ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଅଣାୟତ : ବର୍ତ୍ତମାନ ସୁଦ୍ଧା ୩୨୧ ଆକ୍ରାନ୍ତ

175

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଅଣାୟତ ହୋଇପଡିଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରତିକାର, ପ୍ରତିଷେଧକ ଓ ଜନସଚେତନତା ବ୍ୟବସ୍ଥା ସତ୍ୱେ ଏହି ରୋଗରେ ବର୍ତମାନ ସୁଦ୍ଧା ୩୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଘଟଣା ଜିଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.