ଅପରେଶନ ସିନ୍ଦୁର’ ପରେ ଧର୍ମଶାଳାରୁ ମୁମ୍ବାଇକୁ ସ୍ଥାନାନ୍ତରଣ ହେଲା ଆଇପିଏଲ ମ୍ୟାଚ

ମୁମ୍ବାଇ, : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ (ଆଇପିଏଲ ୨୦୨୫)ର ପଞ୍ଜାବ କିଙ୍ଗସ (ପିବିକେଏସ) ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାରୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା…

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା

ମୁମ୍ବାଇ,: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୪- ୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା । ତିନୋଟି ଟେଷ୍ଟରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିବା…

ଇତିହାସ ରଚିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ, : ଆଇପିଏଲ ୨୦୨୫ର ୫୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହୋଇଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ପୂର୍ବରୁ, ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି ମୁମ୍ବାଇ ପାଇଁ ଏହା କରିପାରି ନଥିଲେ । ସୂର୍ଯ୍ୟକୁମାର…

ପାରାଦ୍ୱୀପରେ ବାଜିଲା ସାଇରନ୍ ଓ ଆରମ୍ଭ ହେଲା ଯୁଦ୍ଧ ପ୍ରସ୍ତୁତି ମକ୍‌ଡ୍ରିଲ

ପାରାଦ୍ୱୀପ,: ଏହି ସିଭିଲ ଡିଫେନ୍ସ ମକଡ୍ରିଲରେ ଯୁଦ୍ଧ ସମୟରେ ଶତ୍ରୁପକ୍ଷ ବିମାନ ଆକ୍ରମଣ କିମ୍ବା ବୋମା ବର୍ଷଣ କଲେ କିପରି ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ହେବ ଏବଂ କେଉଁ ସବୁ ପଦକ୍ଷେପ ଆପଣାଇବାକୁ ହେବ ସେ ସମ୍ପର୍କରେ ଏକ ମକଡ୍ରିଲ୍ ପାରାଦୀପର ଷଣ୍ଢକୁଦ ଓ ନେହେରୁ ବଙ୍ଗଳାରେ…

ଜାପାନକୁ ଟପି ଭାରତ ହେବ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତ

ନୂଆଦିଲ୍ଲୀ,: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ଏକ ବଡ଼ ମାଇଲଖୁଣ୍ଟ ଅତକ୍ରମ କରିବାକୁ ଯାଉଛି । ଭାରତୀୟ ଅର୍ଥନୀତି ଚଳିତ ବର୍ଷ ଶେଷସୁଦ୍ଧା ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଛି । ଆଇଏମଏଫ୍ ଦ୍ୱାରା…

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜ୍‌ିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହେବାକୁ ସ୍ୱାଗତ କଲେ…

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଆଜି ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦୁଇ ଦେଶ ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ତାହାକୁ…

ପୁଣି ମହଙ୍ଗା ହୋଇପାରେ ରନ୍ଧନ ଗ୍ୟାସ୍‌!

ନୂଆଦିଲ୍ଲୀ/ଭୁବନେଶ୍ୱର,: ପୁଣିଥରେ ବଢ଼ିପାରେ ରନ୍ଧନ ଗ୍ୟାସ୍ ମୂଲ୍ୟ । ଗ୍ୟାସ ସିଲିଣ୍ଡର ଦର ୧୦୦ରୁ ୧୫୦ ଟଙ୍କା ବୃଦ୍ଧି ଘଟିପାରେ । ଠିକ୍ ମାସକ ପୂର୍ବେ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା । ସୂଚନା ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ତେଲ କମ୍ପାନୀଗୁଡ଼ିକ ରନ୍ଧନ ଗ୍ୟାସ…

ପାକିସ୍ତାନ ୧୦୦କି.ମି ଭିତରେ ପଶି ପ୍ରହାର କରିଥିଲା ‘ସିନ୍ଦୂର’

ନୂଆଦିଲ୍ଲୀ, : ପାକିସ୍ତାନ ଏବଂ ପାକିସ୍ତାନ ଅବୈଧ ଭାବରେ ଅଧିକୃତ କଶ୍ମୀରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା \"ଅପରେଶନ ସିନ୍ଦୂର\' ଆକ୍ରମଣ ପରେ ସରକାର ଏବଂ ସେନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ…

ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସଂପର୍କରେ ତଥ୍ୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ପାକିସ୍ତାନରେ ଆତଙ୍କବାଦୀ ଠିକଣା ଉପରେ ଭାରତର ଐତିହାସିକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଥିବା ଅପରେସନ ସିନ୍ଦୂର ସଂପର୍କରେ ସୂଚନା ଦେଇଛନ୍ତି ।…

ଦୁଇ ବ୍ଲକର ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧିତ କଲା ଓକିଲସଂଘ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଓ ଆଠମଲ୍ଲିକ ବ୍ଲକ ରେ ୨0୨୪-୨୫ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ୨ ଛାତ୍ରୀଙ୍କୁ ବୁଧବାର ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସଂଘ ବାରହଲ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି l ଆଠମଲ୍ଲିକ ଉପଖଣ୍ଡ ରେ…