ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଦୁଇ ଦିନିଆ ବାର୍ଷିକୋତ୍ସବ ପାଳନ ଅବସରରେ ଆଜି ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା କକ୍ଷ ଠାରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ…

ବିଜେପି ମଣ୍ଡଳ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଆଠମଲ୍ଲିକ,; ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟ ମାନଙ୍କ ସୌଜନ୍ୟ ରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମ ର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର…

ଭୁବନେଶ୍ୱରରେ ଶବରୀ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୭: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର…

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩ା୭: ଗୁରୁବାର ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ -"ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା'ରେ…

ଘାନା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୩ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି…

କୋରୋନା ଭ୍ୟାକ୍‌ସିନ ଓ ହାର୍ଟ ଆଟାକ୍ ଯୋଗୁ ହେଉଥିବା ମୃତ୍ୟୁ ମଧ୍ୟରେ ନାହିଁ ସଂପର୍କ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ,: ଦେଶରେ ଗତ କିଛି ଦିନ ହେବ ହାର୍ଟ ଆଟାକ କାରଣରୁ ହଠାତ୍ ମୃତ୍ୟୁର ଅନେକ ଘଟଣା ଦେଖିବାକୁ ମିଳୁଛି । ଏହାପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଏହାର ସଂପର୍କ କୋଭିଡ୍ ଟିକା ସହ ଅଛି କି? ଏହି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍‌-୧୯ ଟୀକାକରଣ ସଂପର୍କରେ…

ବାହୁଡ଼ିବେ ମହାବାହୁ, ରଥହେଲା ଦକ୍ଷିଣ ମୋଡ

ପୁରୀ, : ଆସନ୍ତା ୫ ତାରିଖରେ ବାହୁଡ଼ାଯାତ୍ରା । ନବଦିନ ଯାତ୍ରା ଶେଷ କରି ଶ୍ରୀମନ୍ଦିରର ରତ୍ନ ବେଦୀକୁ ଫେରିବେ ଦାରୁ ବିଗ୍ରହ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ବୁଧବାର ଘୋଷଯାତ୍ରାର ଷଷ୍ଠ ଦିବସରେ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି । ମଙ୍ଗଳବାର ରାତି ୩ଟା ୫୫ରେ…

ପୁଣି ରହିତାଦେଶ ଜାରୀ କଲେ ହାଇକୋର୍ଟ

ବ୍ରହ୍ମପୁର : ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍ ଭାବରେ ଅହେତୁକ ଘରପାନୁ ବୃଦ୍ଧିକୁ ଯେଉଁପରି ଭାବରେ ମହାନଗର ନିଗମ କର୍ତୃପକ୍ଷ ବ୍ରହ୍ମପୁରବାସୀ ଙ୍କ ଉପରେ ଜୋର୍ ଜବରଦସ୍ତି ଲଦି ଦେଇଥିଲେ, ତାହାର ଵିରୁଦ୍ଧରେ ବ୍ରହ୍ମପୁରର ଜଣାଶୁଣା ବରିଷ୍ଠ ଆଇନଜୀଵୀ, ବିଜେପି ନେତା ତଥା ରାଜ୍ୟ…

ସମିତି ସଭ୍ୟ ଆତ୍ମହତ୍ୟା ମାମଲା, ମୃତ୍ୟୁ ପରେ ମିଳିଲା ନ୍ୟାୟ,ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

ଧର୍ମଗଡ : ଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ର ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତ ୨୪ ତାରିଖରେ ନିଜ ଗାଁ ପିପଳପଡା ଘରେ ଆତ୍ମହତ୍ୟା କରିଥିଲେ।ଆତ୍ମହତ୍ୟା ପୂର୍ବରୁ ସେ କୋକସରା ଥାନା ରେ ଗତ ମାସ ୧୬ ତାରିଖରେ ଲିଖିତ ଅଭିଯୋଗ କରି ସ୍ଥାନୀୟ ବନ୍ଧପଡା ଗ୍ରାମର ଜଣେ…

ଲଡୁଗାଁ ବାନେର ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ନିର୍ମାଣ କେବେ ହେବ ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରୁ ଜୟପାଟଣା ବ୍ଲକ ବାନେର କୁ ସଂଯୋଗ କରୁଥିବା ୧୪ କିମି ରାସ୍ତା ର ଅବସ୍ଥା ଦୀର୍ଘବର୍ଷ ହେବ ଅତି ଶୋଚନୀୟ ହୋଇ ପଡିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ର ପ୍ରତିଶ୍ରୁତି…