ଦାୟିତ୍ୱ ନେବା ପରେ ଶ୍ରୀକ୍ଷେତ୍ରରେ ୫-ଟି ସଚିବ ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରକଳ୍ପ କାମ ସାରିବାକୁ…

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ।୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଶନିବାର ବଡ଼ି ଭୋରରୁ ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ…

କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ·ଲିବ ଲକ୍ଷ୍ମୀବସ । ପରିବହନ କ୍ଷେତ୍ରର ଉନ୍ନତି ସହତ୍ୱରାନ୍ୱିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତହୋଇଛି କଳାହାଣ୍ଡି । ଏହାର ଆଉ ଏକଉଦାହରଣ…

ଓଡ଼ିଶା ରୂପାନ୍ତରଣ ସାରଥୀଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ):୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାରସୁଅ । ନବୀନ ନିବାସରେ ଭି.କେ. ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି୧୪ରୁ ଅଧିକ ସଙ୍ଗଠନ । ରାଜ୍ୟସରକାରଙ୍କ ଅଧିନରେ କାର୍ଯ୍ୟରତ ବିଭିନ୍ନଆଉଟ୍ ସୋର୍ସିଂ ସଂଘ,…

ଆଜିର ଭାରତ ପୂଜ୍ୟ ଶହୀଦ ଓ ସଂଗ୍ରାମୀଙ୍କ ଅବଦାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ଘଣ୍ଟ,ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦରପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟସ୍ତରୀୟ ‘ମେରିମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି । ଦେଶ ତଥା ରାଜ୍ୟର ସବୁ…

ଜୀବେ ଦୟା । ଯୁଗ ଯୁଗ ଧରି ଏହି ଦର୍ଶନ ମଣିଷ ସମାଜକୁ ଅନୁପ୍ରାଣିତ କରଆସିଛି । ଗାଈ ଗୋରୁମାନଙ୍କୁ ପୂଜା କରିବା,

ଜୀବେ ଦୟା । ଯୁଗ ଯୁଗ ଧରି ଏହି ଦର୍ଶନ ମଣିଷ ସମାଜକୁ ଅନୁପ୍ରାଣିତ କରଆସିଛି । ଗାଈ ଗୋରୁମାନଙ୍କୁ ପୂଜା କରିବା, ସେମାନଙ୍କ ଲାଳନ ପାଳନ ଓ ସେବା ଶୁଶ୍ରୁଷାକୁ ଏକ ମହତ୍ କାର୍ଯ୍ୟ ବୋଲି ହିନ୍ଦୁ ସମାଜରେ ବିବେଚନା କରାଯାଇ ଆସିଛି । ଆନୁଷ୍ଠାନିକ ଭାବେ ହେଉ କି ବ୍ୟକ୍ତିଗତ ଭାବେ ହେଉ,…

ପିଆଜ ଦର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲା କେନ୍ଦ

ନୂଆଦିଲ୍ଲୀ: ଦେଶରେ ଖୁଚୁରା ପିଆଜଦର ସପ୍ତାହକରେ କେଜି ପିଛା୭ଟଙ୍କା ବଢିବା ସରକାରଙ୍କୁ ସତର୍କକରିଦେଇଛି । ପିଆଜ ଯୋଗୁଦେଶରେ ଟମାଟୋ ପରିସ୍ଥିତି ସୃଷ୍ଟିନ ହେଉ ସେଥି ପାଇଁ ସରକାର ଅଣ୍ଟାଭିଡିଛନ୍ତି । ପାର୍ବଣ ଋତୁରେ ଦରନିୟନ୍ତ୍ରଣ କରିବା ପାଇଁ ସରକାରଏବେ ଖୁଚୁରା ବଜାରରେ ପିଆଜରବିକ୍ରି…

ଆମେରିକାରେ ଦୁଇ ଭାରତୀୟଙ୍କୁ “ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’

ୱାଶିଂଟନ୍: ଆମେରିକାରେ ଦୁଇଭାରତୀୟଙ୍କୁ ସମ୍ମାନିତକରାଯାଇଛି । ବିଜ୍ଞାନ ଏବଂପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କରଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ଆମେରିକାର ରାଷ୍ଟ୍ରପତି ଜୋବାଇଡେନ ତାଙ୍କୁ ସମ୍ମାନିତକରିଛନ୍ତି । ଏହି ଦୁଇ ବୈଜ୍ଞାନିକହେଲେ ଅଶୋକ ଗଡଗିଲ ଏବଂ…

ଗଣ୍ଡଗୋଳକାରୀଙ୍କ ତାଲିକା ପ୍ରସ୍ତୁତ: ଡିସିପ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ପରେ ଘଟଣାସ୍ଥଳରେଅଧିକ ଫୋର୍ସ ମୁତୟନକରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନାଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇଗଣ୍ଡଗୋଳ ଘଟିଛି । ପୂର୍ବରୁ ଉଭୟଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିକୋର୍ଟ ·ଲାଣ…

କ୍ରୁଟକୁ ଅର୍ବାନ ମୋବିଲିଟି ଇଣ୍ଡିଆ ପୁରସ୍କାର

ଭୁବନେଶ୍ୱର, (ଡିକେନୁ୍ୟଜ୍): "ମୋ ବସ୍'ସେବା ଯୋଗାଉଥିବାକ୍ୟାପିଟାଲ ରିଜିଅନ୍ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ସଫଳତାରପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାରହାତେଇଛି । ସର୍ବୋତ୍ତମନଗର ପରିବହନପ୍ରକଳ୍ପ କାର୍ଯ୍ୟକାରୀକରିବା କ୍ଷେତ୍ରରେକ୍ରୁଟକୁ ୫ମ ଥର ପାଇଁଏହି ଜାତୀୟ ଉକ୍ରର୍ଷ…

କିଟ୍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍ କେସ୍ ଲ୍ୟାବ୍’

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ୭ମଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସଉଦ୍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କିଟ୍ ବିଶ୍ୱବିଦ୍ୟାଳୟ ସମେତଦେଶର ଶହେଟି ଉଚ୍ଚତରଶିକ୍ଷାନୁଷ୍ଠାନକୁ ୫ଜି ୟୁଜ୍ କେସ୍ ଲ୍ୟାବପ୍ରଦାନ କରିଛନ୍ତି । ଏହି ୫ଜି ୟୁଜ୍କେସ୍ ଲ୍ୟାବଗୁଡ଼ିକରେ…