ନୂଆଦିଲ୍ଲୀ,୧୨ା୧୦: ଦେଶରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ବେକାରୀ ହାର । ସଫଳ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା । କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା ତୃଣମୂଳସ୍ତରରେ ଯୁବ ସାଥୀମାନଙ୍କୁ ବହୁତ ଶକ୍ତି ଦେଇଛି । ବର୍ତ୍ତମାନ ତାଲିମ ଦିଆଯାଇଛି । ଯେଉଁଭଳି ଭାବରେ ଭାରତର ଅର୍ଥନୀତିବିସ୍ତାର ହେଉଛି, ଯୁବକମାନଙ୍କ ପାଇଁ ନୂତନ ସମ୍ଭାବନା ସୁଦ୍ଧା ଏହି ଯୋଜନା ଅଧୀନରେ ପ୍ରାୟ ୧.୫ କୋଟି ଯୁବକଙ୍କୁ ନିର୍ମାଣ ହେଉଛି । ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଦେଶରେ ନିଯୁକ୍ତିି ଶୀର୍ଷରେ ପହଞ୍ଚିଛି । ଦେଶରେ ବେକାରୀ ହାର ମଧ୍ୟ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି । ମୋଦୀ ଆହୁରି କହିଛନ୍ତି ଯେ ପ୍ରାୟ ୪ ଦଶନ୍ଧି ପରେ ଆମେନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଛୁ । ପୃଷ୍ଠା ୭ ଦେଖନ୍ତୁ…
Sign in
Sign in
Recover your password.
A password will be e-mailed to you.