ରୋହିତ ଶର୍ମାଙ୍କ ଇସ୍ତଫା ପରେ ଭାରତୀୟ ଟେଷ୍ଟ ଅଧିନାୟକ ଦୌଡରେ ଗିଲ ଆଗରେ

ମୁମ୍ବାଇ, : ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା ପରେ ଭାରତୀୟ କ୍ରିକେଟରେ ନୂଆ ନେତୃତ୍ୱ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୌଡ଼ରେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଆଗରେ ରହିଛନ୍ତି । ୨୫ ବର୍ଷୀୟ ଗିଲଙ୍କ ସ୍ଥିର ପ୍ରଦର୍ଶନ, ନେତୃତ୍ୱ…

ଭାରତୀୟ ସେନାକୁ ସଲାମ୍ କଲା ବଲିଉଡ

ମୁମ୍ବାଇ,: ଭାରତର \"ଅପରେସନ୍ ସିନ୍ଦୂର\' ପରେ ଭାରତରେ ଖୁସିର ଲହରି ଖେଳିଯାଇଛି । ଫିଲ୍ମ ଷ୍ଟାର୍‌ ଭାରତୀୟ ସେନା ଓ ଭାରତ ସରକାରଙ୍କୁ ସାବାସୀ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଅଜୟ ଦେବଗନ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ୍ କରି ଲେଖିଛନ୍ତି \"ମାନନୀୟ…

ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ,: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି । ଏହି ଅଭିଯାନର ନାମ ଦିଆଯାଇଛି "ଅପରେସନ ସିନ୍ଦୂର\' । ଏହି ଆକ୍ରମଣ ଏପ୍ରିଲ ୨୨ରେ…

୪୨ଟି ତୁମ୍ବର ବିନ୍ଧ ଓ ୨୦ଟି ପନ୍ଦାରି ବଳା ନିର୍ମାଣ ଶେଷ

ପୁରୀ, : ଗୁରୁବାର ରଥ ନିର୍ମାଣର ଅଷ୍ଟମ ଦିବସର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ମଧ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥର ମୁଖ୍ୟ ମହାରଣାଙ୍କ…

ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ

ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ…

‘ଅପରେସନ ସିନ୍ଦୂର’ ପରେ ଦିଲ୍ଲୀ ପହଞ୍ଚିଲେ ଦୁଇ ମୁସଲିମ ଦେଶର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,: ସାଉଦି ଆରବର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲଜୁବେର ଏକ ଅଘୋଷିତ ଭାରତ ଗସ୍ତରେ ଅଛନ୍ତି ଏବଂ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଉପରେ ଧ୍ୟାନ ଦେଇଥିଲା ।…

ଭାରତ-ପାକ୍ ଯୁଦ୍ଧ ଉତ୍ତେଜନା, ପ୍ରଭାବିତ ହେବନି ଦୀର୍ଘ ମିଆଦୀ ନିବେଶ

ନୂଆଦିଲ୍ଲୀ,: ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିଛି । ଦେଶକୁ ନିବେଶର ଏକ ଗନ୍ତବ୍ୟ ସ୍ଥଳ କରିବାକୁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପହଲଗାମ୍ ଆତଙ୍କି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ନୂଆଦିଲ୍ଲୀ ପାଇଁ ସ୍ୱଳ୍ପମିଆଦୀ…

ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ଦିରର ବିକାଶ ଲାଗି କଲେ ବଡ଼ ଘୋଷଣା,

ବ୍ରହ୍ମପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା' ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା…

ମୂଖ୍ଯମନ୍ତୀ ମୋହନଚରଣ ମୀଝି ଦିନିକିଆ ଗଞ୍ଜାମ ଗ୍ରସ୍ଥ

ବ୍ରହ୍ମପୁର ମୂଖ୍ଯମନ୍ତୀ ମୋହନଚରଣ ମୀଝି ଦିନିକିଆ ଗଞ୍ଜାମ ଗ୍ରସ୍ଥରେ ଆସି ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ସରକାରୀ ଉନନ୍ନିତ ଉଚ୍ଚବିଦ୍ଯାଳୟର ଶତବାର୍ଷିକି ଉସବରେ ଯୋଗଦେଇଛନ୍ତି | ଏହି ଅବସରରେ ସେ ଶ୍ରେଣୀକକ୍ଷକୁ ଯାଇ କୁନି କୁନିଛାତ୍ରୀଛାତ୍ରଙ୍କସହ ବସି ସମୟବିତାଇ ଭାବର ଆଦାନପ୍ରଦାନ…

ପାରାଦ୍ଵୀପ ରାଜ ରାସ୍ତା ପାଲଟିଛି ମରଣ ଯନ୍ତା,ବସ୍ ଧକ୍କାରେ ବାଇକ ଆରୋହି ମୃତ

ପାରାଦ୍ଵୀପ, :-ପାରାଦୀପ ଅଠରବାଙ୍କୀ ନିକଟ ତାରିଣୀଗଡା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଘଟଣା ସ୍ଥଳରେ ବାଇକ ଆରହୀଙ୍କ ମୃତ୍ୟୁ । ମରଣ ଯନ୍ତା ପାଲଟିଛି ପାରାଦ୍ଵୀପ ରାଜ ରାସ୍ତା, ପ୍ରତିଦିନ ରାଜରାସ୍ତାରେ ଗଡୁଛି ମୁଣ୍ଡ ଅକାଳରେ ଝଡି ପଡ଼ୁଛି ନିରୀହ…