“ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବଲିଉଡ୍ ତାରକା

ନୂଆଦିଲ୍ଲୀ, : ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ମଇ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପହଲଗାମ୍ ଆତଙ୍କବାଦୀ…

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ମୁମ୍ବଇ, : ୬୦ ବର୍ଷୀୟ ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍‌ଙ୍କୁ ଡେଟ୍ କରୁଛନ୍ତି । ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ…

କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଆହ୍ୱାନ

ଭୁବନେଶ୍ୱର, : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର ୩୮ତମ ସ୍ଥାପନା ଦିବସ ପାଳନ କରିଛି । ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରେ ଜଳ ଦାନ କରି ସଭାର…

ଳ୍ପ ଅଭିବୃଦ୍ଧିରେ ଓଡ଼ିଶା ଶୀର୍ଷରେ

ଭୁବନେଶ୍ୱର,: ଗତ ଦଶନ୍ଧିରେ ଅର୍ଥନୈତିକ ଅଭିବୃଦ୍ଧିରେ ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ମାନକକୁ ଦେଖିଲେ କର୍ଣ୍ଣାଟକ, ଓଡ଼ିଶା ଏବଂ ତେଲଙ୍ଗାନା ଭଳି ରାଜ୍ୟ ଗୁଡ଼ିକ ଟପ୍ ପରଫର୍ମର ଭାବେ ଉଭା ହୋଇଛନ୍ତି । ଗୁଜରାଟ ଏବଂ ଓଡ଼ିଶା…

ଦିନକରେ ନିବେଶକ ଯୋଡ଼ିଲେ ୧୬ଲକ୍ଷ କୋଟ

ମୁମ୍ବାଇ, : ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି । ଗୋଟିଏପଟେ ଭାରତ-ପାକ୍ ଯୁଦ୍ଧର ବିରତି ଘୋଷଣା ଏବଂ ଅନ୍ୟପଟରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ ନିବେଶ କରୁଥିବାବେଳେ ସୋମବାର…

ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ

ନୂଆଦିଲ୍ଲୀ,: ଭାରତ- ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ କାଶ୍ମୀର ଉପରେ ମଧ୍ୟସ୍ଥତା ଗ୍ରହଣ…

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟ

ଭୁବନେଶ୍ୱର, : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ସଅଳ ଆସି ଯାଇଛି । ୨୦୨୪ ତୁଳନାରେ ଏଥର ମୌସୁମୀ ୬ ଦିନ ଆଗରୁ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଆଣ୍ଡାମାନରେ ପ୍ରବେଶ କରିଛି । ମୌସୁମୀ ଗତିକୁ ବଳ ଯୋଗାଇବା ପାଇଁ ଏବେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ତେଣୁ ଚଳିତ ବର୍ଷ କେରଳକୁ ମଧ୍ୟ ମୌସୁମୀ…

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବିଆର ଗବଇ

ନୂଆଦିଲ୍ଲୀ,: ବୁଧବାର ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥା ବିଆର ଗବାଇ । ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ । ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ । ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି…

ପିସିବିର ବଡ଼ ନିଷ୍ପତ୍ତି: ପିଏସ୍‌ଏଲ୍‌ର ବାକି ମ୍ୟାଚ୍ ଦୁବାଇ ସ୍ଥାନାନ୍ତର

ଇସଲାମାବାଦ, : ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି । ପିଏସ୍‌ଏଲ ସିଜିନ ୧୦ର ବାକି ମ୍ୟାଚ୍ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ…

ଅପରେସନ ସିନ୍ଦୂର\’କୁ ଫିଲ୍ମର ଟାଇଟଲ ପାଇଁ ୩୦ରୁ ଅଧିକ ଆବେଦନ

ମୁମ୍ୱାଇ, : ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ଭାରତର ଜବାବରେ ଦେଶର ଲୋକେ ଇମୋସନାଲ । ଏଥିରେ \"ଅପରେସନ ସିନ୍ଦୂର\' ଟାଇଟଲରେ ଫିଲ୍ମ ତିଆରି କରିବା ପାଇଁ ଅନେକ ପ୍ରଡ୍ୟୁସରଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି । ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଏମପିପିଏ) ଓ…