Browsing Category

ରାଜ୍ୟ

ନୂତନ ବର୍ଷ-୨୦୨୧ ହାର୍ଦ୍ଦିକ ଅଭିନନ୍ଦନ

ନୂତନ ବର୍ଷ-୨୦୨୧ ଆପଣମାନଙ୍କୁ ସୁଖ, ସମୃଦ୍ଧି ଦେଉ । ଆପଣଙ୍କ ଚଲାପଥ କୁସୁମିତ ହେଉ । କରୋନା ମହାମାରୀର ପ୍ରକୋପରୁ ବିଶ୍ୱବାସୀ ତ୍ରାହି ପାଆନ୍ତୁ, ଏହାହିଁ ମୋର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଏଥି ସହ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତାଙ୍କୁ ମୁଁ ଏବଂ ମୋର ‘ଡୁମାଣୀ ଖବର’…

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ବର୍ଷ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀ ନବୀକରଣ ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ଯାହା ଦ୍ୱାରା ଦେଶ ପ୍ରଗତି ଆଡ଼କୁ ଆହୁରି ଆଗେଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । କରୋନା ମହାମାରୀ ସମୟରେ ଦେଶ…

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି…

ବିଫଳ ହେବନି ସହିଦଙ୍କ ତ୍ୟାଗ

କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ସ୍ମାରକୀ, ଲିପିବଦ୍ଧ ହେବ କରୋନା ଯୋଦ୍ଧାଙ୍କ ନାମ ଭୁବନେଶ୍ୱର: ଭୁବନେଶ୍ୱରରେ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ । କୋଭିଡ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଟ୍ବିନ୍‌ ସିଟିରେ ଆଜି ରାତି ୯ରୁ ୧୪୪ ଧାରା

ଭୁବନେଶ୍ୱର: ଗୋଟିଏ ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ତେବେ ରାଜ୍ୟ ସରକାରଙ୍କ ନାଇଟ୍‌ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍‌ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ମାଲକାନଗିରି: କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଜବରଦସ୍ତ କଲୋନୀରେ । କଲୋନୀର ଏକ ଗଛରେ ଗୋଟିଏ ଝିଅ ଏବଂ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଉଭୟଙ୍କ…

ନୂଆବର୍ଷରେ ରାଜକୋଟକୁ ପିଏମ ମୋଦୀଙ୍କ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨୦୨୦ ର ଶେଷ ଦିନରେ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (AIIMS) ର ମୂଳଦୁଆ ପକାଇଛନ୍ତି। ଏହା ପରେ ସେ ଆଶା କରିଥିଲେ ଯେ…

ଭାରତରେ କରୋନାର ନୂତନ ଷ୍ଟ୍ରେନ୍ ଦ୍ୱାରା ୨୫ ଜଣ ସଂକ୍ରମିତ, ଦିଲ୍ଲୀରେ ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ଭାରତରେ ବ୍ରିଟେନରୁ ବିସ୍ତାରିତ କରୋନା ଜୀବାଣୁର ନୂଆ ଷ୍ଟ୍ରେନ୍ ମାମଲା ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଆଉ ପାଞ୍ଚ ଜଣଙ୍କ ମଧ୍ୟରେ ନୂତନ ଷ୍ଟ୍ରେନ୍ ନିଶ୍ଚିତ ହେବା ପରେ ଏହି ସଂଖ୍ୟା ୨୦ ରୁ ୨୫ କୁ ବୃଦ୍ଧି ପାଇଛି | ଏନଆଇଭି…

ଆଜି ରାତିରୁ ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର: ସାରା ରାଜ୍ୟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ଟ୍ବିଟ୍ କରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ…

ଜାଡ ଦିନରେ ଜଳର ଜହର…… ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତ ସ୍ଥିତ ନୂଆ ଗାଁରେ ଗତ ତିନି ମାସରୁ ଉର୍ଦ୍ଧ୍ବ ହେବ ପିଇବା ପାଣିର ଘୋର ଅସୁବିଧା ଦେଖା ଦେଇଛି । ଗ୍ରାମର ଅଧିବାସୀ ମାନେ ବାଧ୍ୟ ହୋଇ ନଈରେ ବୋହି ଯାଉଥିବା ପାଣି କୁ ରୋଷେଇ କରିବା ସହ ପିଉଛନ୍ତି । ଯାହାଦ୍ୱାରା ସେମାନେ…