ନିୟମ ନମାନି କଲେ ଜଗା ଦର୍ଶନ, ଏବେ ଚାକିରିରୁ ବିଦା ହେଲେ ଏଏନ୍‌ଏମ୍ କର୍ମୀ

ପୁରୀ: ଦର୍ଶନ ନେଇ ଜାରି ହୋଇଥିବା ନିୟମକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ୪ଜଣ ଏଏନ୍‌ଏମ୍ କର୍ମଚାରୀ‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ନିକଟରେ ମନ୍ଦିରରେ ପ୍ରବେଶ ନେଇ ଥିବା କଟକଣାକୁ ନମାନି ଏହି ୪ ଜଣ ଏଏନଏମ୍ କର୍ମୀଙ୍କ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବେଶ…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କଲେ ଯୁବସମାଜସେବୀ ଭାଗୀରଥୀ…

କୋଣାର୍କ: କୋଣାର୍କ ଥାନା ଅଧୀନସ୍ଥ କାକଟପୁରବ୍ଲକର ଧନୀତ୍ରି - ନୂହାଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ମାଧ୍ୟମରେ ନୂତନ ପ୍ରସ୍ତାବିତ ଗ୍ରାମ୍ୟସଡକ ରାସ୍ତା ନିର୍ମାଣ ପାଇଁ ଧନୀତ୍ରି ଗ୍ରାମର ଯୁବସମାଜସେବୀ ଭାଗୀରଥୀ ସ୍ୱାଇଁ ଭରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ…

ରାୟପୁର, କୋରାପୁଟ ଓ ବିଶାଖାପାଟଣା କୁ ସଂଯୋଗ ପାଇଁ ନିର୍ମାଣ ହେବ ୬ ଲେନ ବିଶିଷ୍ଠ ସ୍ବତନ୍ତ୍ର ଏକ୍ସପ୍ରେସ ରାସ୍ତା

କୋରାପୁଟ: କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଦ୍ୱାରା ଭାରତମାଳା ଯୋଜନାରେ ସ୍ବତନ୍ତ୍ର ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ମିଲିଛି । ଏହି ଯୋଜନାରେ କୋରାପୁଟ ଜିଲ୍ଲାର ଶତାଧିକ ଲୋକେ ଜମି ହରାଇବେ । ସରକାରଙ୍କୁ ବଜାର ଦାମ ଠାରୁ ବହୁ କମ ମୁଲ୍ୟ ଦେବାର…

ମେଡିକାଲ-ଇଞ୍ଜିନିୟରିଂ ପାଠ୍ୟକ୍ରମରେ ହେବ ସ୍ଥାନ ସଂରକ୍ଷଣ

ହଟିବ ୨୦୬ଟି ପୁରୁଣା ଆଇନ ନେତା-କର୍ମଚାରୀ ଦେବେ ସମ୍ପତ୍ତି ତାଲିକା ଭୁବନେଶ୍ୱର : ଫୋକସ୍‌ରେ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ । ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା…

ପିପିଲି ବ୍ଲକ, ତହସିଲ ଘେରିଲା ବିଜେପି

ପିପିଲି: ପୁରୀ ଜିଲ୍ଲା ବିଜେପି ସଭାପତି ଅଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଆଜି ପିପିଲି ବ୍ଲକ ଓ ତହସିଲ ଘେରାଉ କରିଛନ୍ତି । ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ହଡ଼ପର ଅଭିଯୋଗ ଓ ଅଚଳ ଥିବା ସାତଶଙ୍ଖ ଶୀତଳ…

ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ବୈଠକ: ଜୋରରେ ଗଣ୍ଡଗୋଳ, ଜୋତା ଏବଂ ଚପଲ ଦ୍ୱାରା ଝଡପ

ନୂଆଦିଲ୍ଲୀ: ସୋମବାର ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବୈଠକରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ଆମ୍ ଆଦମୀ ପାର୍ଟି ଏବଂ ବିଜେପି କାଉନସିଲରଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହି ସମୟ ମଧ୍ୟରେ କାଉନସିଲରମାନଙ୍କ ମଧ୍ୟରେ ଜୋତା ଏବଂ ଚପଲ ଦ୍ୱାରା ହାଥାପାଈ ହୋଇଥିଲା। ଆମ୍ ଆଦମୀ…

ନବ ବିବାହିତ ମହିଳାଙ୍କୁ ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ଡୋଲିରେ ପକାଇଦେଲେ ଶାଶୂଘର ଲୋକ

ବୁଗୁଡା: ନିର୍ଯାତନାର ନିର୍ଦ୍ଦୟ କାହାଣୀ । ବିବାହର ୮ ମାସ ନ ପୁରୁଣୁ ନବ ବିବାହିତ ମହିଳାଙ୍କୁ ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ଡୋଲିରେ ପକାଇଦେଲେ ଶାଶୂଘର ଲୋକ । ନିଷ୍ଠୁର ହେଲେ ଶାଶୂ, ଶ୍ୱଶୁର । ମାଡ଼ ମାରିଲେ, ବୋହୂର ହାତଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗିଦେଲେ । ରାତି ସାରା ରକ୍ତାକ୍ତ ବୋହୂ…

ଆହତ ହେଟା ବାଘ ଉଦ୍ଧାର

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ନିକଟସ୍ଥ ଏମଭି-୧୩ ପାର୍ଶ୍ବରେ ଥିବା ଦରିଗୁଡା ଗ୍ରାମ ନିକଟରେ ଆଜି ବନାଞ୍ଚଳ କର୍ମଚାରୀମାନେ ଏକ ହେଟା ବାଘକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଗତ ରାତିରେ ହେଟା ବାଘଟି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରେ ବିଚରଣ କରୁଥିବା ବେଳେ ଦରିଗୁଡା ଗ୍ରାମ…

ଆଇସିସି ମହେନ୍ଦ୍ର ସିଂ ଧୋନିଙ୍କୁ ଦଶନ୍ଧିର ସବୁଠାରୁ ବଡ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷ ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟ୍ ବିଦାୟ ଦେବାକୁ ଘୋଷଣା କରିଛନ୍ତି। ଧୋନି, ବିଶ୍ୱର ଅନ୍ୟତମ ଅଧିନାୟକ, ଏକ ଦଶନ୍ଧି ଧରି କ୍ରିକେଟ୍ ଜଗତକୁ ଶାସନ କରିଥିଲେ। ଚାମ୍ପିୟନ ଅଧିନାୟକଙ୍କୁ…

ସେନାମୁଖ୍ୟ ଜେନେରାଲ୍‌ ନରଓ୍ଵଣେ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ

ନୂଆଦିଲ୍ଲୀ: ପୂର୍ବ ଏସୀୟ ଦେଶମାନଙ୍କ ସହ ସାମରିକ ସହଯୋଗ ସୁଦୃଢ଼ କରିବା ନିମନ୍ତେ ସୋମବାର ଦିନ ସେନାମୁଖ୍ୟ ଜେନେରାଲ୍‌ ନରଓ୍ଵଣେ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଥିବା କଥା ଏକ ବିବୃତିରେ ସେନା କହିଛି । ମିଆଁମାର, ନେପାଳ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ଏବଂ ସାଉଦି ଆରବ ଗସ୍ତ ପରେ…