ଏବେ ବି ଫେରିନି ୧୦ ହଜାର କୋଟିର ଦୁଇ ହଜାର ଟଙ୍କିଆ ନୋଟ
ନୂଆଦିଲ୍ଲୀ,୨୦ା୧୦ : ରିଜର୍ଭବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣରଶକ୍ତିକାନ୍ତ ଦାସ ଶୁକ୍ରବାର ଦିନକହିଛନ୍ତି ଯେ ୨୦୦୦ ଟଙ୍କିଆନୋଟ୍ ଫେରିବାରେ ଲାଗିଛି ଏବଂବର୍ତ୍ତମାନ କେବଳ ୧୦୦୦୦କୋଟି ଟଙ୍କା ମୂଲ୍ୟର ନୋଟ୍ଲୋକଙ୍କ ପାଖରେ ଅଛି । ଏହିନୋଟଗୁଡିକ ମଧ୍ୟ ଫେରସ୍ତ କିମ୍ବାଜମା କରାଯିବ ବୋଲି ତାଙ୍କର…