ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ମାଗ୍ନେଟିକ ଛକର ପିଏନବି ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । କେମିତି ହୋଇଥିଲା ଲୁଟ ତାର ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତମାନଙ୍କୁ ଭାଇଜାଗରୁ ଗିରଫ କରାଯିବା ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଥିଲା। ଦୁଇ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସକିଦ ପୂର୍ବରୁ ଦେଶର ବିିଭନ୍ନ ସ୍ଥାନରେ ଏଟିଏମ ଲୁଟ କରିଥିବାର ଅଭିଯୋଗ ରହିଛି। ଗତ ନଭେମ୍ବର ୧୧ ତାରିଖରେ ସେମାନେ ମାଗ୍ନେଟିକ ଛକରେ ଥିବା ପିଏନବି ଏଟିଏମରୁ ୨୮ ଲକ୍ଷ ଲୁଟ୍ କରି ଫେରାର ହୋଇଯାଇଥିଲେ ।
Sign in
Sign in
Recover your password.
A password will be e-mailed to you.