ଆରପାରିରେ ଓଡ଼ିଆ ସଂଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ

ଭୁବନେଶ୍ୱର, ୨୭ା୧୦ (ଡିକେ ନୁ୍ୟଜ୍):ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟନିଦେ୍ର୍ଦଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଂଗୀତନିଦେ୍ର୍ଦଶକ, ଗୀତିକାର, କଙଋଶିଳ୍ପୀ ତଥା ଅଭିନେତାସ୍ୱରୂପ ନାୟକ ଆଉ ନାହାନ୍ତି । ୭୦ରୁ ଅଧିକ ଓଡ଼ିଆଫିଲ୍ମରେ ପାଇଁ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବାବେଳେ…

ବିଶ୍ୱକପରୁ ବାଦ୍ ପଡିବେ ହାର୍ଦ୍ଦିକ୍ ପାଣ୍ଡ୍ୟା!

ବେଙ୍ଗାଲୁରୁ, ୨୭ା୧୦: ବିଶ୍ୱକପରେହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆରମୁସ୍କିଲ୍ ବଢିଲା । ବିଶ୍ୱକପରେପରବର୍ତ୍ତୀ ମ୍ୟାଚ ଗୁଡ଼ିକ ସେ ଖେଳିବେନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହେଲେ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌଖେଳାଯିବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ୍ପାଣ୍ଡ୍ୟା ଖେଳିବେ…

ଅମାଲା ପାଲ୍ଙ୍କୁ ଜନ୍ମଦିନରେ ମିଳିଲା ସରପ୍ରାଇଜ୍

ମୁମ୍ବାଇ, ୨୭ା୧୦: ସାଇଥ୍ ଫିଲ୍ମଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫକୁଏଞ୍ଜୟେ କରୁଛନ୍ତି । ଏହାସହ ଗୁରୁବାରସେ ଜନ୍ମଦିନ ବହୁତ ଧୁମଧାମରେପାଳନ କରିଛନ୍ତି । କିନ୍ତୁ ଅମାଲା ଗତକିଛି ବର୍ଷ ହେବ କୌଣସି ନା କୌଣସିକଥାକୁ ନେଇ ଲାଇମ୍ ଲାଇଟରେରହିଛନ୍ତି । ତେବେ…

ଓଡ଼ିଶା ଏଫ୍ସିର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ସୁପର କପ୍ ବିଜେତା ଓଡ଼ିଶାଏଫସି ଚଳିତ ଏଏଫସି କପ୍ ଫୁଟବଲ୍ପ୍ରତିଯୋଗିତାରେ ମଙ୍ଗଳବାର ପ୍ରଥମବିଜୟ ପାଇଛି । ପୂର୍ବରୁ ମୋହନ ବାଗାନସୁପର ଜାଏଣ୍ଟସ୍ ଏଫସି ଓବାଂଲାଦେଶର ବସୁନ୍ଧରା କିଙ୍ଗସଏଫସିଠୁ ହାରିଥିବା ଓଡ଼ିଶା ନିଜ ଘରୋଇପଡ଼ିଆ କଳିଙ୍ଗ…

ଧୋନି ମୋ ଆଦର୍ଶ: ଜସ୍ ବଟଲର୍

ମୁମ୍ବାଇ, ୨୬ା୧୦: ଇଂଲଣ୍ଡ କ୍ରିକେଟରଙ୍କ ମୁହଁରେ ଧୋନିଙ୍କ ପ୍ରଂଶସା । ଇଂଲଣ୍ଡ ଦିନିକିଆ କ୍ରିକେଟ୍ଦଳର ଅଧିନାୟକ ଜସ୍ ବଟଲର ପୁଣିଥରେ କ୍ୟାପଟେନ୍ କୁଲ୍ଙ୍କୁ କରିଛନ୍ତିପ୍ରଂଶସା । ଭାରତୀୟ ଦଳର ପୂର୍ବତନଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କନେଇ ଅନେକ କଥା କହିଛନ୍ତିବଟଲର । ସେ କହିଛନ୍ତି ଯେ,…

ଓଡ଼ିଶାକୁ ପ୍ରଥମ ପଦକ ଦେଲେ ପ୍ରମୋଦ: ସୁମିତ ଓ ସୁନ୍ଦରଙ୍କୁ ସ୍ୱଣ୍ଣ

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ଚଳିତ ହାଙ୍ଗଝୌ ଏସୀୟପାରା କ୍ରୀଡ଼ାରୁ ଓଡ଼ିଶାକୁ ବୁଧବାରପ୍ରଥମ ପଦକ ଆସିଛି । ରାଜ୍ୟରତାରକା ବ୍ୟାଡମିଣ୍ଟନ ଖେଳାଳିପ୍ରମୋଦ ଭଗତ ମିଶ୍ରିତ ଯୁଗଳରେକାଂସ୍ୟ ଜିତି ଏହି ଭେଟିଦେଇଛନ୍ତି । ସେମିଫାଇନାଲରେପ୍ରମୋଦ ଓ ତାଙ୍କ ସାଥୀ ମନୀଷାରାମଦାସ ୧୯-୨୧, ୧୪-୨୧ରେ…

ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ

ଭୁବନେଶ୍ୱର, ୨୬ା୧୦ (ଡିକେ ନୁ୍ୟଜ୍): ରାଜ୍ୟରେପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ।ରାଜ୍ୟରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଆନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫାଇଡ୍)ପରି·ଳନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଲାଟଭିଆରପୂର୍ବତନ…

ସମୁଦ୍ର ମଝିରୁ ଜାହାଜ ଓ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନ

ପାରାଦୀପ,(ଡିକେ ନୁ୍ୟଜ୍): ଗଭୀରସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକଅଚଳ ବେନିୟନ୍ତ୍ରିତ ଭାସମାନଜାହାଜ ଓ ଏହାର ନାବିକ ମାନଙ୍କୁମଙ୍ଗଳବାର ଦିନ ଉଦ୍ଧାର କରିଛିଭାରତୀୟ ତଟରକ୍ଷୀ ବାହିନୀ ।ଘଟଣାରୁ ପ୍ରକାଶ, ପାରାଦୀପରୁ୩୫ ନଟିକାଲ ମାଇଲ ଦୂରଗଭୀର ସମୁଦ୍ରରେ ଭାରତସରକାରଙ୍କ ଏକ ସର୍ଭେ…

ନନ୍ଦନକାନନର ନୂଆ ଅତିଥ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଦୀର୍ଘ ୯ବର୍ଷ ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକମାନେ କାସ୍ୱାରିପକ୍ଷୀ ଦେଖିବାକୁ ପାଇବେ ।ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷହଳେ କାସ୍ୱାରି ପକ୍ଷୀ (ଗୋଟିଏ ମାଈ,ଗୋଟିଏ ଅଣ୍ଡିରା) ଆଣିଛନ୍ତି । ଏବେସେମାନଙ୍କୁ ପ୍ରାଣୀ ଚିକିତ୍ସା…

ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଲୋକସଂସ୍କୃତି ଉପାଦାନଗୁଡ଼ିକରପ୍ରାଧାନ୍ୟ ଓ ପ୍ରଭାବ ସବୁବେଳେସ୍ୱୀକୃତ । ଏହା ଗୋଟିଏ ଜାତିରସ୍ୱରୂପ ନିର୍ମାଣ କରିଥାଏ ବୋଲିବିଶିଷ୍ଟ ଲୋକସଂସ୍କୃତି ବିଶାରଦ ତଥାବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟରପ୍ରଫେସର ଡ. ସଦାନନ୍ଦ ଶାହୀଉଲ୍ଲେଖ କରିଛନ୍ତି । ସୁରେଶବଳବନ୍ତରାୟ…