ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ମିଶାଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରାରେ ୫୦ ବର୍ଷ ପୂରଣ କରି ରେକର୍ଡ଼ କରିଛନ୍ତି । ୬୮ ବର୍ଷିୟ ଗଜପତି ମହାରାଜା ଦିବ୍ୟସିଂହ ଦେବ ୧୯୭୧ ମସିହାରୁ ରଥରେ ଛେରାପହଁରା କରି ଆସୁଛନ୍ତି । ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି । କେବଳ ୧୯୭୬ ମସିହାରେ ସେ ଛେରାପହଁରା କରି ପାରିନଥିଲେ । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ସେ ସମୟରେ ଛେରାପହଁରା କରିପାରିନଥିଲେ ।
Sign in
Sign in
Recover your password.
A password will be e-mailed to you.