ନୂଆ ନିଦେ୍ର୍ଦଶନାମା ଜାରି କଲେ ବିଏମ୍ସି କମିସନର

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ୨୦ ହଜାର । ହେଲେ ମାତ୍ର ୬୦ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂଟ୍ୟାକ୍ସ । ଅର୍ଥାତ ଅଧା ଘରୁ ଟିକସଆସୁନାହିଁ । ଫଳରେ ବାର୍ଷିକ ବିଏମସିପ୍ରାୟ ୨୦ କୋଟିର ରାଜସ୍ୱହରାଉଛି । ତା'ଛଡ଼ା ଏହି ହୋଲ୍ଡିଂଟିକସ ଉପରେ ସିଏଜି ମଧ୍ୟ…

ଚିଲିକାରେ ଖୁବ୍ଶୀଘ୍ର ଭାସମାନ ରେସ୍ତୋରାଁ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଖୁବ୍ଶୀଘ୍ରଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ସାଢେ ୬କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହିରେସ୍ତୋରାଁରେ ପର୍ଯ୍ୟଟକମାନେ…

କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏଣିକି ଓଡ଼ିଶାରେ ବି ଅଭିଯୁକ୍ତମାନଙ୍କର ହେବ ନାର୍କୋ ଆନାଲିସିସ ଟେଷ୍ଟ । ରାଜଧାନୀ ଭୁବନେଶ୍ୱରରେ ବି ଏହି ବ୍ୟବସ୍ଥା ଉପଲବ୍ଧ ହେବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହେବ…

ରାଜ୍ୟରେ ସ୍ଥାପନ ହେବ ହଜାରରୁ ଊର୍ଦ୍ଧ୍ୱ କୋଲଡ୍ ରୁମ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ରାଜ୍ୟରେପନିପରିବା ଓ ଫଳ·ଷର ପର୍ଯ୍ୟାପ୍ତ ସୁଯୋଗକୁସମ୍ପଦରେ ପରିଣତ କରିବାକୁ କୃଷି ବିଭାଗ ଆରମ୍ଭକରିଛି ପ୍ରକ୍ରିୟା । କୃଷି କ୍ଷେତ୍ରରେ ଫସଲରବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେପନିପରିବା ·ଷ ଦ୍ୱାରା ·ଷୀମାନଙ୍କର ଆୟବୃଦ୍ଧିଉପରେ କୃଷି ବିଭାଗ ଗୁରୁତ୍ୱ…

ନଭେମ୍ବର ୨୨ ପର୍ଯ୍ୟନ୍ତ ବଢ଼ିଲା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ରହଣି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁଅଦାଲତ "ଆପ୍' ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କହାଜତ ରହଣି ମିଆଦକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଅବକାରୀ ନୀତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗରେ "ସିବିଆଇ' ଦ୍ୱାରାଗିରଫ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦ

ନୂଆଦିଲ୍ଲୀ: ଗୁରୁବାର ପାଲେଷ୍ଟାଇନ୍ରାଷ୍ଟ୍ରପତି ମହମୁଦ ଆବ୍ୱାସଙ୍କ ସହଫୋନ୍ ଯୋଗେ କଥା ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଫୋନ୍ରେ ଆଲୋଚନା କଲାବେଳେଗାଜାର ହସ୍ପିଟାଲ୍ରେ ହୋଇଥିବା ବୋମାମାଡ଼ ଘଟଣାରେ ଦୁଃଖ ପ୍ରକାଶକରିଛନ୍ତି ମୋଦୀ । ଏଥି ସହିତପାଲେଷ୍ଟାଇନ୍କୁ ମାନବୀୟ…

କାନାରା ବ୍ୟାଙ୍କ ତରଫରୁ ପୁରୁଣା, ମଇଳା ଏବଂ ଚିରାଫଟା ମୁଦ୍ରା ବିନିମୟ ମେଳା

କଟକ : କାନାରା ବ୍ୟାଙ୍କ ତରଫରୁଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖିପୁରୁଣା ମଇଳା ଏବଂ ଚିରାଫଟାନୋଟ୍କୁ ବଦଳାଇ ନୂଆ ନୋଟ୍ ଏବଂକଏନ୍ ଦେବାର ବ୍ୟବସ୍ଥା ଚୈାଧୁରୀବଜାରସ୍ଥିତ କାନାରା ବ୍ୟାଙ୍କ ଶାାଖାରେଅନୁଷ୍ଠିତ ହୋଇଥିଲା । ଏହାକୁଭାରତୀୟ ରିଜର୍ଭ ବ୍ୟାଙ୍କରମହାପ୍ରବନ୍ଧକ ଦେବୀ ପ୍ରସାଦ…

ରାଜ୍ୟରେ ପ୍ରତିଷ୍ଠା ହେବ ସର୍ବସାଧାରଣ ଗ୍ରନ୍ଥାଳୟ

ଦ୍ଭ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦ୍ଭ ୫ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ହେବ ବ୍ୟାପକ ଦ୍ଭ ସିକିମ୍ ଜମି ଉତ୍ତରାଧିକାରୀଙ୍କୁ ମିଳିବ ରୟତି ଅଧିକାର ଦ୍ଭ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାଭୁବନେଶ୍ୱର,୧୯ା୧୦(ଡିକେ…

୪ ଦିନର ନବଜାତକ ବଞ୍ଚାଇଲା ୬ ଜୀବନ

ନୂଆଦିଲ୍ଲୀ,୧୯ା୧୦: ଦୁନିଆକୁ ଆସୁଆସୁ ପିଲାଟି ବେହୋସ ହୋଇଗଲା ।ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇବାସମ୍ଭବ ହେଲାନି । ଫଳରେ ବାପାମା'ଙ୍କସବୁ ଆଶା ପାଣି ଫୋଟକା ପରିମିଳାଇଗଲା । ମାତ୍ର ନିଜର ୪ ଦିନରଜୀବନକାଳ ମଧ୍ୟରେ ୬ଟି ଅମୂଲ୍ୟଜୀବନକୁ ବଞ୍ଚାଇ ଦେଇଗଲା ନବଜାତ ।ଏପରି ଏକ…

ଦଶହରା : ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ): ଦଶହରା ପାଇଁ ରାଜଧାନୀରେକଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟିସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେରହିବ ରାଜଧାନୀ । ଟ୍ରାଫିକ କଟକଣା ସହ…