୨୦୦ ରୁ ଅଧିକ ବିଜେପି କର୍ମୀ, ବିଜେଡିରେ ଯୋଗ ଦେଲେ

212

ଅନୁଗୁଳ: ଅନୁଗୁଳରେ ମଉଳୁଛି ପଦ୍ମ । ବଢୁଛି ବିଜେଡିର ଶକ୍ତି । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଟାଙ୍ଗରସାହି, ଧୋବାମଳିହା, ଗୋଳାଗାଡିଆର ୧୨୦ କର୍ମୀଙ୍କ ସମେତ ରାଇଝରଣ ଗାଁର ୧୦୦ ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଧାୟକ ସୁଶାନ୍ତ ବେହେରାଙ୍କ ଉପସ୍ଥିତିରେ କୋଶଳା ରାମଚଣ୍ଡୀ ମନ୍ଦିର ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.