ବାତ୍ୟା ପାଇଁ ସରକାରୀ କମର୍ଚାରୀଙ୍କ ରବିବାର ଛୁଟି ବାତିଲ୍

140

ଭୁବେନଶ୍ୱର : ବେଙ୍ଗାପସାଗରେର ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟେିର ରଖି ସରକାରୀ କମର୍ଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ରବିବାର ଦିନ ସାପ୍ତାହିକ ଛୁଟିକୁ ବାତିଲ୍ କରାଯାଇଛି । ସମସ୍ତ କମର୍ଚାରୀଙ୍କୁ ହେଡକ୍ୱାଟରେର ଉପସ୍ଥିତ ରହିବାକୁ ନେିଦ୍ଦର୍ଶ ଦିଆଯାଇଛି । ଏପରିକି ଛୁଟେିର ଥିବା କମର୍ଚାରୀଙ୍କୁ ଛୁଟି ବାତିଲ୍ କରି ଫେରିଆସିବାକୁ ନେିଦ୍ଦର୍ଶ ଦିଆଯାଇଛି । େଏନଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କ ତରଫରୁ ନେିଦ୍ଦର୍ଶନାମା ଜାରି କରାଯାଇଛି ।

Leave A Reply

Your email address will not be published.