ଦୀର୍ଘ ଦିନ ଧରି ଏଟିଏମ୍ ଅଚଳ, ଲୋକେ ହନ୍ତସନ୍ତ

ମାଲକାନଗିରି: ଦୀର୍ଘ ୭ ଦିନ ଧରି ଅଚଳ ହୋଇପଡିରହିଛି ଏଟିଏମ୍ । ମାଲକାନଗିରି ଜିଲ୍ଲା ବାଲିମେଳା ସଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍ ଅଚଳ ହୋଇଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଜନସାଧାରଣ । ବର୍ତ୍ତମାନ ନୂଆ ବର୍ଷ ଆସୁଥିବା ବେଳେ ଲୋକଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଖୋର୍ଦ୍ଧାରେ ପଦଯାତ୍ରାକୁ ସ୍ୱାଗତ

ଖୋର୍ଦ୍ଧା : ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ଗୃହିତ କରିଥିବା ଯୁଗାନ୍ତକାରୀ ପଦକ୍ଷେପକୁ ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯିବା ସହ ଏକ ସଭା ଆୟୋଜନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ର…

ରାଜନୀତିକୁ ଏବେ ଆସିବେ ନାହିଁ ରଜନୀକାନ୍ତ

ଚେନ୍ନାଇ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା’ ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ଯେ, ସେ ବର୍ତ୍ତମାନ ପାଇଁ…

ଦେଶରେ କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଚିହ୍ନଟ, ବ୍ରିଟେନରୁ ଫେରିଥିବା ୬ ଜଣଙ୍କଠାରେ ଦେଖାଗଲା ସଂକ୍ରମଣର ଲକ୍ଷଣ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ଏକ ନୂତନ ଷ୍ଟ୍ରେନ୍ ପ୍ରବେଶ କରିଛି । ବ୍ରିଟେନରୁ ଫେରିଥିବା ୬ ଜଣଙ୍କଠାରେ ଏକ ନୂତନ ପ୍ରକାରର କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଏହି ସମସ୍ତ ଲୋକଙ୍କୁ ରାଜ୍ୟ ସରକାର ଏକ ପୃଥକ ପୃଥକ କୋଠରୀରେ ରଖିଛନ୍ତି । ସ୍ୱାସ୍ଥ୍ୟ…

କଟକଣା ସହ ଜାନୁଆରୀ ୩ ରୁ ଖୋଲିବ ତାରାତାରିଣୀ ମନ୍ଦିର

ତାରାତାରିଣୀ: ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ତଥା ସବୁଠାରୁ ପ୍ରସିଦ୍ଧ ଓ ବୃହତ ଶକ୍ତି ପୀଠ ତାରାତାରିଣୀ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆ ବର୍ଷରେ ଜାନୁଆରୀ ୩ ତାରିଖ ଦିନ ଠାରୁ ଏହି ମନ୍ଦିରରେ ଜନସାଧାରଣ ମାଙ୍କ ଦର୍ଶନ ଓ ପୂଜାର ସୁଯୋଗ ପାଇବେ । ଚଳିତ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ନୂଆଁ କଥା ଥାଏ : ସାଂସଦ ଚନ୍ଦ୍ର ଶେଖର ସାହୁ

ପାରଳାଖେମୁଣ୍ଡି: ଲୋକ ଆଶା କରିନଥିବା କଥାକୁ କାର୍ଯ୍ୟରେ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକିତ କରି ଦେଇଥାନ୍ତି । ପ୍ରତ୍ୟେକଟି ଜନହିତକାରୀ ଘୋଷଣାରେ ନୂତନତ୍ୱ ଅଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକଟି ଜନମଙ୍ଗଳ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣୀୟ । ଗଜପତି ଜିଲ୍ଲା…

ଅଜିଙ୍କ୍ୟ ରାହାନେ ଅଧିନାୟକତ୍ୱରେ ଭାରତୀୟ ଦଳ ଜିତିଲା ଦ୍ୱିତୀୟ ଟେଷ୍ଟ ମ୍ୟାଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ୍ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍‌ରେ ୩୬ ରନରେ ଲଜ୍ଜାଜନକ ଭାବେ ହାରିବା ପରେ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟରେ ଜିତିଛି । ଦଳର ଏହି ବିଜୟ…

ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ଭିଜିଲାନ୍ସ ପଞ୍ଝାରେ

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ପ୍ୟାଲେସ ଲାଇନରେ ଥିବା ଦୁଇ ମହଲା ଘର ସମେତ ରୁଗୁଡିପଡା ପୈତୃକ ବାସଭବନ ଓ…