ଭିସା କୋହଳ ନେଇ ଭାରତର ନିଷ୍ପତ୍ତିକୁ କାନାଡ଼ାର ସ୍ୱାଗତ

ନୂଆଦିଲ୍ଲୀ: ବୁଧବାର ଭାରତକାନାଡ଼ା ନାଗରିକଙ୍କ ପାଇଁ ଭିସାନୀତିରେ କୋହଳ କରିବା ପରେଖୁସି ହୋଇଛି କାନାଡ଼ା । ଭାରତରଏହି ନିଷ୍ପତ୍ତିକୁ କାନାଡ଼ା ପକ୍ଷରୁସ୍ୱାଗତ କରାଯାଇଛି । ଆଜି ଠାରୁକୋହଳ ନିଦେ୍ର୍ଦଶ ଲାଗୁ ହୋଇଥିବାରୁ କାନାଡ଼ାର ସରକାରଙ୍କପକ୍ଷରୁ ପ୍ରତିକ୍ରିୟା ଜାରିକରାଯାଇଛି । କାନାଡ଼ା…

ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ

ଭୁବନେଶ୍ୱର,୨୬ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବାପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହିକାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ,ପ୍ରତି ଗାଁ । ଆଜି…

ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇ ଘରେ ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ଭରିଯାଉ ବିଜୟାଦଶମୀ…

ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇ ଘରେ ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ଭରିଯାଉ ବିଜୟାଦଶମୀ ଅବସରରେ ଡୁମାଣି ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ, ଆଇନଜୀବୀ ତଥା ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ପ୍ରାର୍ଥନା...

ପ୍ରଥମଥର ବିଶ୍ୱକପରେ ଭାରତଠାରୁ ହାରିଲା ନୁ୍ୟଜିଲାଣ୍ଡ

ଧର୍ମଶାଳା, ୨୨ା୧୦ :ଧର୍ମଶାଳାରେ ଅନୁଷ୍ଠିତ ଆଇସିସିବିଶ୍ୱକପର ଏକ ମ୍ୟାଚରେନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଦେଇଛି ଭାରତ । ୨୦୦୩ ପରେ ପ୍ରଥମଥର ପାଇଁ ବିଶ୍ୱକପରେଭାରତଠାରୁ ପରାଜୟ ବରଣ କରିଛିନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଯାଇଛିଭାରତ । ବିଜୟ ପାଇଁ…

କିଶୋର ରଥ ଏସୀୟ କ୍ରୀଡା ପାଇଁ ମନୋନୀତ

ପାରଳାଖେମୁଣ୍ଡି,୨୨ା୧୦(ଡିକେ ନୁ୍ୟଜ୍):ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖରେଫିଲିପାଇନସରେ ହେବାକୁ ଥିବା ଏସୀୟକ୍ରୀଡା ପ୍ରତିଯୋଗିତାରେ ୧ÿ୦୦…

କିଟ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଚୀନ୍ହାଙ୍ଗଝଉରେ ନିକଟରେ ଶେଷହୋଇଥିବା ୧୯ତମ ଏସିଆନ୍ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟକ୍ରୀଡ଼ାରେ ପଦକ ହାସଲ କରିଥିବାକିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନାଦିଆଯାଇଛି । ଅଲିମ୍ପିଆନ୍…

ଗୋସାଗରେଶ୍ୱର ମନ୍ଦିର ଗଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏକାମ୍ର କ୍ଷେତ୍ରସ୍ଥିତବିଭିନ୍ନ ଶକ୍ତିପୀଠରେ ରବିବାର ମହାଷ୍ଟମୀ ତିଥିପାଳିତ ହେଉଛି । ତେଣୁ ପୁରୁଣା ଭୁବନେଶ୍ୱରଚଳଚଞ୍ଚଳ ହୋଇପଡ଼ିଛି । ଏହା ଭିତରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଗୋସାଗରେଶ୍ୱର ମନ୍ଦିର ଯାତ୍ରା ବିଧିଏହି ଭିଡ଼କୁ ଆହୁରି ବେଶି ବାଇଛି ।…

ପୂଜା ମଣ୍ଡପରୁ ଝାମ୍ପି ନେଲେ ୪ ସୁନା ଚେନ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଦୁର୍ଗାପୂଜାରେସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ।ବିଭିନ୍ନ ପୂଜା ମଣ୍ଡପରେ ଭଳି କି ଭଳିତୋରଣ ସହ ଡେକୋରେସନ୍ ଲୋକଙ୍କୁକରୁଛି ଆକୃଷ୍ଟ । ମଣ୍ଡପଗୁଡିକରେ ପୂଜାଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । ହେଲେମା'ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁଲୁଟିବାକୁ…

ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଶାରଦୀୟ ଦୁର୍ଗାପୂଜା ଅବସରରେରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମା'ଙ୍କ ନିକଟରେ ରାଜ୍ୟବାସୀଙ୍କସୁଖ, ଶାନ୍ତି ଓ ସମୃଦ୍ଧି କାମନାକରିଛନ୍ତି । ପାର୍ବଣର ଅମୃତ ଲଗ୍ନରେମା'ଙ୍କ ଆଶୀର୍ବାଦ ସମସ୍ତଙ୍କଜୀବନରେ ଶାନ୍ତି ଓ ଆନନ୍ଦ…

୫.୩ ତୀବ୍ରତାର ନେପାଳରେ ଭୂମିକମ୍ପ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ନେପାଳଭାରତସୀମା । ୫.୩ ତୀବ୍ରତାର ଭୂକମ୍ପଝଟକା ଅନୁଭୂତ । ଆଜି ସକାଳୁନେପାଳରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ପ୍ରାୟ୫୫ କିଲୋମିଟର ପଶ୍ଚିମରେଧାଡିଙ୍ଗରେ ରହିଛି । ତେବେ ବର୍ତ୍ତମାନଯାଏ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି…