ବାଲେଶ୍ୱର ଓ ବଲାଙ୍ଗୀରରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶାନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢକରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ।ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତିପଞ୍ଚାୟତ, ପ୍ରତି ଗାଁ । ଆଜି…

ମୃତୁ୍ୟଦଣ୍ଡ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ: ଜାସୁସୀ ଅଭିଯୋଗରେକତାରରେ ମୃତୁ୍ୟଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କ ପରିବାରକୁ ଭେଟିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍.ଜୟଶଙ୍କର । ସେମାନଙ୍କମୁକୁଳାଇବା ପାଇଁ ସରକାର ଚେଷ୍ଟା କରୁଥିବା ନେଇ ସେ କହିଛନ୍ତି ।ଗୁପ୍ତଚର ଅଭିଯୋଗରେ ଏହି ପୂର୍ବତନଅଧିକାରୀମାନଙ୍କୁ ଗତ ବର୍ଷ ଗିରଫ…

ଚାଇନା ମୋବାଇଲ ଠାରୁ ଦୂରେଇଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟମାନେଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁଦୂରେଇବାରେ ଲାଗିଛନ୍ତି । ଇଣ୍ଟର ନ୍ୟାଶନାଲ ଡାଟା କର୍ପୋରେଶନ(ଆଇଡିସି) ରିପୋର୍ଟ ଅନୁଯାୟୀ,୨୦୨୩ ବର୍ଷର ତୃତୀୟ ତ୍ରୟ ମାସିକରେ ସାମସଙ୍ଗ ଏବଂ ଆପଲବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକହୋଇଛି । ବଜାର ଅଂଶଧନ ଦୃଷ୍ଟିରୁ ଏହି ଉଭୟ…

ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: କିଛି ମାସ ଧରିଟମାଟୋର ମୂଲ୍ୟ ସାଧାରଣଲୋକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ପିଆଜର ମୂଲ୍ୟମଧ୍ୟ ଚିନ୍ତା ବଢାଉଛି । ଗତ କିଛି ଦିନହେବ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେଦିଲ୍ଲୀ ଏନସିଆରରେ ପିଆଜ ଦରଦ୍ୱିଗୁଣିତ ହୋଇଛି । ଏହା ବ୍ୟତୀତ…

ଟିପି ଓଡ଼ିଶା ଡିସ୍କମ୍ ପକ୍ଷରୁ ୫୩ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଟାଟାପାୱାର ଓ ଓଡ଼ିଶା ସରକାରଙ୍କ ଯୌଥଉଦ୍ୟୋଗ ଟିପି ଓଡ଼ିଶା ଡିସ୍କମ୍ ଗୁଡ଼ିକ ପକ୍ଷରୁ ୫୩ ହଜାରରୁଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟରେ ଟାଟା ପାୱାରଯୋଗାଣକାରୀଙ୍କ ଠାରୁ ଆରମ୍ଭକରିସେବା…

ଥାନାରେ ହାଜର ହେଲେ ରାପ୍ ଗାୟକ ବାଦଶାହା

ମୁମ୍ବାଇ, ୩୦ା୧୦: ଥାନାରେ ହାଜରହେଲେ ରାପର ବାଦଶାହ । ବେଟିଂ ଆପ୍"ଫେୟାରପ୍ଲେ'ରେ ଆଇପିଏଲ୍ ଦେଖିବାକୁ ବିଜ୍ଞାପନ କରି ଲୋକଙ୍କୁ ପ୍ରୋତ୍ସାହିତକରିଥିବାରୁ ଭାଇକମ ୧୮ ନେଟ୍ୱାର୍କବାଦଶଙ୍କ ବିରୋଧରେ ଅଭିଯୋଗ କରିଛି । ବାଦଶାହଙ୍କ ସମେତ ୪୦ଜଣ ବଲିଉଡ୍ଅଭିନେତାଙ୍କ ବିରୋଧରେ ଅଭିଯୋଗକରିଛି…

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି ।

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ ଜୀବେଦୟା ଓ ପରିବେଶ ସୁରକ୍ଷା ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମରତ ।

୧୮ ହଜାର ରନ୍ କ୍ଲବରେ ରୋହିତ

ଲକ୍ଷ୍ନୌ, ୩୦ା୧୦: ଭାରତୀୟ କ୍ରିକେଟ ଦଳରଅଧିନାୟକ ରୋହିତ ଶର୍ମା ରବିବାରଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରଣ କରିଛନ୍ତି । ପଞ୍ଚମ ଭାରତୀୟ ଭାବେ ସେଏହି ଉପଲବ୍ଧି ହାସଲ କରିଛନ୍ତି । ସେ ୪୫୭ତମମ୍ୟାଚରେ ୪୭୭ଟି ଇନିଂସରୁ ୧୮ ହଜାର ରନ ପୂରଣ କରିଛନ୍ତି । ରବିବାର ଲକ୍ଷ୍ନୌର ଭାରତରତ୍ନ…

ଉନ୍ନତିର ଶୀର୍ଷ ଛୁଇଁବ ରାୟଗଡ଼ ଓ ଝାରସୁଗୁଡ଼ା ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶାସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢକରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତିପଞ୍ଚାୟତ, ପ୍ରତି ଗାଁ ।…

ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ୱାନ

ବେନାମୀ ଡିଜିଟାଲ କାରବାରରେ ଲାଗିବ ରୋକ୍ଦ୍ଭ କର୍କଟରୂପୀ ଦୁର୍ନୀତି ଉପରେ ଆବଶ୍ୟକ ସର୍ଜିକାଲ ଷ୍ଟ୍ରାଇକ୍ : ଜେଠୱାଦ୍ଭ ଅଫିସରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ନେଲେ ଶପଥ ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ…