ବିଜେଡି @ ୨୪
ଭୁବନେଶ୍ୱର: ଗତକାଲି ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ୨୩ ପୂରି ୨୪ ବର୍ଷରେ ପାଦ ଦେଇଛି ଦଳ । କୋଭିଡ୍ କଟକଣା ଭିତରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଦଳର ସମସ୍ତ ନେତା ଏବଂ ସାଙ୍ଗଠନିକ ପଦାଧିକାରୀଙ୍କୁ ଅବଗତ…