ଅଗ୍ନିକାଣ୍ଡରେ ୨ ପରିବାରର ଘର ପୋଡ଼ି ନଷ୍ଟ
ଭଞ୍ଜନଗର, : ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ଅଧୀନ ଭୁରୁଡୁପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ଘର ପୋଡି ହୋଇଥିବା ଜଣାପଡିଛି। ଗ୍ରାମର ଧୋବା ଗୁରୁ ଓ ମଙ୍ଗୁଳୁ ଗୁରୁଙ୍କ ଘରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡି ଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ…