ୟୁରୋପର ଆଠଟି ଦେଶରେ କରୋନାର ନୂତନ ଷ୍ଟ୍ରେନ୍, WHO ଦେଲା ସୂଚନା

ଜେନେଭା: କରୋନା ଜୀବାଣୁ (COVID-19) ର ଏକ ନୂଆ ଷ୍ଟ୍ରେନ୍ ଦେଖାଯିବା ପରେ ବିଶ୍ୱ ଭୟଭୀତ ହୋଇପଡିଛି । ୟୁରୋପର ଆଠଟି ଦେଶରେ ଏପର୍ଯ୍ୟନ୍ତ ନୂତନ କରୋନା ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସୂଚନା ଦେଇଛି । ପରିସ୍ଥିତି ଉପରେ ନଜର ରଖିଥିବା ସଂଗଠନ କହିଛି।…

ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି

ଜାମ୍ମୁ: ପ୍ରଧାନମନ୍ତ୍ରୀ ଆଜି ଜାମ୍ମୁ କାଶ୍ମୀର ପାଇଁ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୧୨.୪୦ ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଯୋଜନା ଜାମ୍ମୁ କାଶ୍ମୀରର ଏକ କୋଟି ଲୋକଙ୍କୁ ଉପକୃତ କରିବ ଯେଉଁମାନେ ଆୟୁଷ୍ମାନ…

୧୮୦ କିଲୋ ଗଂଜେଇ ଜବତ, ୧ଗିରଫ

ବୈପାରିଗୁଡା: ବୈପାରିଗୁଡା ପୋଲିସ ଦ୍ବାରା ଏକ ସ୍ୱିଫ୍ଟ କାରରୁ ୧୮୦ କିଲୋ ଗଂଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଫୁଲପଦର ଗ୍ରାମର ଗଙ୍ଗାଧର ଖରାଙ୍କ ୧୯ ବର୍ଷୀୟ ପୁଅ ଇଲିୟା ଖରା । ପୋଲିସ୍ ପେଟ୍ରୋଲିଂ ବେଳେ…

ଅନ୍ତିମ ପର୍ଯ୍ୟାୟରେ କରୋନା ଟିକା ପ୍ରସ୍ତୁତି, ଚାରିଟି ରାଜ୍ୟରେ ସରକାର ୨୮-୨୯ ରେ ରିହର୍ସାଲ କରିବେ

ନୂଆଦିଲ୍ଲୀ: ଯଦିଓ ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ହୋଇନାହିଁ, ତଥାପି ଏହାର ବିତରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏବଂ ମଙ୍ଗଳବାର ଦିନ ଚାରିଟି ରାଜ୍ୟରେ ଟିକା ବଣ୍ଟନ ବ୍ୟବସ୍ଥାର ରିହର୍ସାଲ କରିବାକୁ…

ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ୨ ଗିରଫ

ଯଦୁପୁର: ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର, କ୍ୟାମେରାମ୍ୟାନ୍ ଓ ଗାଡି ଡ୍ରାଇବରଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ଦୀପକ ଦଳବେହେରା ଓ ଅନିଲ ରାଉତ । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ମହାନ୍ତିଙ୍କୁ ଏ ପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ମାଲକାନଗିରି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିର୍ମାଣରେ ହେଉଛି ଅନିୟମିତତା । ସରକାର ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଅପହଞ୍ଚ ଗାଁ ଗୁଡିକୁ କିପରି ପକ୍କା ରାସ୍ତା ସଂଯୋଗ ହୋଇପାରିବ ସେନେଇ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ଯେହେତୁ ପ୍ରଶାସନିକ ଅଧିକାରୀ ହେଉ…

ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଧର୍ମଗଡ: ସରକାର ଗ୍ରାମାଞ୍ଚଳରେ ଗମନା ଗମନର ସୁବିଧା ପାଇଁ ପକ୍କା ସଡକ ଯୋଜନାରେ ପ୍ରଧାନମନ୍ତ୍ରୀ ରାସ୍ତା ସାଙ୍ଗକୁ ବିଜୁ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଓ ଲାଭଖୋର ମନୋଭାବ ଯୋଗୁଁ ରାସ୍ତା କାମ ନିମ୍ନ ମାନର…

ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆପଡ଼ା: ଆଜି ମଧ୍ୟାହ୍ନରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଜେଂଜରା ଗାଁର ନବୀନ ଠାକୁର ନାମକ ଚାଷୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କିପରି ଲାଭବାନ ହୋଇଛନ୍ତି, ତାକୁ ନେଇ ପ୍ରଧାନମନ୍ତ୍ରୀ ପଚାରି…

ଜିଲ୍ଲାରେ ପାଣି ସଙ୍କଟ ଦୁର ହେବତ?

ରାୟଗଡା/କୋଲନରା: ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ଲୋକଙ୍କ ସୁବିଧା ସୁଯୋଗ ପାଇଁ ତଥାପି ଲୋକମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବା କୁ ମିଳିଛି । ପ୍ରତ୍ୟେକ ଦିନ ଦୁଇ କିମି ୩୨୬ ନମ୍ବର ରାଜରାସ୍ତା ଦେଇ ରୋବାଡ଼ି ଗ୍ରାମକୁ ଯାଇ ପାଣି ଆଣିବାକୁ ଯାଉଛନ୍ତି…

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା !

କଟକ: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ"(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି…