Browsing Category

ରାଜ୍ୟ

କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର

ନୂଆଦିଲ୍ଲୀ, : ବୁଧବାର (୨୮ ମେ\' ୨୦୨୫) କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ୨…

ଗୁଣିଗାରେଡି ସନ୍ଦେହ ରେ ବୄଦ୍ଧଙ୍କୁ ହତ୍ୟା ଘଟଣା,୧୦ଦିନ ପରେ ଅଭିଯୁକ୍ତ ଗୋଆରୁ ଗିରଫ,ସିନ ରିକ୍ରିଏସନ କଲା ଅଭିଯୁକ୍ତ

ଧର୍ମଗଡ଼, : ଗୁଣିଗାରେଡି ସନ୍ଦେହ ରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତ ୧୮ ତାରିଖ ଦିନ ଗୁଣି ଗାରେଡି କୁ ନେଇ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀ(୨୨) ଯୁବକ, ସେହି ଗ୍ରାମର ୬୫ ବର୍ଷ ର ବୄଦ୍ଧ ରୂପସିଂ ମାଝୀ ଙ୍କୁ ପଞ୍ଚାୟତ ଗୄହ ଠାରେ ହତ୍ୟା…

କାମଠଣା ପଞ୍ଚାୟତ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା କାମଠଣାସ୍ଥିତ ଗ୍ରାମ ପଞ୍ଚାୟତ ଅଫିସ ଠାରେ ବିଭିନ୍ନ ଆଇନ ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ, ମଧ୍ୟସ୍ଥତା…

ଆଇପିଏଲ ୨୦୨୫ରେ ସେନାକୁ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ, : ଆସନ୍ତା ଜୁନ ୩ରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ ସଂସ୍କରଣର ଫାଇନାଲ । ଫାଇନାଲ ମ୍ୟାଚରେ ଭାରତୀୟ ସେନାକୁ ସମ୍ମାନ ଜଣାଇବ ବିସିସିଆଇ । ଫାଇନାଲ ମ୍ୟାଚ୍ ପାଇଁ ଆୟୋଜିତ ହେବାକୁଥିବା ଉଦଯାପନୀ ସମାରୋହରେ ଭାରତୀୟ ସେନାର ପରାକ୍ରମକୁ…

ବିକଶିତ ଗାଁ, ବିକଶିତ ଓଡିଶା କୁ ନେଇ ସମିତି ବୈଠକ ଅନୁଷ୍ଠିତ

ବିକଶିତ ଗାଁ, ବିକଶିତ 7ଓଡିଶା କୁ ନେଇ କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଇଯାଇଛି l ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ବିକ୍ରମ କୁମାର ଦୋରା ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ପ୍ରତିନିଧି…

ଡ୍ରାଗନ୍ ପାଇଁ ମୁଣ୍ଡବ୍ୟଥା ଭାରତୀୟ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ,: ଭାରତୀୟ ଫାର୍ମା ଶିଳ୍ପ ବର୍ତ୍ତମାନ ଚୀନକୁ କଡ଼ା ଟକ୍କର ଦେଉଛି । ଆମେରିକା ଏବଂ ଚୀନ ମଧ୍ୟରେ ଜୋରଦାର ହୋଇଥିବା ବାଣିଜ୍ୟ ଯୁଦ୍ଧରୁ ଭାରତୀୟ ଫାର୍ମା ଶିଳ୍ପକୁ ଲାଭ ମିଳୁଛି । ଏହି କ୍ରମରେ କମ୍ପାନୀଗୁଡ଼ିକ ଏବେ ସେମାନଙ୍କ ଅପରେସନକୁ ଜୋରଦାର କରିଛନ୍ତି । ବର୍ତ୍ତମାନ ଅନେକ ଭାରତୀୟ…

ଆଚାର୍ଯ୍ୟବିହାର ହେବ ଆଇଟି ହବ

ଭୁବନେଶ୍ୱର,: ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ…

ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା

ସାନଖେମୁଣ୍ଡି : ସାନଖେମୁଣ୍ଡି ଅଞ୍ଚଳ ର ତଥା ଗଞ୍ଜାମ ଜିଲ୍ଲା ର ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ ମାଗିଲେ ଭିକ୍ଷା | ସୂଚନା ଅନୁସାରେ ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ । ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର…

କାର୍ ଭିତରେ ବିଷ ପିଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୭ ଜଣ

ଡେରାଡୁନ୍‌, : ଋଣବୋଝରେ ଚାପଗ୍ରସ୍ତ ଡେରାଡୁନର ଏକ ପରିବାର ହରିୟାନା ପଞ୍ଚକୁଲାରେ କାର୍ ଭିତରେ ସମୂହ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସ୍ଥାନୀୟ ଲୋକଙ୍କମାନଙ୍କ ହୃଦୟକୁ ଦୋହଲାଇ ଦେଇଛି । ସାତ ଜଣ ଯାକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଛଅ ଜଣଙ୍କର ମୃତଦେହ କାର୍ ଭିତରୁ ମିଳିଥିବାବେଳେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର, : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର…