁଧବାର ଏହି ସୂଚନା ଦେଇଛନ୍ତି। ବାଲାନ୍ କହିଛନ୍ତି ଯେ ଭାରତରେ ପକ୍ଷୀ ଫ୍ଲୁ ବ୍ୟାପିବା ଏକ ନୂଆ କଥା ନୁହେଁ…

ଚୀନ୍ ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ

ନୂଆଦିଲ୍ଲୀ: କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO ।…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ସିଡନି : ଅଷ୍ଟ୍ରେଲିଆ ବିରୋଧରେ ୪ ମ୍ୟାଚ ସିରିଜର ତୃତୀୟ ମ୍ୟାଚ୍ ଗୁରୁବାରଠାରୁ ସିଡନୀରେ ଆରମ୍ଭ ହେବାକୁ ଯାଉଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଘୋଷଣା ହୋଇଛି। ରୋହିତ ଶର୍ମା ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେ ଟିମର ଉପଅଧିନାୟକ ରହିବେ।…