ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା
ରାୟଗଡା: ମୁନିଗୁଡ଼ା ସଦରମହକୁମା ରାୟଗଡା କନ୍ଧମାଳ ସିମାନ୍ତ ଓଡିଶା ପୋଲିସର ନକ୍ସଲ ଉପରେ ଆକ୍ରମଣର ପ୍ରତିବାଦରେ ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା ଦିଆଯାଇଛି । ରାୟଗଡ଼ା -କନ୍ଧମାଳ ସୀମାନ୍ତ ବଣ୍ଡା ପିପିଲି ଗ୍ରାମ ନିକଟରେ ନକ୍ସଲମାନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ରାୟଗଡା…