Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ , ୮୪ଟି ନୂଆ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୁଦୃଢ ହେବ ସ୍ୱାସ୍ଥ୍ୟସେବା । ରାଜ୍ୟର ଉପକୂଳରୁ ଉପାନ୍ତ ଆହୁରି ସୁଦୃଢ ହେବ ସ୍ୱାସ୍ଥ୍ୟସେବା । ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି । ୨୭ଟି…
ନୂତନବର୍ଷରେ ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ ପାଇଁ ଶପଥ ପାଠ
ବାଙ୍କୀ: ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଡମପଡା ସମନ୍ୱିତଶିଶୁ ବିକାଶ ବିଭାଗ ପକ୍ଷରୁ ସିଡିପିଓ ନିର୍ମଳା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲା ବାଲ୍ୟ…
ନୂତନ ବର୍ଷ-୨୦୨୧ ହାର୍ଦ୍ଦିକ ଅଭିନନ୍ଦନ
ନୂତନ ବର୍ଷ-୨୦୨୧ ଆପଣମାନଙ୍କୁ ସୁଖ, ସମୃଦ୍ଧି ଦେଉ । ଆପଣଙ୍କ ଚଲାପଥ କୁସୁମିତ ହେଉ । କରୋନା ମହାମାରୀର ପ୍ରକୋପରୁ ବିଶ୍ୱବାସୀ ତ୍ରାହି ପାଆନ୍ତୁ, ଏହାହିଁ ମୋର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଏଥି ସହ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତାଙ୍କୁ ମୁଁ ଏବଂ ମୋର ‘ଡୁମାଣୀ ଖବର’…
ସମ୍ଭାବନାର ନୂଆଁ ସକାଳ
ନୂଆଁ ବର୍ଷର ସ୍ୱାଗତ ଉତ୍ସବ ମଉଜମସ୍ତି ପାଇଁ ନୁହଁ, ବରଂ ଆଗାମୀ ଜୀବନକୁ ସୁସ୍ଥ ଓ ସାବଲୀଳ ଢଙ୍ଗରେ ବଂଚିବା ପାଇଁ ଏହା ଏକ ପ୍ରସ୍ତୁତି ପର୍ବ । ପୁରୁଣା ବର୍ଷ କୁ ବିଦାୟ ଦେଲା ବେଳେ ବିଗତ ଦିନର ଦାୟିତ୍ୱ ସବୁ କିଭଳି ନିର୍ବାହ କରିପାରିଛୁ ତା'ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ…
ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ବର୍ଷ ଶୁଭେଚ୍ଛା
ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀ ନବୀକରଣ ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ଯାହା ଦ୍ୱାରା ଦେଶ ପ୍ରଗତି ଆଡ଼କୁ ଆହୁରି ଆଗେଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । କରୋନା ମହାମାରୀ ସମୟରେ ଦେଶ…
ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି…
ବିଫଳ ହେବନି ସହିଦଙ୍କ ତ୍ୟାଗ
କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ସ୍ମାରକୀ, ଲିପିବଦ୍ଧ ହେବ କରୋନା ଯୋଦ୍ଧାଙ୍କ ନାମ
ଭୁବନେଶ୍ୱର: ଭୁବନେଶ୍ୱରରେ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ । କୋଭିଡ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଟ୍ବିନ୍ ସିଟିରେ ଆଜି ରାତି ୯ରୁ ୧୪୪ ଧାରା
ଭୁବନେଶ୍ୱର: ଗୋଟିଏ ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ତେବେ ରାଜ୍ୟ ସରକାରଙ୍କ ନାଇଟ୍ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍ ଟ୍ବିନ୍ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା…