ସରୁ କ୍ଷା ପରଚି ।ଳନା କ୍ଷେତ୍େର ର ଏମସ୍ ଏି ଲ ୍ ସଏି ମଡ୍ ି ପରୁ ସ୍କତ

ତାଳଚେର,୨୨ ।୧୦(ମନୋଜନନ୍ଦ): ସୁରକ୍ଷା ପରିଚାଳନାକ୍ଷେତ୍ରରେ ଅତୁଳନୀୟ ଅବଦାନକୁସମ୍ମାନ ଜଣାଇ ମହାନଦୀ କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷତଥା ପରିଚାଳନା ନିଦେ୍ର୍ଦଶକ ଓ.ପି. ସିଂଙ୍କୁ ସମ୍ମାନଜନକ "ଆପେକ୍ସଇଣ୍ଡିଆ ଭିଜନାରୀ ଲିର୍ଡ ଆୱାର୍ଡ- ୨୦୨୩' ପ୍ରଦାନ କରାଯାଇଛି ।ଏଥିସହ ଆପେକ୍ସ…

ପାର୍ବଣରେ ମହଙ୍ଗା ମାଡ଼ : ଖାଉଟି କଲବଲ

ଭୁବନେଶ୍ୱର,୨୨ା୧୦(ଡିକେନୁ୍ୟଜ): ପାର୍ବଣରେ ଖାଉଟିଙ୍କୁମହଙ୍ଗା ମାଡ଼ । କ୍ୱିଣ୍ଟାଲ ପିଛା୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ । ଫଳରେ ଅଟା,ସୁଜି, ମଇଦା ସମେତ ଗହମଜାତଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି ।ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର ।…

ବଢ଼ିଲା ପ୍ରଦୂଷଣ : ଲାଗିଲା କଟକଣା

ନୂଆଦିଲ୍ଲୀ ,୨୨ା୧୦ : ପୁଣି ବିଷ ବଳୟରେରାଜଧାନୀ । ଶୀତ ପୂର୍ବରୁ ବିଲାଣି ପ୍ରଦୂଷଣ ।ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବିଛି ପ୍ରଦୂଷଣ । ଯୁଆଡେ ଦେଖିବ ଖାଲି ଧୂଆଁଳିଆଦେଖାଯାଉଛି । ·ରିଆଡେ ଧୂଆଁର ·ଦରଢ଼ାଙ୍କି ହେଲା ଭଳି ମନେ ହେଉଛି । ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲହୋଇପଡୁଛି…

ଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଗାଁ’ରୁ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ପବିତ୍ର ମହାନବମୀ

ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଗାଁ’ରୁ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ପବିତ୍ର ମହାନବମୀ ଉପଲକ୍ଷେ ବିଶ୍ୱରେ ଶାନ୍ତି , ମୈତ୍ରୀ ଓ ସୌହାର୍ଦ୍ୟ ପ୍ରତିଷ୍ଠା ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ, ଆଇନଜୀବୀ ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ମା’ଙ୍କ ପୀଠରେ…

ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ

ଇସ୍ରାଏଲ: ହମାସ୍ ଯୁଦ୍ଧ ମଧ୍ୟରେଗାଜାରେ ରହୁଥିବାପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟଶେଷରେ ଖୋଲିଛି ନିଜର ସୀମା ।ଇଜି ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କପାଖରେ ଖାଦ୍ୟ ଓ ଔଷଧ ଭଳିଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାଆରମ୍ଭ ହୋଇଛି । ଏହା ଦ୍ୱାରା ଯୁଦ୍ଧପୀଡିତଙ୍କୁ ବଡ଼…

ପାଣ୍ଡ୍ୟାଙ୍କ ପରେ ଆହତ ହେଲେ ଜାଡେଜା

ମୁମ୍ବାଇ, ୨୧ା୧୦: ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମୁହାଁମୁହିଁ ହେବେ । ଧର୍ମଶାଳାରେ ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଆଘାତ ହୋଇଥିବାର ଖବର ଆସୁଛି । ରୋହିତ ଶର୍ମାଙ୍କ…

ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ୍ ମୁକାବିଲା

ନୂଆଦିଲ୍ଲୀ, ୨୧ା୧୦: ଚଳିତ ବିଶ୍ୱକପରେରବିବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହେବ ।ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଛନ୍ତି ।ସେଥି ମଧ୍ୟରୁ ଭାରତ ମାତ୍ର ୩ ଥର ଜିତିଥିବାବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି । ଗୋଟିଏ ମ୍ୟାଚ୍ ବାତିଲ…

ଗଜପତିରେ ବାଘ ଆତଙ୍କ

ପାରଳାଖେମୁଣ୍ଡି,(ଡିକେ ନୁ୍ୟଜ୍): ଗଜପତି ଜିଲ୍ଲାରେବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଛି । ଏହିଜିଲ୍ଲାର ମହେନ୍ଦ୍ର ବନାଞ୍ଚଳ ଏବଂ ମହେନ୍ଦ୍ରଗିରି ପାଦ ଦେଶରେ ଏକ ମହାବଳ ବାଘ ଶିକାରଅନ୍ୱେଷଣରେ ବିଚରଣ କରୁଥିବା ବନ ବିଭାଗତରଫରୁ ସୂଚନା ମିଳିଛି । ଶିକାର ଅନ୍ୱେଷଣରେ ମହାବଳ ବାଘର ବିଚରଣକୁ…

ଅତ୍ୟଧିକ ଉତ୍ତେଜିତ ହେବାରୁ ଏଏସଆଇଙ୍କ ମୃତୁ୍ୟ

ରାଉରକେଲା, (ଡିକେ ନୁ୍ୟଜ୍): ଉଦିତନଗର ଥାନାଏଏସଆଇ ଏଲିଶ ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଥିବା ନେଇଏକ ସାମ୍ବାଦିକସମ୍ମିଳନୀରେ ରାଉରକେଲାଏସପି ମିତ୍ରଭାନୁ ମହାପାତ୍ରସୂଚନା ଦେଇଛନ୍ତି । ସେକହିଛନ୍ତି, ଅତ୍ୟଧିକଉତ୍ତେଜିତ ହେବାରୁ ଏଲିଶଲୁଗୁନଙ୍କ ମୃତ୍ୟୁ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ସ୍ତରରେ ଛୋଟଧରଣର ଅଦଳବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କାଜୁଉନ୍ନୟନ ନିଗମରେ ଏମ୍ଡ଼ି ଭାବେ କାର୍ଯ୍ୟରତ ଦୀପ୍ତି ମହାପାତ୍ରଙ୍କୁ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ…