୧୦ ବର୍ଷରେ ଅର୍ଥନୀତି ତିନି ଗୁଣା ବୃଦ୍ଧ

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି । ସରକାରୀ ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା…

ଇଟିସି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଠାରେ ସୋମବାର ଇକୋ ଟୁରିଜମ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଧର୍ମଗଡ ବନାଞ୍ଚଳ ବିଭାଗ ର…

ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା । ହତ୍ୟା କାଣ୍ଡ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗାଁ ର ଦିଲ୍ଲୀପ ପାତ୍ର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଦିଲ୍ଲୀପଙ୍କୁ ହତ୍ୟା କରାଯାଇଛି l ଦିଲ୍ଲୀପଙ୍କ ଘର ସମ୍ମୁଖରେ ରେ ହିଁ କିଛି…

ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ପ୍ରସୂତି ଛୁଟି ପାଇବାକୁ ହକଦାର: ଓଡ଼ିଶା ହାଇକୋଟ

କଟକ, : ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମଧ୍ୟ ପ୍ରସୂତି ଛୁଟି ପାଇବାକୁ ହକଦାର । ନିଯୁକ୍ତିର ପ୍ରକାର ଆଧାରରେ ଏହି ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପୁନରାବୃତ୍ତି କରିଛନ୍ତି । ଏହି ରାୟ…

କୃଷି ଓ କୃଷକ ତାଲିମ ଶିବିର: ମାଣ୍ଡିଆ ଉତ୍ପାଦନ ପାଇଁ ପ୍ରୋତ୍ସାହନ

ଫୁଲବାଣୀ, : ଫୁଲବାଣୀକ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ପାଇଁ କନ୍ଧମାଳ ଜିଲ୍ଲାରେ ଶ୍ରୀ ଅନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଟିକାବାଲୀ ବ୍ଲକ୍‌ରେ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା କୃଷି ବିଭାଗଙ୍କ ମିଳିତ ସହାୟତାରେ ଏହା ଚାଲୁରହିଛି । ଏହି…

ରଣବୀରଙ୍କ ଜନ୍ମଦିନରେ ଆସିଲା \”ଧୁରନ୍ଧର\’ ଟିଜର

ମୁମ୍ବାଇ, : ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା । ରଣବୀରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର \"ଧୁରନ୍ଧର\'ର ଟିଜର ରବିବାର ରିଲିଜ୍ କରାଯାଇଛି । ଟିଜରରେ ରଣବୀର ସିଂହ ଦମଦାର…

ଟ୍ରାଫିକ ପୋଲିସ ସାଜିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର, : ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ ବ୍ୟବହାର…

୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାର

ଖଲ୍ଲିକୋଟ ଗଞ୍ଜାମ ଖଲ୍ଲିକୋଟ ସାନଘାଟି ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଗତ ଗୁରୁବାର ସନ୍ଧ୍ୟାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରିପୁର ଗାଁର ଶଙ୍କର ମହାରଣାଙ୍କୁ କ୍ରିକେଟ ଖେଳୁଥିବା…

ପୁରୁଷୋତ୍ତମପୁର ନୂତନ ଏସଡ଼ି ପିଓଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇଲେ ସେବା ସାମ୍ବାଦିକ ସଙ୍ଘ କର୍ମକର୍ତ୍ତା ମାନେ

ଆଜି ପୁରୁଷୋତ୍ତମପୁର ରେ ନୂତନ ଏସ ଡି ପି ଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପୁରୁଷୋତ୍ତମୁର ସେବା ସାମ୍ବାଦିକ ସଂଘ କର୍ମକର୍ତ୍ତା ମାନେ | ପୂର୍ବତନ ଏସ ଡି ପିଓ ଡ଼ଃ ଦୀପକ କୁମାର ମିଶ୍ରଙ୍କ ଅଚାନକ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସ ଡି ପି ଓଭାବେ ଭଞ୍ଜ ନଗର ଠାରେ ଅବସ୍ଥାପିତ…

ରମେଶ ଙ୍କ ନଜର ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ

ସୋରଡ଼ା : ଗଞ୍ଜାମ ଜିଲ୍ଲା ର ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ବେଲଗୁଣ୍ଠ ବ୍ଲକର ୨୦୦ ରୁ…