ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି ।

ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି । ସେହି ଦର୍ଶନକୁ ପାଥେୟ କରି ନିଜକୁ ଜୀବଜନ୍ତୁଙ୍କ ସେବାରେ ନିୟୋଜିତ କରି ଆସୁଛନ୍ତି ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ ।

“ଗଦର-୩’ର ସୁଟିଂ ପାଇଁ ·ଲିଛି ଜୋରଦାର ପ୍ରସ୍ତୁତି

ମୁମ୍ବାଇ, ୨୯ା୧୦: ସନ୍ନି ଦେୱଲ-ଅମିଷା ପଟେଲଙ୍କ "ଗଦର' ଏବଂ ଗଦର-୨ ପରେ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । "ଗଦର' ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ "ଗଦର-୩'କୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି । ଏହି କ୍ରମରେ ଅନିଲ ଶର୍ମା…

ବିନା ହାତରେ ଇତିହାସ ରଚିଲେ ଶୀତଲ

ହାଙ୍ଗଝୌ, ୨୮ା୧୦: ବିନା ହାତରେ ଜଣେତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ଏହାକୁ ପ୍ରମାଣିତ କରିଛନ୍ତି ଶୀତଲଦେବୀ । ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ । ଜନ୍ମରୁ ହାତନଥିବା ଏହି ୧୬ ବର୍ଷୀୟା ଯୁବତୀ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟିସ୍ୱର୍ଣ୍ଣ…

ନୁ୍ୟଜିଲାଣ୍ଡକୁ ୫ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା, ୨୮ା୧୦: ଚଳିତ ବିଶ୍ୱକପରେଶନିବାର ଏକ ହାଇଭୋଲଟେଜ୍ ମ୍ୟାଚ୍ଦେଖିବାକୁ ମିଳିଛି । ଶେଷ ବଲ୍ ପର୍ଯ୍ୟନ୍ତ ·ଲିଥିବା ଛକାପଞ୍ଝା ମୁକାବିଲାରେ ବାଜି ମାରିଛି ୫ ଥରରବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ଆଉ ବିଶ୍ୱରେକର୍ଡ କରିବାରୁ ଅଳ୍ପକେରୁ ବର୍ତ୍ତିଛି ନ୍ୟୁଜିଲାଣ୍ଡ । ଧର୍ମଶାଳାରେ…

ମନୋଜଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ

ଭୁବନେଶ୍ୱର, ୨୮ା୧୦ (ଡିକେ ନୁ୍ୟଜ୍): ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ନିଜରମନୋଭାବକୁ ସ୍ପଷ୍ଟ କରିଛନ୍ତିଅଭିନେତା ତଥା ସିନେ କଳାକାର ସଂଘର ସଂପାଦକଶ୍ରୀତମ ଦାସ । ଶ୍ରୀତମକହିଛନ୍ତି, ମନୋଜ ପଶ୍ଚିମ…

ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ

କଟକ, ୨୮ା୧୦ (ଡିକେ ନୁ୍ୟଜ୍):ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତନିଦେ୍ର୍ଦଶକ ସ୍ୱରୂପ ନାୟକ । କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ଶେଷକୃତ୍ୟ ସଂପନ୍ନକରାଯାଇଛି । ସ୍ୱରୂପଙ୍କୁ ତାଙ୍କ ବଡ଼ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷକୃତ୍ୟସଂପନ୍ନ ସମୟରେ ବହୁ ବିଶିଷ୍ଟ…

ଗାଜାରେ ଯଦ୍ଧୁ ବନ୍ଦ ପାଇ ଁ ଡବ୍ୟ୍ଲ ଏୁ ଚଓ୍ ମଖୁ ୍ୟଙ୍କ ନେି ବଦନ

ୱାଶିଂଟନ: ଗାଜାରେ ଅବସ୍ଥାଅତ୍ୟନ୍ତ ଖରାପ । ଆମେ ଆମରକର୍ମଚାରୀଙ୍କ ବିଷୟରେ ଚିନ୍ତିତ ।ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ ।ତେଣୁ ଖୁବ୍ଶୀଘ୍ର ଯୁଦ୍ଧ ବନ୍ଦକରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଶକ୍ତିଶାଳୀଦେଶମାନଙ୍କୁ ନିବେଦନକରିଛନ୍ତି । ଡବ୍ଲ୍ୟୁଏଚ୍ଓ ମୁଖ୍ୟଟେଡ୍ରୋସ…

ସଡ଼କ ଦୁର୍ଘଟଣାରେ ୩୫ ଜଣଙ୍କ ମୃତୁ୍ୟ

ନୂଆଦିଲ୍ଲୀ: ଇଜିପ୍ଟର ବେହେରା ରୋଡ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, ବେହେରା ରୋଡ୍ରେ ଏକାସାଙ୍ଗରେ ଅନେକ ଗାଡି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩୫ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଅନେକ ବସ୍ ଓ ର୍କା…

ଆମେରିକାରେ ବଢ଼ିଛି ଭାରତୀୟ ଆମ୍ବର ଚାହିଦା

ଭାରତୀୟ ଆମ୍ବର ଚାହିଦା । ଆମ୍ବରପ୍ତାନିକାରୀମାନଙ୍କ ମଧ୍ୟରେଭାରତର ସ୍ଥାନ ଅନ୍ୟତମ । ଭାରତରମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀମଧ୍ୟରୁ ଜଣେ । ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି ।ତେବେ ଭାରତୀୟ ଆମ୍ବର ଫିଭର ଘାରିଛି ଆମେରିକୀୟଙ୍କୁ । ମାତ୍ର୫ମାସ ମଧ୍ୟରେ,…

ସଫଳତାର ଚାବିକାଠି ସଂଘର୍ଷ : ଡ. ଅଚୁ୍ୟତ ସାମନ୍ତ

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଜୟଦେବ ଭବନ ପରିସରଗୀତଗୋବିନ୍ଦ ସଦନରେ ବିଶ୍ୱମୁକ୍ତିପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ ପୁସ୍ତକଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ତଥା କନ୍ଧମାଳ ସାଂସଦଡ. ଅଚୁ୍ୟତ ସାମନ୍ତଙ୍କ ଜୀବନୀ ଉପରେମୀନତିବାଳା…