ଆଜି ରାତିରୁ ଜାରି ହେବ ନାଇଟ୍ କର୍ଫ୍ୟୁ ହେବନି ନୂଆବର୍ଷ ସେଲିବ୍ରେସନ୍

ନୂଆଦିଲ୍ଲୀ: ବ୍ରିଟେନରୁ ଆସିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଆଖିଆଗରେ ରଖି ଏଥର ଦିଲ୍ଲୀରେ ପାଳନ ହେବନି ନୂଆବର୍ଷ ସେଲିବ୍ରେସନ୍‌ । ଆଜି ରାତି ୧୧ ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣା ପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବାରଣ…

ବିଦା ହେଲେ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଦୁର୍ନୀତି ଓ ଅପାରଗତା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ବିଜେଡି ଯୁବ ପରିଷଦ ବୈଠକରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସରପଞ୍ଚଙ୍କଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏବଂ…

ରାମ ମନ୍ଦିର ନିର୍ମାଣରେ ବାଧା: ମନ୍ଦିର ତଳୁ ମିଳିଲା ସରାୟୁ ନଦୀର ଧାରା

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବାଧା । ରାମ ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରିଛି ସରାୟୁ ନଦୀର ଧାରା । ମଙ୍ଗଳବାର ଦିନ ସୂଚନା ମିଳିଛି ଯେ, ମନ୍ଦିର ନିର୍ମାଣ ପାଇଁ ପଡ଼ିଥିବା ମୂଳଦୁଆ ତଳେ ସରାୟୁ ନଦୀର ଧାରା ମିଳିଛି । ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟରେ ଆଗକୁ ଅସୁବିଧା…

ଗଜପତି ଜିଲ୍ଲାରୁ କମ ଦରରେ ଆନ୍ଧ୍ରକୁ ଚାଲାଣ ହେଉଛି ଧାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଧାନ ମଣ୍ଡିରୁ ଚାଷୀର ଆବଶ୍ୟକତାକୁ ଦେଖି ଧାନ କିଣା ଯାଉନଥିବା ଚାଷୀମାନେ ଅଭିଯୋଗ କରି ଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏହାକୁ ଅସ୍ୱୀକାର କରିଛନ୍ତି । ଗଜପତି ଜିଲ୍ଲା କୃଷକ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଅଗ୍ରଣୀ ଚାଷୀ କୁନା…

୩ ବର୍ଷ ହେବ ଶୌଚାଳୟରେ ପଡିଛି ତାଲା, କାହା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ବୋଲି ଉଠୁଛି ପ୍ରଶ୍ନ

ମାଲକାନଗିରି: ଦୀର୍ଘ ବର୍ଷ ହେବ ଶୌଚାଳୟ ନିର୍ମାଣ ହୋଇ ତାଲା ପଡିରହିଛି । ତେବେ ପୂର୍ବରୁ ବସଷ୍ଟାଣ୍ଡରେ ଶୌଚାଳୟ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିବାରୁ ଶୌଚାଳୟ ନିର୍ମାଣ କରାଗଲା ସତ କିନ୍ତୁ ଏଯାଏଁ ବ୍ୟବହାରରେ ଆସିପାରିଲା ନାହିଁ ଶୌଚାଳୟ । ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା…

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର : ନବୀକରଣ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି

ଭୁବନେଶ୍ୱର: ପାରାଦୀପ ବନ୍ଦରର ହେବ ବିଶ୍ୱସ୍ତରୀୟ । ବନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍…

ଦୀର୍ଘ ୯ ମାସ ପରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର

ବୈପାରିଗୁଡା: ଆଜି ଠାରୁ ଭକ୍ତ ମାନେ ଦର୍ଶନ କରିପାରିବେ ବାବା ଗୁପ୍ତେଶ୍ଵରଙ୍କୁ । କରୋନା କଟକଣା ପାଇଁ ଦୀର୍ଘ ୯ ମାସ ପରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର ଆଜିଠାରୁ ଖୋଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ…

ନୂଆପଡା ପୋଲିସ କବଜାରେ ବାଇକ ଚୋର ରାକେଟ

ଦୁଇଜଣ ବାଇକ ଚୋର ଗିରଫ,୯ ଗୋଟି ବାଇକ ଜବତ ନୂଆପଡା: ଦୀର୍ଘ ଦୁଇ ମାସ ହେବ ନୂଆପଡା ଥାନା, ଜୋଂକ ଥାନା ଓ ବେଲଟୁକୁରି ଥାନା ଅଞ୍ଚଳରେ ବାଇକ ଚୋରି ଘଟଣା ବୃଦ୍ଧି ପାଇବାକୁ ଲାଗିଥିଲା । ଯାହାକୁ ନେଇ ନୂଆପଡା ଥାନାରେ ଦୁଇ ମାସ ମଧ୍ୟରେ ୫ ଗୋଟି ମାମଲା  ଓ ଜୋଂକ ଥାନାରେ ୪ ଗୋଟି ମାମଲା ରୁଜୁ…

ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହି: ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ସୁରକ୍ଷା ବାହିନୀର ସଚେତନତା ଏବଂ ଦୃଢ ସୂଚନା ବ୍ୟବସ୍ଥା ଆତଙ୍କବାଦୀଙ୍କ ଯୋଜନାକୁ ପୁଣି ଥରେ ପଣ୍ଡ କରିଛି। ଶ୍ରୀନଗର-ବାରାମୁଲ୍ଲା ଉପରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ତିନି ଜଣ ଆତଙ୍କବାଦୀ ୧୬ ଘଣ୍ଟା ଧରି ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିଲେ। ୨୬…

ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଜବାନ ଗୁରୁତର

ମାମଲକାନଗିରି: ବୁଧବାର ସକାଳେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜପୁର ଜିଲ୍ଲାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହେବାରୁ ଜଣେ ‘ଡିଆର୍‌ଜି’ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି । ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି । ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା…