୮ ଯାଏଁ ଘୁଞ୍ଚିଲା ବସ୍ ଧର୍ମଘଟ

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ପୁଣି ଘୁଞ୍ଚିଲା ଘରୋଇବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି । ନଭେମ୍ବର ୮ଯାଏଁ ପୁଣି ଘୁଞ୍ଚିଲା ବସ୍ ଧର୍ମଘଟ । ୮ ତାରିଖ ଦିନ ଅଲ୍ ଓଡ଼ିଶା ବୈଠକ ସେଦିନ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।ଏନେଇ ଶନିବାର ବସ୍ ମାଲିକ ସଂଘ ବେଠକରେ ନିଷ୍ପତ୍ତିହୋଇଛି ।…

ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ରାଜଭବନରେରାଜ୍ୟପାଳ ରଘୁବର ଦାସ । ପୁରୀରୁ ଆସି ଭୁବନେଶ୍ୱରରେପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ନେବାପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ…

ଏସିଆନ ପାରା ଗେମ୍ସକ୍ର୧୧୧ ପଦକ ସହ ଭାରତ ଅଭିଯାନ ଶେଷ

ହାଙ୍ଗଝୌ, ୨୯ା୧୦: ଚୀନରେଶନିବାର ଶେଷ ହୋଇଥିବା ଏସୀୟପାରା କ୍ରୀଡ଼ାରେ ଭାରତ ଐତିହାସିକ ସଫଳତା ପାଇଛି । ଏହି ବିବିଧଖେଳରେ ଭାରତ ୨୯ ସ୍ୱର୍ଣ୍ଣ ପଦକସହ ମୋଟ ୧୧୧ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।ଶନିବାର ଅନ୍ତିମ ଦିବସରେ ଭାରତଆଉ ୧୨ ପଦକ ଯୋଡ଼ିଥିଲା । ଏହି ସଫଳତାରେ ୩୧ ରେପ୍ୟ ଓ…

ଜାତୀୟ କ୍ରୀଡ଼ା: ପ୍ରଣତିଙ୍କୁ ଚତୁର୍ଥ ସ୍ୱଣ୍ଣ

ଭୁବନେଶ୍ୱର/କଟକ, ୨୯ା୧୦ (ଡିକେ ନୁ୍ୟଜ୍):ଚଳିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାଶନିବାର ଗୋଟିଏ ସ୍ୱର୍ଣ୍ଣ ସହ ୬ ପଦକ ପାଇଛି । ଏହାମଧ୍ୟରେ ସ୍ୱର୍ଣ୍ଣ ବ୍ୟତୀତ ୪ ରୌପ୍ୟ ଓ ୧କାଂସ୍ୟ ପଦକ ସାମିଲ ଅଛି । ଫଳରେ ଓଡ଼ିଶାରମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଶନିବାର ମହିଳା ଜିମ୍ନାଷ୍ଟିକ୍ସରେ…

ଭିଡିଓ ମାଧ୍ୟମରେ ଜବାବ ଦେଲେ ଦୀପିକ

ମୁମ୍ବାଇ, ୨୯ା୧୦: ଦୀପିକାପାଦୁକୋନ-ରଣବୀର ସିଂହ ଏବେକିଛିଦିନ ହେବ ସୋସିଆଲମିଡିଆରେ ହେଡ଼ଲାଇନରେ ଅଛନ୍ତି ।"କଫି ୱିଥ୍ କରନ -୮'ରେ ସାମିଲ ହୋଇ ଏହି କପଲ ପରସ୍ପରବିଷୟରେ ବହୁତ କିଛି କହିଥିଲେ ।ତେବେ ଏହି ଶୋ'ରେ ଦୀପିକାକହିଥିବା କିଛି କଥା ପାଇଁ ତାଙ୍କୁଟ୍ରୋଲ ହେବାକୁ ପଡ଼ିଥିଲା ।…

ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଓଲିଉଡରେ ·ଲିଥିବା ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅରିନ୍ଦମ ରାୟ । ବିବାଦର ସମାଧାନ ପାଇଁ ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ ଘରେ କରିବା । ଆମ ଘର କଥାରେ ରାଜନୀତିର…

ନେତାଜୀ ବସ୍ ଟର୍ମିନାଲ୍ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

କଟକ, (ଡିକେ ନୁ୍ୟଜ୍): ୫-ଟି ଅଧ୍ୟକ୍ଷକଟକରେ ନୂତନ ଭାବେ ନିର୍ମିତ ଓକାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍ ଟର୍ମିନାଲ୍ ରବିବାର ପରିଦର୍ଶନକରିଛନ୍ତି । ଏହି ଅବସରରେ ସେଲୋକଙ୍କ ମତାମତ ଜାଣିବା ପାଇଁଯାତ୍ରୀ, ବିକ୍ରେତା, ସେବା ପ୍ରଦାନକାରୀ, ବସ୍ ଅପରେଟର ଏବଂଅନ୍ୟାନ୍ୟ କର୍ମ·ରୀଙ୍କ ସହଆଲୋଚନା…

“ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ "ମେରା ଯୁବା ଭାରତ'"ମନ୍ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ନିଜର ମାସିକ ରେଡିଓକାର୍ଯ୍ୟକ୍ରମ "ମନ୍ କି ବାତ'ର୧୦୬ ତମ ଏପସୋଡ ମାଧ୍ୟମରେଲୋକମାନଙ୍କୁ ଲୋକାଲ ଜିନିଷକଣିବାକୁ ଅନୁରୋଧ କରିଛନ୍ତି…

ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କିବାତର ୧୦୬ ତମ ଏପିସୋଡରବିବାର ପ୍ରସାରିତ ହୋଇଥିଲା । ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀଦେଶକୁ ସମ୍ବୋଧିତ କରିଥିଲେ । ମନକି ବାତ ଅଲ ଇଣ୍ଡିଆ ରେଡିଓରେ ସିଧାପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି…

ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ

ନୂଆଦିଲ୍ଲୀ: ଭାରତର ଘରୋଇଟେଲିକମ କମ୍ପାନୀଗୁଡ଼ିକ ୫ ଜି କୁଟପି ୬ ଜି ପାଇଁ ଉଦ୍ୟମ ଆରମ୍ଭକରିଥିବା ବେଳେ ସରକାରୀଘରୋଇ କମ୍ପାନୀ ବିଏସ୍ଏନ୍ଏଲ୍ (ଭାରତ ସଂଚାର ନିଗମ ଲିମିଟେଡ୍)ଧୀର ଗତିରେ ଚାଲୁଛି । କମ୍ପାନୀଡିସେମ୍ବର ମାସରେ ଦେଶରେ ୪ଜିଲଞ୍ଚ୍ କରିବ ବୋଲି ଘୋଷଣା କରିଛି ।ତାହା ପୁଣି ପାଇଲଟ୍…